ଉଇକିପିଡ଼ିଆ:IRC/24-01-2014

ଉଇକିପିଡ଼ିଆ‌ରୁ
ପୂର୍ବ ଅଲୋଚନା
WP:IRC/logs
IRC URL
http://webchat.freenode.net/?channels=#wikipedia-or

ଅଲୋଚନା ଲଗ (Log)[ସମ୍ପାଦନା]

[19:30] <MKar> ଜୟ ଜଗନ୍ନାଥ
[19:31] <Sipun> ଚ୍ୟାନେଲ ଅପରେଟର କିଏ ?
[19:31] <ansuman> tume
[19:31] <Sipun> ଟପିକ ଟି କେହି ସେଟ କରିପାରିବେ କି ?
[19:31] <Aditya> ଜୟ ଜଗନ୍ନାଥ.. କିଏ କିଏ ଅଛନ୍ତି.. :)
[19:31] <ansuman> ଜୟ ଜଗନ୍ନାଥ ଭାଇ
[19:32] <ansuman> ୪ ଜଣ
[19:32] <Sipun> ନା ନା ଭାଇ ଉପରେ ଯେଉଁ (no topic set) ଆସୁଛି ସେଇ କଥା କହୁଥିଲି
[19:33] <ansuman> ମୁଁ କେବେ କରିନି, କେବେଠୁ ଭାବୁଛି ସେଟ କରିବା କଥା, କିନ୍ତୁ ଜାଣିନି କେମିତି!! :(
[19:33] <Sipun> ଆଚ୍ଛା ଶୁଭ ଭାଇ କହାନ୍ତି  ?
[19:36] <Sipun> ସମସ୍ତେ ପୁରୁଣା ଲୋକ । ନୂଆ କେହି ନାହାନ୍ତି । ତଥାପି ବିଷୟ ବସ୍ତୁ କହିରଖୁଛି .... ଲଗ ଦେଖି ଉତ୍ତର ଦେବାରେ ସୁବିଧା ହେବ ...
[19:37] <ansuman> ଆଲୋଚନା ଆରମ୍ଭ ହେଉ
[19:38] <ansuman> ମୁଁ ମୋ ମତ ତ ରଖି ସାରିଛି
[19:38] <Aditya> ମୃତ୍ୟୁଞ୍ଜୟ ଭାଇ..ଆପଣ କିଛି କୁହନ୍ତୁ...
[19:39] <MK_1> ୫୦,୦୦୦ ନିମନ୍ତେ ଅନୁରୋଧ କରିଛି
[19:39] <Sipun> ବିଷୟ - ଆଗାମୀ ୧୦ ମ ଜନ୍ମତିଥିବେଳେ ମିଳିବାକୁ ଥିବା ଅର୍ଥର କିପରି ସୁବିନିଯୋଗ କରିପାରିବା ।
[19:39] <MK_1> https://meta.wikimedia.org/wiki/Talk:India_Access_To_Knowledge/Requests#Proposed_detailed_budget
[19:40] <MK_1> ଯଦି କେହି ପାଣ୍ଠି ପରିଚାଳନା ନିମନ୍ତେ ରାଜି ହୁଅନ୍ତି ତେବେ ଭଲ । ଏଥିପାଇଁ ମୋର ଆନ୍ତରିକ ଆଗ୍ରହ ନାହିଁ ।
[19:41] <Sipun> ଅଂଶୁମାନ ଭାଇ ତୁମେ ଆସିପାରିବ ?
[19:42] <MK_1> ଆଦିତ୍ୟ ତମେ ଆସିବା କଥା କ'ଣ ହେଲା ?
[19:43] <ansuman> ମୁଁ ଆସିପରିବିନି, ବହୁତ ଗୁଡିଏ କାରଣ ଅଛି :)
[19:43] <Aditya> ମୋ ମତରେ ମୃତ୍ୟୁଞ୍ଜୟ ଭାଇ କିମ୍ବା ସୁବାସ ସାର ନିଅନ୍ତୁ..
[19:44] <Sipun> ସୁବାସ ସାର କିଛି ସମୟ ଭିତରେ ଯୋଗ ଦେଇପାରନ୍ତି । ସେ ଆସନ୍ତୁ ମତ ଦେବେ
[19:44] <ansuman> ପାଣ୍ଠି ପରିଚାଳନା ମୃତ୍ୟୁଞ୍ଜୟ ଭାଇ କିମ୍ବା ସୁବାସ ସାର କରନ୍ତୁ
[19:44] <MK_1> ମଝିରେ ଇଣ୍ଟରନେଟ ଅସୁବିଧା ହେଲେ, ମୋର ଯିବା ଆସିବା ଲାଗି ରହିବ ।
[19:44] <Aditya> ଅଂଶୁମାନ ଭାଇ କଣ କାରଣ କୁହ..
[19:44] <Sipun> ତେବେ ଭୁବନେଶ୍ଵର କଥା ସୁବାସ ସାର ବୁଝିବେ ଓ ଢେଙ୍କାନାଳ କଥା ?
[19:45] <MK_1> ୨୮ ତାରିଖ ରାତି ନାଲକୋନଗରରେ ରହିବା କଥା ମୁଁ ବୁଝିବି ।
[19:46] <Aditya> ସମସ୍ତଙ୍କୁ ଅନୁରୋଧ ୧୦ ମ ଜନ୍ମତିଥି ପାଇଁ ସମସ୍ତେ ସହଯୋଗ କରନ୍ତୁ, ଏହା ଆମ ଗୌରବ ଓ ଖୁସି.. :)
[19:46] <Aditya> ତା ହେଲେ ରହିବା ବ୍ୟବସ୍ଥା ପୁରା ହେଇଗଲା.. :)
[19:46] <MK_1> ଢେଙ୍କାନାଳରେ ଯୋଗଦେବାକୁ କିଏ କିଏ ଆସିବେ ପୂର୍ବରୁ ଜଣାଇଲେ ଭଲ ହେବ ।
[19:47] <Sipun> ବୋଧେ ଏକା ସୁବାସ ସାର ଯିବେ
[19:47] <Sipun> ବୋଧେ ... :P
[19:48] <Aditya> ତୁମେ ଯିବନି କି ଶିତି ଭାଇ .. ?
[19:48] <MK_1> ଆମେ ଭୁବନେଶ୍ଵର ଯିବୁ, ଆମ ଜାଗାକୁ କେହି ନାହିଁ :( ଘୋର ଅନ୍ୟାୟ...
[19:49] <Sipun> ଭାଇ ମୋର ବା ପରୀକ୍ଷା ଅଛି :(
[19:49] <Sipun> ତଥାପି ଦେଖିବା ....
[19:50] <MK_1> ତେଲୁଗୁ ଉଇକି ମତେ ଆମନ୍ତ୍ରଣ କରିଛନ୍ତି :) ଆମେ କାହାକୁ ଡାକିପାରୁନେ :(
[19:50] <Aditya> ଅଂଶୁମାନ ଭାଇ ଦୟାକରି କୁହ କାରଣ କଣ.. ମୋର ବ୍ୟକ୍ତିଗତ ମତ ଯେ, ଓଡ଼ିଆ ଉଇକିପିଡ଼ିଆର ପରିଚାଳକ ୪ ଜଣ ନିହାତି ଉପସ୍ଥିତ ରହିଲେ ସମସ୍ତଙ୍କୁ ଖୁସି ଲାଗିବ..
[19:50] <ansuman> ଯେଉଁମାନେ ଭୁବନେଶ୍ବର ଯିବେ, ସମସ୍ତେ ଢେଙ୍କାନାଳ ଗଲେ ଅସୁବିଧା କଣ?
[19:50] <Sipun> ହଁ ହଁ ମୁଁ ବି ଆଦିତ୍ୟ ଭାଇଙ୍କ ସହ ଏକ ମତ
[19:51] <ansuman> ଆଦିତ୍ୟ ଭାଇ, ମୁଁ ଆଉ କିଛି କହି ପରିବିନି :)
[19:51] <Aditya> ଘର ଚଳାଉଥିବା ମୁରବି ନରହି ବାହାର କୁଣିଆ ଆସିଲେ ଆମେ ମାନେ କଣ କହିବୁ ଲୋକଙ୍କୁ .. :)
[19:52] <ansuman> ସମସ୍ତେ ନୂଆ ସଦସ୍ୟାଙ୍କୁ ସ୍ଵାଗତ କରନ୍ତୁ
[19:52] <Aditya> ଅଂଶୁମାନ ଭାଇ.. ସମସ୍ତେ କହିବେ ବୋଲି ତ ଆମେ ଏଠାରେ ଆଲୋଚନା କରୁଚେ.. କୁହ କୁହ..
[19:52] <MK_1> ବର୍ଷକୁ ଥରେ ଏକାଠି ମୁହାଁମୁହିଁ ହେବା ପାଇଁ ଏହାଏକ ସୁଯୋଗ ।
[19:52] <Sipun> କିଏ ସୋନାଲୀ ଅପା ?
[19:52] <ansuman> ହଁ
[19:52] <Aditya> ସୋନାଲି ଅପା.. ନମସ୍କାର.. ଆପଣଙ୍କୁ ସ୍ଵାଗତ କରୁଛୁ..
[19:53] <MK_1> ପ୍ରଥମ ଆଲୋଚନାକୁ ସ୍ଵାଗତଂ
[19:53] <MK_1> ସୁବାସ ସାର ନମସ୍କାର
[19:53] <Subas> ନମସ୍କାର
[19:54] <ansuman> Sonali: ଅପା ସ୍ଵାଗତ
[19:54] <Sipun> ସାର ବିଷୟ - ଆଗାମୀ ୧୦ ମ ଜନ୍ମତିଥିବେଳେ ମିଳିବାକୁ ଥିବା ଅର୍ଥର କିପରି ସୁବିନିଯୋଗ କରିପାରିବା ।
[19:54] <Aditya> ମୃତ୍ୟୁଞ୍ଜୟ ଭାଇ ଠିକ କଥା.. ପରିଚାଳକ ୪ ଜଣ ରହିବାକୁ ବାଧ୍ୟ.. ଏହା ଆମମାନଙ୍କ ଦାବୀ.. :)
[19:54] <MK_1> ଜୟ ଜଗନ୍ନାଥ ଦିପ୍ତିମାନ ଭାଇ :)
[19:54] <ansuman> ସଂଖ୍ୟା ୭ରେ ପହଞ୍ଚିଲା :)
[19:54] <Diptiman> ଜୟ ଜଗନ୍ନାଥ
[19:55] <Aditya> ଅଂଶୁମାନ ଭାଇ.. କୁହ.. ତମେ କାହିଁକି ଉପସ୍ଥିତ ରହିପାରିବନି..
[19:55] <Aditya> ପରିଚାଳକ ୪ ଜଣ ରହିବାକୁ ବାଧ୍ୟ.. ଏହା ଆମମାନଙ୍କ ଦାବୀ.. :)
[19:56] <Sipun> ଛାଡ ଆଦିତ୍ୟ ଭାଇ .... ତାଙ୍କୁ ଆଉ ହଇରାଣ କରନି
[19:56] <Aditya> ସମସ୍ତେ କଣ କହୁଛନ୍ତି.. ?
[19:56] <Diptiman> ମୋର ଏଠି ପିଲା ମାନଙ୍କ ପରୀକ୍ଷା ନବାପାଇଁ ମତେ ଜୁଟେଇଦେଇଛନ୍ତି
[19:56] <Diptiman> ସେଥିପାଇଁ ମତେ ଛୁଟି ଦେଲେଣି
[19:56] <Sipun> ଏବେ ମୂଳ ବିଷୟ ଆଲୋଚନା କରିବା ?
[19:56] <MK_1> ତୁମମାନଙ୍କ ସେହି ଦାବୀ ନିମନ୍ତେ ହିଁ ମୁଁ ପୁଣି ଥରେ ବାଧ୍ୟ ହେଇଥିଲି ପରିଚାଳକ ହେବାପାଇଁ...
[19:56] <Diptiman> ଦେଲେନି
[19:57] <Aditya> ନା ଭାଇ.. ଆମେ ଅସୁବିଧା କଣ ଜାଣିବା ଦରକାର..
[19:57] <Sonali> is this the place to type?
[19:57] <Sonali> got it
[19:57] <ansuman> han
[19:57] <Sipun> ହଁ
[19:57] <MK_1> :)
[19:57] <Aditya> :)
[19:57] <Sonali> thank u all....let mechange my language to odiya first
[19:58] <Diptiman> ମେଟା ରେ ମୃତ୍ୟୁଞ୍ଜୟ ଭାଇ ଯାହା ଯାହା ଦାବି କରିଛନ୍ତି ଦେଖିଲି....ସେଥିରେ ପ୍ରାୟ ୩୦୦୦୦ ଖର୍ଚ ହେଇଯିବ
[19:58] <Sonali> ସମସ୍ତଙ୍କୁ ଧନ୍ୟବାଦ ......ମୋତେ ଏଠି କହିବାର ସୁଯୋଗ ଦେଇଥିବାରୁ ...
[19:59] <MK_1> ଯାହା ଖର୍ଚ୍ଚ ନ ହେବ ଫେରାଇଦିଆଯିବ ।
[19:59] <MK_1> ସମସ୍ତେ ନିଜ ନିଜ ମତ ଦିଅନ୍ତୁ, କିପରି ଉପଯୁକ୍ତ ଭାବେ ଖର୍ଚ୍ଚ କରିବା ।
[20:00] <Sipun> ହଁ ତେବେ କେକ କଟା ଛଡା ଆଉ କଣ ଯୋଜନା ଅଛି ?
[20:00] <Diptiman> ବାକି ଖାଇବା ପିଇବା ପାଇଁ ୧୦୦୦୦ ଧରିନିଅନ୍ତୁ...ଅତିବେଶି ରେ
[20:00] <Subas> ଆମର ଲଞ୍ଚ ଇତ୍ୟାଦି ହୋଷ୍ଟ ବହନ କରୁଛନ୍ତି କି ? ଯଦି ବହନ କରୁଚକତି ତା ହେଲେ ଯିବା ଆସିବା ଖର୍ଚ୍ଚ ଓ ଅନ୍ୟ ଖର୍ଚ୍ଚ ଏହି ଅର୍ଥରେ ବୋଧ ହୁଏ ହେଇ ଯିବ
[20:00] <Diptiman> କେଉଁ ଜାଗା ରେ ହବ କିଛି ସ୍ଥିର ହେଇଛି କି?
[20:01] <Sipun> କିଛି ସାମ୍ବାଦିକ ଓ କବି ଯେଉଁମାନେ ଇଣ୍ଟର୍ନେଟରେ ସଚଳ ସେମାନଙ୍କୁ ନିମନ୍ତ୍ରଣ କରିବା
[20:01] <ansuman> Sonali: ଅପା ଆସୁଛନ୍ତି ଉଇକିପିଡିଆ ଜନ୍ମତିଥି ପାଇଁ ??
[20:01] <Sipun> KISS ଓ IIMC
[20:01] <Aditya> ଶିତି ଭାଇ.. ଆଜିର ମୂଳ ଉଦ୍ଦେଶ୍ୟ ସମ୍ସ୍ତଙ୍କୁ ଜଣଇ ଦିଅନ୍ତୁ..
[20:02] <MK_1> KISS (ଭୁବନେଶ୍ଵର) ଓ IIMC (ଢେଙ୍କାନାଳ)
[20:02] <Sipun> ଆଲୋଚ୍ୟ ବିଷୟ - ଆଗାମୀ ୧୦ ମ ଜନ୍ମତିଥିବେଳେ ମିଳିବାକୁ ଥିବା ଅର୍ଥର କିପରି ସୁବିନିଯୋଗ କରିପାରିବା । କିପରି କାର୍ଯ୍ୟକ୍ରମର ସୁପରିଚାଳନା କରିବା ? କିଏ ଏହାର ଭାର ନେବେ ? ଇତ୍ୟାଦି
[20:02] <ansuman> Sipun: ଭାଇ, ଏ ପ୍ରଶ୍ନ ସବୁର ଉତ୍ତର ଶୁଭ ଦେଇପାରିବ॥
[20:03] <Sipun> ଶୁଭ ଭାଇ ତ ନାହାନ୍ତି
[20:03] <Aditya> ପ୍ରଥମ କଥା : ପାଣ୍ଠି ଦାୟିତ୍ଵ ସୁବାସ ନେବେ, ସମସ୍ତଙ୍କ ମତ ଏକ ତ.. ?
[20:03] <Sipun> ହଁ
[20:03] <Sipun> ସାର ଆପଣ ?
[20:03] <Aditya> *ସୁବାସ ସାର ନେବେ..
[20:03] <MK_1> ହଁ ରାଜି ।
[20:04] <MK_1> ସାରଙ୍କ ତତ୍ତ୍ଵାବଧାନରେ ଏହି ଅର୍ଥ ଖର୍ଚ୍ଚ ହେବ ।
[20:04] <Subas> ପାଣ୍ଠି ହିସାବ କରିଦେବି, ଲେଖା ଓ ଋଟର୍ନ ଅନ୍ୟ କେହି ଦେବେ ।
[20:04] <Aditya> ହଁ ରାଜି
[20:04] <Sipun> ଠିକ ଅଛି । ଲେଖା ଲେଖି ଅନ୍ୟ କେହି କରିବେ
[20:05] <ansuman> are apanku mun daki aanithili, kehi kichi kahilani, paleile..
[20:05] <ansuman> han
[20:05] <ansuman> subas sir niantu
[20:05] <Sipun> ନେଟ ଅସୁବିଧା ହେଇଥିବ ବୋଧେ !
[20:05] <ansuman> han semiti hau
[20:06] <Subha> bhaimane tike deri heigala
[20:06] <ansuman> kama bhaga kale bojha hebani
[20:06] <ansuman> tor sabubele deri !
[20:06] <Subha> Net asubidha getup, kana kana sidhanta nua gala?
[20:06] <MK_1> ଅର୍ଥ ବାବଦରେ ମୁଁ ବହୁତ ଢିଲା ...ମୁଁ ଏପର୍ଯ୍ୟନ୍ତ TTT ରସିଦ ଦେଇନି :(
[20:07] <Sipun> @Subha ଭାଇ କଣ କଣ ହେବ କହିବେ କି ?
[20:07] <Subha> Net asubidha pain*
[20:07] <ansuman> han semiti chaliba, MKar bhai
[20:07] <Aditya> ଅଂଶୁମାନ ଭାଇ ତମେ ଭାଗଟେ ନିଅ, ତାପରେ ଆମେ ମାନେ ନେବୁ.. କଣ କହୁଛ ସମସ୍ତେ.. :)
[20:07] <Subas> ମୋର ଲାପଟପ ନାହିଁ, କେବ୍ଲ ବେଳେ ବେଳେ ଅସୁବିଧା କରୁଛି ଏଣୁ ଦରକାର ବେଳେ ହଇରାଣ ହେବି ।
[20:07] <ansuman> are mu nebi, jebe bhaga nebi
[20:07] <ansuman> :)
[20:07] <Subha> Kana grant pain?
[20:08] <Subha> Mo matare Bhubaneswar re thiba jane kehi niantu nahele Mrutyunjaya Bhai niantu
[20:08] <ansuman> Subha: kuna hela to Mac ku ?
[20:08] <MK_1> ମୋର ୫୦,୦୦୦ ଟଙ୍କା ଅନୁରୋଧ ବାବଦରେ କେହି କିଛି ମତ ଦେବେ କି?
[20:09] <ansuman> Subas sir nele, final hei sarilani para
[20:09] <Subha> Mu mobile ru IRC karuchi, tike slow achi computer re net, tenu odia kahara re type kariparuni :(
[20:09] <Aditya> ୫୦୦୦୦ ଠିକ ଅଛି
[20:09] <Sipun> ସେଇଟା ଠିକ ଅଛି ବଳକା ହେଲେ ଫେରେଇବା .... କିନ୍ତୁ ଅଧିକ ଦରକାର ହେବାର ସମ୍ଭାବନା ଅଛି କି ?
[20:09] <ansuman> Subha: 50,000 tanka thik achi ?? A2K ra mata kana ???
[20:10] <Subha> Thik achi tahele Subas sir bank account details, ISFC sahita vishnu@cis-india.org ku mail kari diantu
[20:10] <Subha> Au Mrutyunjaya Bhai meta lekhidia ki Subas sirnka account ku patheiba pain
[20:11] <MK_1> ଠିକ ଅଛି ।
[20:11] <Subas> ଯଦି ପୋଷାକ ଇତ୍ୟାଦି ନାହିଁ ତାହା ହେଲେ ହୋଇଯିବ । କିନ୍ତୁ ତେଲୁଗୁ ମାନେ ୨.୫ ଲକ୍ଷ ମାଗି ଖର୍ଚ୍ଚ କରୁଛନ୍ତି କିପରି ?
[20:11] <Aditya> ମୋ ମତରେ ୫୦୦୦୦ ରେ ହେବନି ବୋଧେ, ଦୁଇଟି ସ୍ଥାନରେ ଖର୍ଚ୍ଚ.. ଟିକେ ଅଧିକା କରିଥିଲେ ଭଲ ହେଇଥାନ୍ତା..
[20:11] <Subha> Ansuman: community jadi kharcha kariba tahele A2K Ra kichi asubidha nahi, community Kama pain hin paisa achi
[20:12] <MK_1> ତେଲୁଗୁ: ୬,୫୦,୦୦୦/-
[20:12] <Sipun> ହଁ ବିଷ୍ଣୁ କହୁଥିଲେ ସେମାନେ ଫାଉଣ୍ଡେସନ କୁ ବି କହିଛନ୍ତି
[20:13] <Sipun> ତାଙ୍କର ଅଧିକ ଲୋକ ଆମର ଏତେ ନାହାନ୍ତି
[20:13] <MK_1> ସେମାନଙ୍କ ଯୋଜନା ବି ବହୁତ ବଡ଼ ।
[20:13] <ansuman> are anya mananka katha chhadantu, tanka community bada, tankara Managing team, Organizing team ityadi achhi, Dui masa aagaru jojana kari karuchanti.
[20:14] <Sipun> ହଁ ସେଇକଥା ଭାବୁଥିଲି ଆମ ଯୋଜନା କଣ ?
[20:14] <Subha> Semane baki gudae Kama karuchanti, jadi ODISHA dibasa belaku Odia community kichi bada akarara kamara ayojana kariba tahele alaga alaga jagaru arthika anudana pain anurodha karihaba
[20:15] <ansuman> tanka sei wiki page ti dekhantu samaste bujhi paribe
[20:15] <Subas> ଆମର ବି ହୋଇଥାଆନ୍ତା କିନ୍ତୁ ବହୁତ ଡେରି ହୋଇଗଲା । କେରଲିମାନେ ୨/ ୩ ମାସ ଆଗରୁ ପ୍ଳାନ କରିଥିଲେ ।
[20:16] <Subha> Acha, ebe odia Wikipedia Ra 10ma janmadina re kichi Kama sabu banta banti karidebaki?
[20:16] <Sipun> ଆମେ ଅନ୍ୟ ସାହିତ୍ୟ ସଂସ୍ଥା କିମ୍ବା ଓଡିଆ ପ୍ରଫେସର ମାନଙ୍କୁ ଡାକିବା କି ?
[20:17] <Aditya> ସବୁ କାମ ଭାଗ କରି ଦିଆଯାଉ..  :)
[20:17] <Subha> Sahitya adhyapaka jie computer babadare bujhuthibe, semiti kahaku kehi janithanti ki?
[20:19] <MKar> https://mail.google.com/mail/?pli=1&auth=DQAAAIQAAACkJb3wCC-3RlJjCyIwJxspSHVZOaNxBqkVq06WZ01slPVW87NnNhwjGbe5lz4VjzoUVwb_cWCt8GkUPsSN9Umw47274DcK99azqHgdvWyIXpjNvT4AeNQS8KsjvdNb68KILOYaFJNbEBXqi4dpoqVFAtaYRPKb7OOS7tzQAWstLpAr2gJcdHt8EGhf3xXmtMU
[20:19] <Subha> Jane bhasa gabesaka (subrat prusty) Utkal ru asuchnti, au jane abasaraprapta professor au sikhya bibhagara director asuchanti
[20:20] <MKar> ସୂର୍ଯ୍ୟପ୍ରଭାର ସଂପାଦକଙ୍କୁ ଲେଖିଛି, ସେ ହୁଏତ ଆସିପାରନ୍ତି ।
[20:20] <Subas> ସେମାନଙ୍କ ଯିବା ଆସିବା ଦେବାକୁ ହେବ ।
[20:20] <sipun_> ନିଖିଲ୍ ମୋହନ ଙ୍କୁ (ସୃଜନିକା) କହିବାକି ?
[20:21] <MKar> ଭଲ ହେବ ।
[20:21] <Subha> Au Padmashree Debiprasanna Patnaik bi asuchanti. Jadi baki kehi adhyapakanku janichanti dakiparibe
[20:22] <MKar> ସାମ୍ବାଦିକ କେହି ଆସିବେକି?
[20:22] <sipun_> ଉତ୍କଳ ବିଶ୍ୱବିଦ୍ୟାଳୟରେ ଏହା ବାବଦରେ ଛାତ୍ର ମାନଙ୍କୁ ଜଣେଇ ହେବ କି ?
[20:22] <Subha> Sahitya Akademy ru Dr. Gourahari Das asuchanti
[20:22] <Subha> Asa, kanak tv au sambad re cover haba
[20:22] <MKar> ତେଲୁଗୁ ବଜେଟ: ଲିଙ୍କ
[20:22] <Subas> ଭଲ ଲୋକମାନେ ଆସୁଛନ୍ତି ।
[20:23] <Subha> Kadambinee ru jane asibe
[20:23] <sipun_> ହଁ ଭହୁତ ଭଲ ....
[20:24] <sipun_> ଢେଙ୍କାନାଳକୁ ଉସ ପାଢୀ ସତେରେ ଆସିବେ ନା ଏମିତି ଖାଲି କହିଛନ୍ତି
[20:24] <MKar> ଭୁବନେଶ୍ଵରରେ କେତେ ବେଳ ପର୍ଯ୍ୟନ୍ତ ଚାଲିବ? ନାଲକୋକୁ କେତେବେଳେ ଓ କେତେଜଣ ଆସିବେ?
[20:24] <Subha> Samaj Ra jane sambadika odia Wikipedia re lekhichanti. Mu chesta karuchi tanku janeibaku
[20:24] <Subas> ଖବର କାଗଜ ବାଲା କେହି ଆସିବେକି ?
[20:25] <Subha> Na satare asuchanti :)
[20:25] <Subha> Ame Usha padhinku kichi anurodha karipariba
[20:25] <Subha> Alochana sabhare lekhantu samaste, bhala haba
[20:25] <ansuman> [20:20] <Subas> ସେମାନଙ୍କ ଯିବା ଆସିବା ଦେବାକୁ ହେବ ।
[20:25] <ansuman> [20:20] <Subas> ସେମାନଙ୍କ ଯିବା ଆସିବା ଦେବାକୁ ହେବ ।
[20:26] <ansuman> Subas sir pacharuchnaati
[20:26] <Subha> Bujhi parile, jiba asiba devalue haba mane?
[20:26] <Subas> ଏମାନଙ୍କ କାନଭେୟାଂସ ଆମେ ବହନ କଲେ ଅଧିକ ଖର୍ଚ୍ଚ ହେବ ।
[20:27] <Subha> Na na kebala jiba asiba pain hueta gote car patheibaku padi pare, sie bi jadi kiss pakhare car nathae
[20:27] <MKar> ଅତିଥିମାନଙ୍କ ଯାତାୟତ ଖର୍ଚ୍ଚ ।
[20:27] <Subha> Gourahari sir au debi sir praya nije asiparanti
[20:28] <Aditya> ସମସ୍ତଙ୍କ ହିସାବରେ ୫୦୦୦୦/- ରେ ସବୁ ହେଇଯିବ ତ.. ନ ହେଲେ ଅସୁବିଧା ହେବ...
[20:29] <Subha> Usha Padhinka pain amaku khali sabda kharcha karibaku padila
[20:29] <MKar> :)
[20:29] <MKar> ଆଦିତ୍ୟ ତମେ ଆସୁଛ ତ?
[20:29] <Subha> Iimc samatankara dihipahara khaiba byabastha heichi
[20:29] <Aditya> ଯଦି ସମସ୍ତ ଅତିଥି ମାନଙ୍କୁ ଯାତାୟତ ଖର୍ଚ୍ଚ ଦିଆହୁଏ..
[20:30] <Subas> ବେଶି ଖର୍ଚ୍ଚ କରିବାକୁ ମୋତେ ମାଗିଲେ ନ ଦେଇ ପାରିଲେ ହଇରାଣ ହେବା ।
[20:30] <sipun_> ଆମେ ଯଦି ଠିକ ଭାବେ ଲେଖିବା ସେମାନେ ଦେବେ ବୋଧେ
[20:30] <Subha> Aditya Bhai, Ansuman au Gorvachove Bhainka jiba asiba kharcha e budget bhitare heijiba bodhe
[20:31] <MKar> ଚେଷ୍ଟା କଲେ ନିଶ୍ଚିତ ହେବ ।
[20:31] <Subha> Besi kharcha jadi heba bhabuhanti tahele lekhantu
[20:32] <Diptiman> ମୁଁ ଯାଉଛି ଖାଇବାକୁ
[20:32] <MKar> ଅଧିକ ମାଗିବା ଦରକାର ହେବକି? ସମସ୍ତେ ଜଣାନ୍ତୁ...
[20:32] <Subha> Na na jatayata kharcha dabara prasna hi nahi atithi mananku
[20:32] <sipun_> ଆଉ ଏକ କଥା - ଉଇକିପିଡିଆ ବାବଦରେ ଏକ ଛୋଟିଆ ବହି କରି (ସେଇ ଶିକ୍ଷଣ ଓ ଲେ ଆଉଟ) ଉପସ୍ଥିତ ସମସ୍ତଙ୍କୁ ଦେଲେ ଭଲ ହେବ
[20:32] <Subas> ଆମେ ବୋଧ ହୁଏ ପ୍ରଥମ ଥର ଏ ଭଳି କାମ କରୁଛେ । କିଛି ଆଇଡିଆ ନାହିଁ ।
[20:33] <Subha> Au jehetu college re hauchi phulatoda bi semane anibe :)
[20:33] <Aditya> ମୁଁ ବି ଏକଥା କହିବାକୁ ଚାହୁଁ ଥିଲି..
[20:33] <Subas> ବହି ନିହାତି ଦେବାକୁ ହେବ
[20:34] <sipun_> ପ୍ରୋଜେକ୍ଟର ଓ ଇନ୍ଟାରନେଟ ?
[20:34] <Aditya> କିନ୍ତୁ ଆଉ ସମୟ ନାହିଁ ବହି ଛପାଇବାକୁ...
[20:34] <sipun_> ବହି ନୁହେଁ ଚଟି କାଗଜ ଦୁଇ ପୃଷ୍ଠା
[20:35] <MKar> ଛପା ହେବନି, ଫଟୋକପି ହେବ ।
[20:35] <sipun_> ଆର ଥରକୁ ବହି ଯୋଜନା କରିବା
[20:35] <sipun_> ନହେଲେ ଶୁଭ ଭାଇ ଯାହା କହିଲେ ଉତ୍କଳ ଦିବସ ବେଳେ
[20:35] <sipun_> ହଁ
[20:36] <Aditya> ଫଟୋକପି ? ପୂର୍ବରୁ ଅଛିକି.. ?
[20:36] <Subas> ଆର ଥରକୁ ବାହାଘର ବେଳକୁ ବାଇଗଣ ରୁଆ କରିବାନି ।
[20:36] <MKar> ଏକ ମତ ।
[20:36] <Aditya> ହା ହା.. ଏଥର ଭଲରେ ହେଇଯାଉ..
[20:36] <sipun_> :)
[20:38] <Subha_> Mu tike disconnected heigali
[20:38] <sipun_> ପ୍ରୋଜେକ୍ଟର ଓ ଇନ୍ଟାରନେଟ ?
[20:38] <sipun_> ହଁ ଭାଇ ଏଇ IRC ରେ ଟିକେ ନେଟ ପ୍ରୋବ୍ଲେମ ହେଲେ ଅସୁବିଧା ହେଉଛି
[20:38] <Subha_> Achi kiss au Iimc re
[20:38] <MKar> ଇଣ୍ଟରନେଟ IIMCରେ ଅଛି KISSରେ ଥିବ ଭାବୁଛି ।
[20:39] <sipun_> ସେଦିନ wifi ଆସୁନଥିଲା ଯେ
[20:39] <Subha_> Kana asubidha thiba
[20:39] <sipun_> ଅବଶ୍ୟ ଆମେ କ୍ୟାମ୍ପସ ଠୁଁ ଟିକେ ଦୂରରେ ଥିଲୁ
[20:39] <Subha_> Kie jane chat lo nai ha ta?
[20:39] <Aditya> ଆଉ କଣ ବାକି ରହିଲା... ? ଅତିଥିଗଣ , ପାଣ୍ଠି ଦାୟିତ୍ଵ, ପୂର୍ବ ଦିନର ଯୋଜନା, କିଏ କେଉଁ କାମ କରିବେ.. ଆଉ କିଏ କେଉଁ କେଉଁ ସ୍ଥାନରେ ଉପସ୍ଥିତ ରହିବେ...
[20:41] <Subha_> Sabuthu jaruri katha 2 ta 3 kejia chenapoda kie anibe sekatha kuhantu!
[20:41] <MKar> ମୁଁ ଉଭୟ ସ୍ଥାନରେ ଯୋଗଦେବି :) ୨୮ ସକାଳୁ ବାହାରି, କାର୍ଯ୍ୟକ୍ରମ ସଂଧ୍ୟାରେ ସରିବା ପରେ ଫେରି ପରଦିନ ପୁଣି ଢେଙ୍କାନାଳ ଯିବି ।
[20:42] <sipun_> ଶୁଭ ଭାଇ ତୁମେ ଦିନକ ଆଗରୁ ଆସିଲେ ଭଲ ହେବ
[20:42] <MKar> ମୋ ସହ ଶଶାଙ୍କ ଭାଇ ଯିବା ପ୍ରାୟ ନିଶ୍ଚିତ, ମନୋରଞ୍ଜନ ଭାଇ ବି ଯାଇପାରନ୍ତି ।
[20:42] <Aditya> ଅଂଶୁମାନ ଭାଇ ଆଉ ଶ୍ରୀକାନ୍ତ ଭାଇ..  ???
[20:44] <MKar> ଶ୍ରୀକାନ୍ତ ସହ କଥା ହେଇନି:( ଅଂଶୁମାନ ଏବେ ତମ ସହିତ...
[20:44] <Subas> ଭୁବନେଶ୍ବରରୁ ୨୮ ଦିନ ସନ୍ଧ୍ୟାରେ ଯିବାକୁ ହେବ କି ?
[20:45] <ansuman> mun jauchi, ete paryanta chat log save karuchi... eithu aau kie jodi deba. :) shubha ratri :)
[20:45] <MKar> ଆସିଲେ ଭଲ ହେବ, ସେଠାକାର (କଟକ ଓ ଭୁବନେଶ୍ଵରର) ଉଇକିଆଳୀ ମାନେ ଯାହା ସ୍ଥିର କରିବେ ।
[20:46] <Aditya> ଆଉଗୋଟେ କଥା.. ବର୍ତ୍ତମାନ କେତେକ ସଭ୍ୟ ସକ୍ରିୟ ନାହାନ୍ତି କିନ୍ତୁ ସେମାନେ ପୂର୍ବରୁ ବହୁତ ଅବଦାନ ଅଛି.. ସେମାଙ୍କୁ କେହେ କେହେ ଜଣାଇଦେବେ.. କମଳକାନ୍ତ,ଶଳୈସ, ମୁଦୁଲି, ମନରଞ୍ଜନ, ସୁରଥ ଭାଇ, ସଶାଙ୍à¬
[20:47] <MKar> ମନୋରଞ୍ଜନ ଭାଇ ଫେସବୁକରେ ନାହାନ୍ତି...
[20:47] <Subas> ଢେଙ୍କାନାଳରେ ବେଶି ଲୋକ ଗଲେ ରହିବା ସୁବିଧା ମିଳିବ କି ନାହିଁ ?
[20:47] <sipun_> ଅତିକମରେ ସେମାନେ ଭୁବନେଶ୍ବରକୁ ଆସିପରିବେ
[20:47] <MKar> କେତେଜଣ ଆସିବେ ଠିକ ହେଲେ , ନାଲକୋରେ ମୁଁ ରହିବା ବ୍ୟବସ୍ଥା କରିବି ।
[20:48] <Subas> ମୁଁ ଯାଇ ପାରିବି ।
[20:49] <MKar> :)
[20:49] <sipun_> ସମସ୍ତଙ୍କ ଆଲୋଚନା ପୃଷ୍ଠା ଓ ଫେସବୁକ କୁ ମେସେଜ ପଠେଇଦେବା
[20:49] <Subas> ଶୁଭଙ୍କୁ ପଚାରନ୍ତୁ ।
[20:49] <MKar> ସେ ବର୍ତ୍ତମାନ Offline
[20:49] <ansuman> han, jeunmane aagaru sakriya thile semananku invite karajau
[20:50] <MKar> ନିହାତି କରିବା କଥା ।
[20:50] <Aditya> ଉଭୟ. ଫେସବୁକ ଆଉ ଆଲୋଚନା ପୃଷ୍ଠା..
[20:51] <sipun_> ଗୋଟିଏ ସୁନ୍ଦର ଛାଞ୍ଚ ତିଆରି କରାଯାଉ ସେଇଠାକୁ ସମସ୍ତଙ୍କ ଆଲୋଚନା ପୃଷ୍ଠାରେ ପୋସ୍ତ କରିଦେବା
[20:51] <MKar> ହଁ । ଫୋନ କଲେ ଆଉରି ଭଲ ହେବ ।
[20:51] <MKar> ଭଲ ପ୍ରସ୍ତାବ ।
[20:51] <sipun_> ଫୋନ ନମ୍ବର ଯଦି ଅଛି ସବୁଠୁ ଭଲ :)
[20:52] <MKar> ମୁଁ ଆଜି ରାତି କାରଖାନାକୁ ଯିବି, ତେଣୁ କାଲି ସକାଳେ ସାରଙ୍କ ପାଖକୁ ଅର୍ଥ ପଠାଇବା କଥା ମେଟାରେ ଲେଖିଦେବି ।
[20:53] <Aditya> ହଉ.. ଆଉ କଣ ବାକି ରହିଲା...
[20:53] <Subas> ବିଦାୟ
[20:54] <sipun_> ଠିକ ଅଛି ଆଉ କାହାର କିଛି କହିବାର ଅଛି ନା ଏଇଠି ସଭା ସାଙ୍ଗ ହେବ :P
[20:55] <MKar> ଶୁଭରାତ୍ରୀ, ମତେ ପ୍ରସ୍ତୁତ ହେବାକୁ ପଡିବ, ସଂଧ୍ୟା ଧୂପ ଦେଇନି, ଏବେ ଗାଧୋଇବାକୁ କଷ୍ଟ ଲାଗିବ...
[20:55] <Aditya> ଶୁଭରାତ୍ରୀ.. ଜୟ ଜଗନ୍ନାଥ...
[20:55] <sipun_> ଶୁଭରାତ୍ରି ଭାଇ :)