ଉଇକିପିଡ଼ିଆ:IRC/19-12-2016

ଉଇକିପିଡ଼ିଆ‌ରୁ

ସମୟ ନିର୍ଘଣ୍ଟ[ସମ୍ପାଦନା]

IRC ବିବରଣୀ: Channel: #Wikimedia-or
Date: ୧୯ ଡିସେମ୍ବର ୨୦୧୬ (ସୋମବାର)
Time: ରାତି ୭.୩୦ - ଘଟିକା

ସମ୍ପୂର୍ଣ୍ଣ ବିବରଣୀ[ସମ୍ପାଦନା]

[19:27] == Sailesh [65dae2a4@gateway/web/freenode/ip.101.218.226.164] has joined #wikipedia-or
[19:27] == psubhashish [7363605d@gateway/web/freenode/ip.115.99.96.93] has joined #wikipedia-or
[19:27] <Sailesh> ଜୟ ଜଗନ୍ନାଥ
[19:29] <Sailesh> ଶିତି ଭାଇ ତାରିଖ ଦେଇ କୁଆଡେ ଗଲେ ? :P
[19:29] <psubhashish> ଜୟ କଳା! ଆମେ ଏତିକି ନାଁ ଆଉ କେହି ଆସୁଛନ୍ତି?
[19:29] <psubhashish> Chinu007: ତମେ ୦୦୭?
[19:30] <Sailesh> ଜ୍ଞାନ ଭାଇ 8ଟା ରେ ଆସିବେ କହିଲେ
[19:30] <psubhashish> ଜେମସୀ!
[19:30] <Sailesh> ଜମେଷ :P
[19:30] <psubhashish> ତାହେଲେ ୮ଟାରେ ଆରମ୍ଭ କରିବା କି?
[19:30] <psubhashish> ଶିତିକୁ ଟିକେ ପିଙ୍ଗିଦେଲ
[19:30] <Sailesh> ହଉ 8ଟାରେ କରିବା
[19:31] <Sailesh> ହଁ
[19:31] == MKar [75cbfcd3@gateway/web/freenode/ip.117.203.252.211] has joined #wikipedia-or
[19:32] <MKar> ଜୟ ଜଗନ୍ନାଥ
[19:32] <Sailesh> ଜୟ ଜଗନ୍ନାଥ କର ଭାଇ
[19:33] <Sailesh> ଜ୍ଞାନ ଭାଇ ୮ଟାରେ ଆସିବେ କହିଲେ, ସେଥିପାଇଁ ଟିକେ ଅପେକ୍ଷା କରିଛୁ।
[19:33] <MKar> ଆଉ ସବୁ କୁଆଡ଼େ ଗଲେ ?
[19:33] <MKar> ହଉ
[19:34] <Sailesh> ଶିତି ଭାଇ ଆଜି ତାରିଖ ଟା ଦେଇଥିଲେ , ସେ ନିଜେ ନାହାନ୍ତି :P
[19:35] <psubhashish> MKar: ଆଲୋଚନା ସଭାରେ ନ ଲେଖିକି ବି ଏଠି ଆସିବେ ବୋଲି ମୁଁ ଭାବୁଥିଲି । ସତକୁସତ ଆସି ପହଞ୍ଚିଗଲେ । :)
[19:36] <Sailesh> :)
[19:36] == Subas [2f0bb2b5@gateway/web/freenode/ip.47.11.178.181] has joined #wikipedia-or
[19:36] <Sailesh> ସାର, ନମସ୍କାର :)
[19:37] <psubhashish> Subas: ସାର ଓଳଗି!
[19:38] == Sipun [6727753c@gateway/web/freenode/ip.103.39.117.60] has joined #wikipedia-or
[19:38] <MKar> ସାର, ନମସ୍କାର
[19:38] == Soumya [2f0bbd28@gateway/web/freenode/ip.47.11.189.40] has joined #wikipedia-or
[19:38] <Sipun> ଆରମ୍ଭ ହେଲାଣି ?
[19:39] <Sailesh> ତୁମ ଅପେକ୍ଷାରେ ଥିଲୁ :)
[19:40] <psubhashish> ତାହେଲେ ଆରମ୍ଭ କରିଦବା । ଜ୍ଞାନ ଆଉ ୨୦ ମିନିଟ ପରେ ଆସିଲେ ବି ଚଳିବ ।
[19:40] <Subas> ନମସ୍କାର
[19:40] <Sailesh> ହଁ, ଭାଇ :)
[19:40] == pmsarangi [78392726@gateway/web/freenode/ip.120.57.39.38] has joined #wikipedia-or
[19:40] <Subas> ଓଳଗି
[19:41] <pmsarangi> olagi
[19:41] <Sailesh> ସୌମ୍ଯା ଆଉ ମାଡାମ ସ୍ଵାଗତ :)
[19:42] == Chinu007 [75f513b3@gateway/web/freenode/ip.117.245.19.179] has quit [Ping timeout: 260 seconds]
[19:42] <pmsarangi> start kara discussion
[19:42] == Soumya [2f0bbd28@gateway/web/freenode/ip.47.11.189.40] has quit [Ping timeout: 260 seconds]
[19:43] <pmsarangi> kayan aarambha ru sabu quit kaleni
[19:43] <Sailesh> ଶୁଭାଶିଷ ଭାଇ ଆରମ୍ଭ କରିବେ?
[19:43] <MKar> ଅପା, ସ୍ଵାଗତଂ
[19:43] <Sailesh> ସେଟା irc ସମସ୍ଯା
[19:43] <pmsarangi> wow. Swagat tamaku bhi
[19:44] <Sailesh> ମୋର ୟ ଗୁଡା ଯ ହେଇଯାଉଛି
[19:45] == Lipu [2f0be815@gateway/web/freenode/ip.47.11.232.21] has joined #wikipedia-or
[19:45] <Sailesh> ଆଜିର ଆଲୋଚନା ବିଶେଷ କରି ଉଇକିପାଠାଗାର ଜନ୍ମତିଥି ଉପରେ ଅଛି
[19:46] <pmsarangi> wikisource ra birthday hauchi ki?
[19:46] <Subas> ଜନ୍ମଦିନ ନିମନ୍ତେ କି ପଦକ୍ଷେପ ନେଲେଣି ?
[19:47] <Sailesh> ହଁ, ଏବେ ଯାଏଁ ଗ୍ରାଣ୍ଟର ସ୍ଥିତି ଜଣା ନାହିଁ।
[19:47] <Sailesh> ସେଟା ହେଲେ କିଛି step ନେଇ ହୁଆନ୍ତା
[19:47] <Subas> ଆଉ କଅଣ ବିଚାର କରିବା ।
[19:48] <Sailesh> ଜ୍ଞାନ ଭାଇ ୮ଟା ରେ ଆସିଲେ ଜଣା ପଡିବ।
[19:48] <pmsarangi> thik kahile sir
[19:48] <psubhashish> ଗ୍ରାଣ୍ଟ ପଇସା ଏ ମାସ ଶେଷ ଭିତରେ ଆସିଯିବା କଥା । ଏଇଟା ଅବଶ୍ୟ ମୋ ଅନୁମାନ ।
[19:48] <psubhashish> ତେବେ ଆର ମାସ ମଝି ଆଡ଼କୁ କରିପାରିଲେ ଭଲ ।
[19:49] <Subas> ତାଙ୍କର ଓଡିଆଙ୍କୁ ଦେବାକୁ ଇଚ୍ଛା ନାହିଁ ଲାଗୁଛି ।
[19:49] <psubhashish> ଏମାସ ଶେଷ/ଆରମାସ ଆରମ୍ଭରେ ଜାଗା ମିଳିବା ଯେତେ କଷ୍ଟ ଟିକେଟ ସେତେ ମହଙ୍ଗା ।
[19:49] <Sailesh> ଏବେ କଣ କରିବା?
[19:50] <psubhashish> Subas: ହା ହା ସାର । ସେ କେଉଁ ଓଡ଼ିଆ-ମରାଠୀ ଚିହ୍ନନ୍ତି?
[19:50] <Subas> ସେଇ କଥା କହିଥିଲି ସଇଲେଶ ବାବୁଙ୍କୁ
[19:50] <psubhashish> ମୋର ମତ ଆର ମାସ ମଝି ଆଡ଼କୁ
[19:50] <Subas> ଓଡିଆ ଉଇକିପିଡିଆ ମାଗୁଛି ନା
[19:51] <psubhashish> ଆଉ ଇଣ୍ଟରନେଟ ଆଦିର ଭଲ ସୁବିଧା ଥିବା ଜାଗାରେ କଲେ ଭଲ । କାରଣ ଡେମୋ ଆଉ ଟ୍ରେନିଂ ପବ୍ଲିକ ଇଭେଣ୍ଟଠୁ ବେଶୀ ଜରୁରୀ ।
[19:51] <Sailesh> ଆର ମାସ ୧୧ରେ iimcରେ କାର୍ମଶାଳାଟେ ଅଛି ।
[19:52] <Sailesh> ଇଣ୍ଟରନେଟ ପାଇଁ ଜିଓ ଜିନ୍ଦାବାଦ
[19:52] <MKar> @ସୁବାସ ସାର, ଏଇଟା ଉଇକିପାଠାଗାର ତରଫରୁ
[19:53] <Subas> ଓଡିଆ ପାଠାଗାର ତ, ଓଡିଆ ନାମ ଅଛି ତ
[19:54] <Sailesh> ହାହାହାଃ ନା ସାର , ସେମିତି କିଛି ନାହିଁ
[19:54] <psubhashish> ତାହେଲେ ଯେଉଁଠି କଲେ ଚଳିବ । ଚିଲିକା ପ୍ଲାନ ପାଇଁ ବି ପୂରା ହଁ । ବାକିମାନେ କଣ କହୁଛନ୍ତି?
[19:54] <Subas> ସଇଲେଶ, ପ୍ଳାନ କଅଣ କରିଛ, କୁହ ।
[19:54] == MKar [75cbfcd3@gateway/web/freenode/ip.117.203.252.211] has quit [Quit: Page closed]
[19:55] <pmsarangi> chilika mo ra bhi haan
[19:56] <Subas> ଚିଲିକା book ହେଲାଣି କି ?
[19:56] <Sailesh> ଚିଲିକା ରେ କରି ହେବ
[19:57] <Sailesh> କିନ୍ତୁ ସେଇଠି ନେଟ ଅସୁବିଧା
[19:57] <Subas> ସେଠି କେଉଁଠି କରିବା, ସେଠି ଯାଇ କିଏ ବୁଝିବ ?
[19:57] <psubhashish> ନାଁ ସାର । ଏଯାଏ ଫାଇନାଲ କେଉଁଠି କିଛି ହେଲାଣି ଯେ ବୁକ ହେବ । ଆଗରୁ କଥା ପଡ଼ିଥିଲା ବୋଲି କହିଲି । ଆପଣ ସଭିଏଁ ଆଗେ ମତ ଦିଅନ୍ତୁ ।
[19:57] <pmsarangi> oho..gio kama karibani
[19:57] <pmsarangi> jio
[19:57] <Sailesh> ନା ମ୍ଯାଡାମ,
[19:58] <Sailesh> ହ୍ରଦ ଭିତରେ ଜିଓ ଆସିବାନି
[19:58] <psubhashish> ତାହେଲେ କେଉଁଠି ଗୋଟେ ହୋଟେଲ ବାଙ୍କେଟ ହଲ ଭଳିଆ ଦେଖି କଲେ ହେବ । ଶୀତ ଦିନ ତେଣୁ ଏସି ଲୋଡ଼ା ନାହିଁ । ସମଦୃଷ୍ଟି ଅଫିସ ଭଳିଆ ଜାଗା ହେଲେ ବି ଚଳିବ (ତାଙ୍କ ଅଫିସରେ ଚାହିଁଲେ କରିପାରିବା । ଲୋଡ଼ା
[19:58] <pmsarangi> tahele prog bbsr re kari bulibaku chilika jiba
[19:59] <Sailesh> ହେଲେ ଆମେ ପାନ୍ଥନିବାସ ବୁକ କରି ପାରିବା
[19:59] <Sailesh> ଆଉ ସେଇଠୁ ଚିଲିକା ଯାଇପାରିବା
[19:59] <Sailesh> ଶୁଭ ଭାଇ , ମୋ'ର ସେଇ ମତ
[20:00] == Chinu007 [75f513b3@gateway/web/freenode/ip.117.245.19.179] has joined #wikipedia-or
[20:00] <psubhashish> ହୋଟେଲ କଲେ ଖିଆପିଆ ଧାଁ ଦଉଡ଼ ଚିନ୍ତା ରହିବନି । ଆଉ ଉଇକିଆଳିଏ ସେ ସମୟ ବାକି କାମରେ ଲଗେଇପାରିବେ । ନହେଲେ ୩-୪ ଜଣ ଖାଲି ଖିଆପିଆ ଯୋଗାଡ଼ରେ ବ୍ୟସ୍ତ ରହିବେ ।
[20:00] <Subas> ମାଲ ଆସିନି, ଆଉ କେମିତ book କରିବା ନା ପ୍ଳାନ କରିବା
[20:01] <Sailesh> ହଁ , ସେଇଟା ଠିକ
[20:01] <Sailesh> ଏବେ କେଉଁଠି କରିଲେ ଭଲ ହେବ ?
[20:02] <Chinu007> କେତେଜଣ ବାହାରୁ ଆସିବାକୁ ଅଛନ୍ତି ?
[20:03] <Chinu007> ଆଉ ସର୍ବମୋଟ କେତେଜଣ ହେବେ ?
[20:03] <Subas> ଚିଲିକାରେ କଲେ ଦୁଇ ଦିନ ଦରକାର ହେବ ଲାଗୁଛି ।
[20:03] <pmsarangi> samaya thik rahile delhi ru mu eka asibi kintu fog naheba darkara. karana fog hele train/flight delay/cancel hai jauchi
[20:03] <Sailesh> ସେହି ୩୦
[20:03] == Lipu [2f0be815@gateway/web/freenode/ip.47.11.232.21] has quit [Ping timeout: 260 seconds]
[20:04] <Subas> ଜାନୁଆରୀ 30 ?
[20:04] <pmsarangi> total people 30 bodhe
[20:05] == Th3Snehasish [2f0b9d78@gateway/web/freenode/ip.47.11.157.120] has joined #wikipedia-or
[20:05] <Chinu007> ଚିଲିକା ରେ କାଲେ କିଛି ଅସୁବିଧା ହବନି ତ ? କାରଣ ଏବେ ତ ପ୍ରବଳ ଶୀତ ପଡୁଛି ।
[20:06] <Chinu007> ଆଉ ସେଠି ବୋଧେ ଇଣ୍ଟେର୍ନେଟ ବି ଧିମେଇବ ।
[20:06] <Subas> ଏଇ ମାସରେ ଶୀତ, ଆର ମାସରେ ନୁହେଁ ।
[20:06] <Sailesh> ଚିଲିକାରେ ଏତେ କମ ସମୟରେ ଇଭେନ୍ଟ କରିବା କଷ୍ଟ
[20:07] <Chinu007> ଚିଲିକା ପାଇଁ ବହୁତ ପରିଶ୍ରମ କରିବାକୁ ହବ , ଅଳ୍ପ ସମୟ ଭିତରେ
[20:07] <Subas> ସଇଲେଶ ଏକୁଟିଆ ଚିଲିକା କଥା ବୁଝିପାରିବନି
[20:08] <psubhashish> ହଉ ଚିଲିକାଟା ଇମ୍ପୋଟାଣ୍ଟ ନୁହେଁ ଆଗ ବାକି ଜିନିଷ ଠିକଣା ହଉ ।
[20:09] <Sailesh> ଆଗ ତାରିଖ ଫାଇନାଲ କର ଯାଉ
[20:10] <Subas> ପାଠ ପଢୁଆ ପିଲା କହନ୍ତୁ କେବେ ସମୟ ହେବ
[20:12] <Sailesh> ଜାନୁୟାରୀ 30 - 31 ଆଡେ କରିଲେ ?
[20:12] <Chinu007> ଜାନୁଆରୀ ମାସରେ
[20:12] <Chinu007> ଆମେ ତ ଏଇଠି ଅଛୁ ।
[20:13] <Sailesh> sorry
[20:13] <Sailesh> ଡିସେମ୍ବର
[20:13] <Sailesh> ରେ
[20:13] <Sailesh> ଫେବୃଆରୀ 1 ରୁ ପରୀକ୍ଷା ମୋ'ର
[20:14] <Chinu007> ଯୋଉ ମାନେ ବାହାରୁ ଆସିବେ , ସେମାନଙ୍କ ସୁବିଧା ଦେଖି ତାରିଖ ରଖ
[20:14] <Chinu007> ଓହୋ
[20:14] <psubhashish> ଡିସେମ୍ବର ମାସରେ କରିବା ପ୍ରାକ୍ଟିକାଲି ବହୁ କଷ୍ଟ । ପରୀକ୍ଷା ସରିଲେ ବରଂ ଭଲ ।
[20:15] <psubhashish> ଦିଲ୍ଲୀବାସୀଏ କହନ୍ତୁ । ପିଲାଙ୍କ ପରୀକ୍ଷା ହେରିକା କିଛି ଅଛିକି ନଗଦ ଉପରେ?
[20:15] <Sailesh> ତେବେ ସମସ୍ତେ ଏକ ମତ ହେଇ ଗୋଟେ ତାରିଖ କହିଲେ ଠିକ ହେବ
[20:16] <Chinu007> ପଙ୍କଜମାଳା ଅପା , ଆପଣଙ୍କୁ କେବେ ଆସିବା ସୁବିଧା ହେବ ତାରିଖ କିଛି କୁହନ୍ତୁ ?
[20:16] <pmsarangi> parikha ta sarigala kintu thanda ebm fog adhika ruhe christmas/end dec and january 1 week re
[20:16] <psubhashish> ତାରିଖଟା ଏବେ ଥୟ ନ କରି doodle.com ବ୍ୟବହାର କରି ପରେ ସହଜରେ କରିହେବ ।
[20:17] <Chinu007> ହା ହା
[20:17] <Sailesh> haha
[20:17] <Chinu007> ଆଶୁତୋଷ ଆସିପାରିବ କି ?
[20:21] == Sailesh1 [2f0bf64c@gateway/web/freenode/ip.47.11.246.76] has joined #wikipedia-or
[20:21] <Sailesh1> ନେଟ କତିଯାଇଥିଲା
[20:21] <Subas> 50 ମିନିଟରେ କିଛି ଫାଇନାଲ ହେଲାନି ।
[20:22] <psubhashish> Subas: ସାର ଟିକେ IRC ଦୁଃଖସୁଖ ହେଲେ ଏତେ ଦିନ ପରେ । ସେଇଟା କଣ କମ?
[20:22] <psubhashish> :)
[20:23] <Chinu007> sata katha
[20:23] <pmsarangi> thik kahila lagila odisha re achi
[20:23] <Chinu007> kemit achanti aapana mane
[20:24] <Chinu007> ଶୁଭ ଭାଇ କୋଉଠି ଅଛ ଏବେ ?
[20:24] <Chinu007> କେମିତି ଅଛ
[20:24] <psubhashish> ତା' ପରେ ସବୁ ଏଠି ନାହାନ୍ତି । ଫାଇନାଲ କିଛି ହବନି । କିନ୍ତୁ ବାଟରେ ମୋରମ କିଛି ପଡୁ ଏମିତି ମଝିରେ ମଝିରେ ।
[20:24] <Sailesh1> ଜ୍ଞାନ ଭାଇଙ୍କୁ କେହି ଜଣେ ପିଙ୍ଗନ୍ତୁ
[20:25] <psubhashish> ବେଙ୍ଗାଳୁରୁ । ଏଠି ଝାଳ ବହୁଛି । ତେଣୁ ଫ୍ୟାନ ଅନ କରି ବସିବାକୁ ପଡୁଛି । :)
[20:25] <Sailesh1> ଶିତି ଭାଇ କିଛି କୁହନ୍ତୁ
[20:26] <pmsarangi> Siti hauchanti Sipun na kayan
[20:27] <pmsarangi> wm-bot3, @chanserv emane kia
[20:27] <Chinu007> subha bhai
[20:27] <Sailesh1> server ଗୁଡ଼ା
[20:27] <Chinu007> ଏବେ ବେଙ୍ଗାଲୁରୁ ରେ କେତେଦିନ ଅଛ
[20:27] <pmsarangi> subha out of topic question tame cis chadidela
[20:27] <pmsarangi> ?
[20:28] <Subas> ଚିନୁ ପଛରେ 007 bond ID ଲାଗିଛି
[20:28] <pmsarangi> ha ha james bond
[20:28] == Th3Snehasish [2f0b9d78@gateway/web/freenode/ip.47.11.157.120] has quit [Ping timeout: 260 seconds]
[20:28] <Sipun> ମୁଁ ଟିକେ ପୁରୁଣା ଜିନିଷ ପଢୁଥିଲି
[20:29] <pmsarangi> ok. mu jauchi rosei karibi
[20:29] <pmsarangi> good night
[20:29] <Chinu007> ଆମେ UU ପିଲା tudy tour ରେ ଯାଉଛୁ ବେଙ୍ଗାଲୁରୁ ରେ 2 ଦିନ ରହିବୁ । ଡିସେମ୍ବର 28 29
[20:30] <Chinu007> ସେଠି କିଛି ଗୋଟେ କରିହେବ କି ?
[20:30] <Subas> good night ନା food night
[20:30] <Sailesh1> ଗୁଡ ନାଇଟ ଅପା
[20:30] <Chinu007> ଅପା ହସୁଛନ୍ତି ମୋର ID ଦେଖି ॥ ହା ହା
[20:31] <Chinu007> ଶୁଭରାତ୍ରି ଅପା
[20:31] <pmsarangi> sir both good and food
[20:31] == pmsarangi [78392726@gateway/web/freenode/ip.120.57.39.38] has quit [Quit: Page closed]
[20:31] <Sipun> @sailesh1:ଆଲୋଚନାର ଫଳାଫଳ କଣ ହେଲା ତା'ହେଲେ ?
[20:31] <Chinu007> ଶିତି ଭାଇ ଏବେ କୋଉଠି?
[20:32] <Sailesh1> ଏବେ ଯାଇଁ କିଛି ଜନା ପଡ଼ୁନି
[20:32] <Sailesh1> ହେଲେ ଆମେ ଜାନୁଆରି
[20:32] <Sailesh1> ରେ କରିବା କାର୍ମଶାଳା
[20:32] <Sailesh1> ସେୟା ଠିକ ହେଲା
[20:33] <Chinu007> ସ୍ଥାନ ବିଷୟରେ କଣ କରାଯିବ ?
[20:33] <Sipun> ଠିକ ଅଛି । ଗ୍ରାଣ୍ଟ ଆସୁ ଆଉଥରେ ଆଲୋଚନା କରିବା । ଆଉ ସେମାନଙ୍କୁ ସମସ୍ତେ ଜଣ ଜଣ କରି ଲେଖିବା ଯେ ଏମିତି ହଇରାଣ ଆଉ ନକରାନ୍ତୁ.... ଜନ୍ମଦିନ ଆର ଜନ୍ମଦିନରେ ପାଳନ ନହେଉ
[20:34] <Subas> ଠିକ କଥା
[20:34] <Chinu007> ଠିକ କଥା
[20:34] == psubhashish [7363605d@gateway/web/freenode/ip.115.99.96.93] has quit [Ping timeout: 260 seconds]
[20:35] <Sailesh1> ସ୍ଥାନ ଭୁବନେଶ୍ବର ହି ରଖିବା କାରଣ ବାକି ଯେଉଁଠି ହେବ ଅସୁବିଧା ହେଇପାରେ
[20:35] <Chinu007> ସଭାସଙ୍ଗ ହେଲା କି
[20:35] <Subas> ବିଦାୟ
[20:35] <Sailesh1> ସାଙ୍ଗ କରିବା ତାହାଲେ
[20:35] <Chinu007> ହଁ
[20:35] <Subas> ଠିକ କଥା ।
[20:35] <Chinu007> ଭୁବନେଶ୍ବର କରାଯାଉ
[20:35] <Sailesh1> ସମସ୍ତେ ଯୋଗ ଦେଇଥିବାରୁ ଧନ୍ୟବାଦ
[20:35] <Chinu007> ଶୁଭ ରାତ୍ରି ସମସ୍ତଙ୍କୁ ।
[20:35] <Subas> bye
[20:35] <Sipun> ଶୁଭରାତ୍ରି
[20:36] <Chinu007> ଧନ୍ୟବାଦ ସମସ୍ତଙ୍କୁ
[20:36] <Chinu007> ରହିଲି ସାର
[20:36] <Sailesh1> ଶିତି ଭାଇ ନେକ୍ସ୍ଟ ଆମେ ଗ୍ରାଣ୍ଟ ଆସୁ କରିବା
[20:36] <Chinu007> ପ୍ରଣାମ