ଉଇକିପିଡ଼ିଆ:ଉଇକିମିଡ଼ିଆ ଇଣ୍ଡିଆ ନିଉଜଲେଟର/୨୦୧୧ ଜୁନ

ଉଇକିପିଡ଼ିଆ‌ରୁ

ଉଇକିପିଡ଼ିଆ ନିଉଜ ଲେଟର ଓଡ଼ିଆ ଉଇକିପିଡ଼ିଆର ନାନା ଖବର ସବୁକୁ ଏକାଠି କରି ତିଆରି କରାଯାଇଛି ।

1000 Articles by 1 June 2011
1000 Articles by 1 June 2011

ଟାଇପ ଟୁଲ[ସମ୍ପାଦନା]

୪ ମାର୍ଚ, ୨୦୧୧: ଜୁନେଦ ପି.ଭି.ଙ୍କ ଦେଇ ତିଆରି ଟାଇପ ଟୁଲକୁ ଓଡ଼ିଆ ଉଇକିପିଡ଼ିଆ ସହ ଯୋଡ଼ାଯାଇଥିଲା । ଏହି ଟୁଲ ଉଭୟ ଇନ୍ସ୍କ୍ରିରିପ୍ଟ (Inscript) ଓ ଟ୍ରାନ୍ସଲିଟରେସନ (Transliteration) ପାଇଁ କାମ କରିଥାଏ । ଏକ ସାହାଯ୍ୟ ପୁସ୍ତିକା ମଧ୍ୟ କେନ୍ଦ୍ରୀୟ ସୂଚନା ଫଳକରେ ସଭିଙ୍କ ପାଇଁ ରଖାଯାଇଛି ।

FAQ ବହି ଓ ଟାଇପ ସାହାଯ୍ୟର ପି.ଡ଼ି.ଏଫ.[ସମ୍ପାଦନା]

ଓଡ଼ିଆ ଉଇକିପିଡ଼ିଆ FAQ ବହି

ଓଡ଼ିଆ ଉଇକିପିଡ଼ିଆ ପାଇଁ ଏକ FAQ (ବାରମ୍ବାର ପଚରାଯାଉଥିବା ପ୍ରଶ୍ନ), ଓଡ଼ିଆରେ ପଢ଼ିବା ଓ ଟାଇପ କରିବା ପାଇଁ ତଥା ଓଡ଼ିଆ ଟାଇପରେ ଉପୁଜୁଥିବା ନାନା ଅସୁବିଧାର ସମାଧାନ ପାଇଁ ପି.ଡ଼ି.ଏଫ. ତିଆରି କରାଯାଇଛି । FAQରେ ସହଯୋଗ ମାଲାୟାଲାମ ଉଇକିପିଡ଼ିଆ । ଏହି ବହିଟି ଉଇକିମିଡ଼ିଆ ବୁକସେଲ୍ଫ ଭିତରେ ରଖାଯାଇଛି ।

ଓଡ଼ିଆ ଉଇକିପିଡ଼ିଆରେ ଲେଖାଲେଖି ପାଇଁ ଶିକ୍ଷଣା

ଓଡ଼ିଆ ଉଇକିପିଡ଼ିଆ ପାଇଁ ଭିଡ଼ିଓ ଶିକ୍ଷଣ[ସମ୍ପାଦନା]

ଖବରରେ[ସମ୍ପାଦନା]

  1. Help: This Is A Stub, Outlook Magazine, June 13, 2011
  2. Attempts on to revive Odia Wikipedia, The Hindu
  3. Odia Wiki caught in a time warp/"New Indian Express
  4. Orissadiary.com- Odia Wikipedia Workshop held in Bhubaneswar
  5. Odishaeye.com- Odia Wikipedia Workshop held in Bhubaneswar
  6. 2nd Odia Wikipedia Academy organized-www.dainika.com
  7. Odia Wikipedia Workshop, Bhubaneswar
  8. Welcomeorissa.com