ଉଜ୍ୱଳ ଚୋପ୍ରା

ଉଇକିପିଡ଼ିଆ‌ରୁ
ଉଜ୍ୱଳ ଚୋପ୍ରା
ଜାତୀୟତାଭାରତୀୟ
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୨୦୦୫–ଏବେଯାଏଁ

ଉଜ୍ୱଳ ଚୋପ୍ରା ଜଣେ ଭାରତୀୟ ଅଭିନେତା, ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଓ ଦୂରଦର୍ଶନ ଆଦିରେ କାମ କରନ୍ତି ।[୧][୨][୩] ସେ ସଞ୍ଜୟ ଲୀଲା ଭନ୍ସାଲୀଙ୍କ ପଦ୍ମାବତରେ ଗୋରା ସିଂହଙ୍କ ଚରିତ୍ରରେ ଅଭିନୟ କରିଥିଲେ,[୪][୫] ଏବଂ ସ୍ପେଶାଲ ୨୬ରେ ସୋଲଙ୍କି ଭୂମିକାରେ ଅଭିନୟ କରିଥିଲେ ।[୬]

ଅଭିନୟ ଜୀବନ[ସମ୍ପାଦନା]

ଉଜ୍ୱଳ ଜଣେ ମଡେଲ୍ ଭାବରେ ଦୂରଦର୍ଶନ ବିଜ୍ଞାପନରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ୨୦୦୩ ମସିହାରେ ସେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ୱେସା ଭି ହୋତା ହୈ ୨ । ଏହାପରେ ସେ ହାଇଜାକ୍ (୨୦୦୮), ଲଭ୍ ଖିଚଡ଼ି (୨୦୦୯), ବିଟୁ ବସ୍ (୨୦୧୨), ମ୍ୟାକ୍ସିମମ୍ (୨୦୧୨) ଏବଂ ସ୍ପେଶାଲ୍ ୨୬ (୨୦୧୩) ।[୭]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୨୦୦୫ ସେହର ଇନ୍ସପେକ୍ଟର ସୟଦ
୨୦୦୮ ହାଇଜାକ୍
୨୦୦୯ ଲଭ୍ ଖିଚ୍‌ଡ଼ି ବିକାଶ ଶର୍ମା
୨୦୧୩ ସ୍ପେସାଲ୍ ୨୬ ସୋଲଙ୍କି
ବିଟୁ ବସ୍
୨୦୧୭ ରଙ୍ଗୁନ୍
ଟେକ୍ ଅଫ୍ ୟସୁପ୍ ମାଲାୟାଲମ କଥାଚିତ୍ର
୨୦୧୮ ପଦ୍ମାବତ୍ ଗୋରା ସିଂହ
୨୦୧୯ ଉରି: ସର୍ଜିକାଲ୍ ଷ୍ଟ୍ରାଇକ୍ ସହିଦ ଖାନ
୨୦୨୨ ଗଜାବ ଥାଇ ଗୟୋ! ରଘୁରାମ ଗୁଜରାଟୀ ଚଳଚ୍ଚିତ୍ର

ଆଧାର[ସମ୍ପାଦନା]

  1. "Acting With Ranveer Singh In "Padmaavat" Helped Me: Ujjwal Chopra - DailyAddaa". Dailyhunt. Archived from the original on 2018-08-04. Retrieved 2023-07-28.
  2. "'पद्मावत' के 'गोरा सिंह' को मिला नया प्रोजेक्ट, अंडरवर्ल्ड डॉन का होगा किरदार". abpnews.abplive.in. 26 July 2018. Retrieved 14 January 2021.[permanent dead link]
  3. Ganatra, Jigar. "I have learnt a lot from Shahid, Deepika and Ranveer in Padmaavat: Ujjwal Chopra". Mumbai Live (in ଇଂରାଜୀ). Retrieved 14 January 2021.
  4. Shiksha, Shruti (25 July 2018). "How Acting Along With Ranveer Singh In "Padmaavat" Helped His Co-Star For A Show". NDTV.com. Retrieved 14 January 2021.
  5. "Acting alongside Ranveer Singh in Padmaavat helped Ujjwal Chopra with his character in the show Hankaar - here's how". Bollywood Life. 25 July 2018.
  6. "Special 26 Cast List". Bollywood Hungama (in ଇଂରାଜୀ). 8 February 2013. Retrieved 9 April 2021.
  7. "Ujjwal Chopra Underworld Don - Latest News, Photos and videos of Ujjwal Chopra Underworld Don | Bollywood Life". www.bollywoodlife.com.

ବାହାର ଲିଙ୍କ୍[ସମ୍ପାଦନା]