ଉଇକିପିଡ଼ିଆ:ଉଇକିମିଡ଼ିଆ ଇଣ୍ଡିଆ ନିଉଜଲେଟର/୨୦୧୧ ଜୁନ
ଦେଖଣା
ଉଇକିପିଡ଼ିଆ ନିଉଜ ଲେଟର ଓଡ଼ିଆ ଉଇକିପିଡ଼ିଆର ନାନା ଖବର ସବୁକୁ ଏକାଠି କରି ତିଆରି କରାଯାଇଛି ।
ଟାଇପ ଟୁଲ
[ସମ୍ପାଦନା]୪ ମାର୍ଚ, ୨୦୧୧: ଜୁନେଦ ପି.ଭି.ଙ୍କ ଦେଇ ତିଆରି ଟାଇପ ଟୁଲକୁ ଓଡ଼ିଆ ଉଇକିପିଡ଼ିଆ ସହ ଯୋଡ଼ାଯାଇଥିଲା । ଏହି ଟୁଲ ଉଭୟ ଇନ୍ସ୍କ୍ରିରିପ୍ଟ (Inscript) ଓ ଟ୍ରାନ୍ସଲିଟରେସନ (Transliteration) ପାଇଁ କାମ କରିଥାଏ । ଏକ ସାହାଯ୍ୟ ପୁସ୍ତିକା ମଧ୍ୟ କେନ୍ଦ୍ରୀୟ ସୂଚନା ଫଳକରେ ସଭିଙ୍କ ପାଇଁ ରଖାଯାଇଛି ।
FAQ ବହି ଓ ଟାଇପ ସାହାଯ୍ୟର ପି.ଡ଼ି.ଏଫ.
[ସମ୍ପାଦନା]ଓଡ଼ିଆ ଉଇକିପିଡ଼ିଆ ପାଇଁ ଏକ FAQ (ବାରମ୍ବାର ପଚରାଯାଉଥିବା ପ୍ରଶ୍ନ), ଓଡ଼ିଆରେ ପଢ଼ିବା ଓ ଟାଇପ କରିବା ପାଇଁ ତଥା ଓଡ଼ିଆ ଟାଇପରେ ଉପୁଜୁଥିବା ନାନା ଅସୁବିଧାର ସମାଧାନ ପାଇଁ ପି.ଡ଼ି.ଏଫ. ତିଆରି କରାଯାଇଛି । FAQରେ ସହଯୋଗ ମାଲାୟାଲାମ ଉଇକିପିଡ଼ିଆ । ଏହି ବହିଟି ଉଇକିମିଡ଼ିଆ ବୁକସେଲ୍ଫ ଭିତରେ ରଖାଯାଇଛି ।
ଓଡ଼ିଆ ଉଇକିପିଡ଼ିଆ ପାଇଁ ଭିଡ଼ିଓ ଶିକ୍ଷଣ
[ସମ୍ପାଦନା]ଖବରରେ
[ସମ୍ପାଦନା]- Help: This Is A Stub, Outlook Magazine, June 13, 2011
- Attempts on to revive Odia Wikipedia, The Hindu
- Odia Wiki caught in a time warp/"New Indian Express
- Orissadiary.com- Odia Wikipedia Workshop held in Bhubaneswar
- Odishaeye.com- Odia Wikipedia Workshop held in Bhubaneswar
- 2nd Odia Wikipedia Academy organized-www.dainika.com
- Odia Wikipedia Workshop, Bhubaneswar
- Welcomeorissa.com