ଉଇକିପିଡ଼ିଆ:IRC/23-01-2012

ଉଇକିପିଡ଼ିଆ‌ରୁ

< ଉଇକିପିଡ଼ିଆ:IRC
ଏହି IRC (Internet Relay Chat) ଓଡ଼ିଆ ଉଇକିଆଳିମାନଙ୍କ ଭିତରେ ହେଉଥିବା ଏକ କଥୋପକଥନ ଯାହା ଅନଲାଇନ ଚାଟ ଯୋଗେ ହୋଇଥାଏ । ଏହି ଚାଟଟି ୨୩ ଜାନୁଆରି ୨୦୧୨ ରେ ହେବ । ଏଥିରେ ଯୋଗ ଦେବା ନିମନ୍ତେ http://webchat.freenode.net/?channels=wikipedia-or ରେ ଆପଣା ନାମ ଦେଇ ୨୩ ଜାନୁଆରି ୨୦୧୨ (ଆଜି) ରାତି ୮ ଘଟିକା ବେଳେ ଏଥିରେ ଯୋଗ ଦିଅନ୍ତୁ ।

ଆଲୋଚନାର ବିଷୟ (Agenda)[ସମ୍ପାଦନା]

  • ଓଡ଼ିଆ ଉଇକିପିଡ଼ିଆର ଅଧୁନା ସ୍ଥିତି
  • ନୂଆ ଉଇକିପ୍ରକଳ୍ପ (ଉଇକିପାଠାଗାର, ଉଇକିଅଭିଧାନ, ଉଇକିକଥା, ଆଦି) ବାବଦରେ ଆଲୋଚନା

ଯୋଗଦାନକାରୀ (Participants)[ସମ୍ପାଦନା]

ଆଲୋଚନାର ସାରକଥା (Summary of discussion)[ସମ୍ପାଦନା]

Chat log[ସମ୍ପାଦନା]

Click here