ଉଚ୍ଚୈଃଶ୍ରବା
ଦେଖଣା


ଉଚ୍ଚୈଃଶ୍ରବା ଏକ ହିନ୍ଦୁ ପୁରାଣ ଶ୍ରୀଗବତଗୀତାରେ ଗୀତା ବର୍ଣ୍ଣିତ ଅଶ୍ୱ ଚରିତ୍ର ଏବଂ ଏହି କାହାଣୀରେ ବର୍ଣ୍ଣିତ ସମୁଦ୍ର ମନ୍ଥନରୁ ଜାତ ଚଉଦ ରତ୍ନ ମଧ୍ୟରୁ ଗୋଟିଏ ।[୧] ପୌରାଣିକ ପ୍ରଥା ଅନୁସାରେ ସେ ଇନ୍ଦ୍ରଙ୍କୁ ପ୍ରାପ୍ତ
ଗୀତାରେ କୃଷ୍ଣ ଶ୍ରେଷ୍ଠତମ ବସ୍ତଶ୍ୱରେ ଉଚ୍ଚୈଃଶ୍ରବା ବୋଲି କହିଥିଲେ ।[୨][୩] କୁମାରସମ୍ଭବମ୍ରେ କାଳୀଦାସ, ଏହାକୁ ଇନ୍ଦ୍ରଙ୍କଠାରୁ ତାଡ଼କାସୁରଦ୍ୱାରା ଛଡ଼ାଇ ଯାଇଥିବାର ବର୍ଣ୍ଣନା କରିଛନ୍ତି ।[୪]
ଏହାକୁ ମଧ୍ୟ ଦେଖନ୍ତୁ
[ସମ୍ପାଦନା]- କାଳକୂଟ (ହଳାହଳ)
- ଐରାବତ
- କାମଧେନୂ
- ଉଚ୍ଚେଃ ଶ୍ରବା
- କୌସ୍ତୁଭମାଣି
- କଳ୍ପବୃକ୍ଷ
- ରମ୍ଭା ନାମକ ଅପ୍ସରୀ
- ଲକ୍ଷ୍ମୀ
- ବାରୁଣୀ , ମଦୀରା
- ଚନ୍ଦ୍ରମା
- ପାରିଜାତ
- ଶଙ୍ଖ
- ଧନ୍ୱନ୍ତରୀ
- ଅମୃତ
ଆଧାର
[ସମ୍ପାଦନା]- ↑ ଶର୍ମା, ମହେଶ (2013). ହିନ୍ଦୁ ଧର୍ମ ବିଶ୍ୱକୋଷ. ପ୍ରଭାତ ପ୍ରକାଶନ. p. 52. Retrieved 22 ଅଗଷ୍ଟ 2015.
- ↑ " ଉଚ୍ଚେଃ ଶ୍ରବସମଶ୍ୱନାଂ ବିଦ୍ଧି ମାମମୃତୋଦ୍ଭବମ୍" - ଶ୍ରୀମଦ ଭଗବଦଗୀତା ୧୦.୨୭ ।।
- ↑ ଶ୍ରୀମଦ ଭାଗବତ ଗୀତା। ।୧୦.୨୭।।
- ↑ ଦେବଧର, ସୀ॰ ଆର॰, ed. (1997). "2.47". Kumāra-Sambhava of Kālidāsa. ମୋତିଲାଲ ବନାରସୀ ଦାସ. p. 25.
{{cite book}}
: Unknown parameter|trans_title=
ignored (|trans-title=
suggested) (help)