ଉଇକିପିଡ଼ିଆ ଆଲୋଚନା:ଓଡ଼ିଶା ଦିବସ ୨୦୧୪/ପରିଚାଳନା
ନୂଆ ଯୋଡ଼ନ୍ତୁଦେଖଣା
| କ୍ରମାଙ୍କ | କାମ | ଦାୟୀତ୍ୱରେ ଥିବା ବ୍ୟକ୍ତି | ଏବେକାର ସ୍ଥିତି | ଅଧିକ ସୂଚନା |
|---|---|---|---|---|
| ୧ | ତାରିଖ ଓ ସ୍ଥାନ ନିର୍ଣ୍ଣୟ | ସମସ୍ତ ଉଇକିଆଳି | ||
| ୨ | କାର୍ଯ୍ୟକ୍ରମ ପୃଷ୍ଠା ନିର୍ମାଣ | ଶିତିକଣ୍ଠ ଦାଶ, ମୃତ୍ୟୁଞ୍ଜୟ କର, ସୁଭାସିସ ପାଣିଗାହି | ମୁଖ୍ୟ ପୃଷ୍ଠା, ଟେମ୍ପଲେଟ, ପଞ୍ଜୀକରଣ ଫର୍ମକାମ ସରିଛି | |
| ୨ | ହଲ ବୁକିଂ | ସୁଭାସିସ ପାଣିଗାହି | ୨୧ ତାରିଖରେ ଜଣାପଡ଼ିବ ଚୂଡ଼ାନ୍ତ, ୨୫୦୦ ଟଙ୍କା ଅଗ୍ରୀମ ଦେବାକୁ ପଡ଼ିବ ବୁକିଂ ପାଇଁ | |
| ୩ | ପୁସ୍ତିକା ଆଦିର ଛପା ଓ ବିତରଣ | ଶିତିକଣ୍ଠ ଦାଶ, ଜ୍ଞାନରଞ୍ଜନ ସାହୁ, ମୃତ୍ୟୁଞ୍ଜୟ କର | ||
| ୪ | ସିଡ଼ି ତିଆରି ଓ ବିତରଣ | ଶିତିକଣ୍ଠ ଦାଶ | ||
| ୫ | ଅତିଥି ଆମନ୍ତ୍ରଣ | ସୁଭାସିସ ପାଣିଗାହି | ||
| ୬ | ଖାଦ୍ୟ | ସୁବାସ ଚନ୍ଦ୍ର ରାଉତ, ଶୈଲେଶ ପଟ୍ଟନାୟକ | ||
| ୭ | ଅତିଥି ମାନଙ୍କୁ ନିମନ୍ତ୍ରଣ | ସୁଭାସିସ ପାଣିଗାହି | ଦେବୀବାବୁ, ସୁବ୍ରତବାବୁ, ସମ୍ପଦବାବୁ, ଉଦୟବାବୁ ସମ୍ପୂର୍ଣ୍ଣଭାବେ ସମ୍ମତି ଦେଇଛନ୍ତି, ବାକିମାନେ ଜଣାଇଲେ ଖୁବ ଶୀଘ୍ର ଉଲ୍ଲେଖ କରିବି | |
| ୮ | ପ୍ରେସ ଓ ମିଡ଼ିଆ ଆମନ୍ତ୍ରଣ | ଦୀପ୍ତିମାନ ପାଣିଗ୍ରାହୀ, ସୁଭାସିସ ପାଣିଗାହି | ଦୀପ୍ତିମାନ ନିମନ୍ତ୍ରଣ ତିଆରି କରିସାରିଛି, ମୁଁ କିଛି ମିଡ଼ିଆଙ୍କୁ ଜଣାଇଛି, ବାକି ସୋମ-ମଙ୍ଗଳବାର ଭିତରେ ସରିଯିବ | |
| ୯ | ସହଯୋଗୀ ଅନୁଷ୍ଠାନମାନଙ୍କୁ ଆମନ୍ତଣ | ସୁଭାସିସ ପାଣିଗାହି | ଓଡ଼ିଆ ବିଶ୍ୱବିଦ୍ୟାଳୟ ଓ ସଂସାର ପତ୍ରିକା ସମ୍ମତି ପ୍ରଦାନ କରିଛନ୍ତି , ଫଟୋଗ୍ରାଫି ପାଇଁ ଜଣେ ଫଟୋଗ୍ରାଫର ହଁ କରିଛନ୍ତି, ଚାରୋଟି ୱେବ (ଓଡ଼ିଆ ଲାଙ୍ଗୁଏଜ ଡଟ କମ, ଦିବ୍ରୋକନସ୍କୁଟର, ଫୁଲଓଡ଼ିଶା ଓ ଓଡ଼ିଶାଡାଏରି) ଆଗ୍ରହ ପ୍ରକାଶ କରିଛନ୍ତି, ବାକିମାନଙ୍କ ଠାରୁ ଶୁଣିବା ପାଇଁ ଅପେକ୍ଷା କରିଛି |
Start a discussion about ଉଇକିପିଡ଼ିଆ:ଓଡ଼ିଶା ଦିବସ ୨୦୧୪/ପରିଚାଳନା
Talk pages are where people discuss how to make content on ଉଇକିପିଡ଼ିଆ the best that it can be. You can use this page to start a discussion with others about how to improve ଉଇକିପିଡ଼ିଆ:ଓଡ଼ିଶା ଦିବସ ୨୦୧୪/ପରିଚାଳନା.