ସ୍ୱୟଂଚାଳକ ବା ବଟ (Bots) ଉଇକିପିଡ଼ିଆରେ ବିଭିନ୍ନ ରକ୍ଷଣାବେକ୍ଷଣା କାମ ମାନ କରିବା ପାଇଁ ବ୍ୟବହାର କରାଯାଉଥିବା ଏକ କମ୍ପ୍ୟୁଟର ପ୍ରୋଗ୍ରାମ । ଏହାକୁ ବ୍ୟବହାର କରି ଏକ ସଙ୍ଗରେ ଅନେକ କାମ (ଯେମିତି ଅନେକ ପ୍ରସଙ୍ଗରେ ଥିବା କିଛି ବନାନ ଭୁଲର ସୁଧାର) କରାଯାଇପାରେ ଯାହା ଉଇକିପିଡ଼ିଆ:ଉଇକିଆଳିମାନଙ୍କର କାମ ଭାର ଲାଘବ କରିଥାଏ । ଅଭିଜ୍ଞ କିଛି ଉଇକିଆଳି ଏହି ଭଳି ସ୍ୱୟଂଚାଳକମାନ ଚଳାଇଥାନ୍ତି । ଏହି ପ୍ରକଳ୍ପ ପୃଷ୍ଠାଟି ଓଡ଼ିଆ ଉଇକିପିଡ଼ିଆରେ ଏହି ସ୍ୱୟଂଚାଳକମାନଙ୍କ ଦେଇ କରାଯାଉଥିବା ବିଭିନ୍ନ କାମର ଘୋଷଣା, ସାଂଖିକ ବିବରଣୀ, ଆଗାମୀ ଯୋଜନାମାନ ଲିପିବଦ୍ଧ କରିବା ପାଇଁ ଉଦ୍ଦିଷ୍ଟ । ଏଥି ସମ୍ବନ୍ଧିତ ଆଲୋଚନା ପଢ଼ିବା ଓ ସେଥିରେ ଭାଗନେବା ପାଇଁ ଏହି ପୃଷ୍ଠାରଆଲୋଚନା ପୃଷ୍ଠାକୁ ଯାଆନ୍ତୁ ।
| ବିଷୟ/ଶ୍ରେଣୀ | ମୁଖ୍ୟ କାମ | ବିଷୟ/ଶ୍ରେଣୀ | ମୁଖ୍ୟ କାମ |
| ଡାଇନୋସର |
- taxobox ଯୋଗ ।
- ଖାଦ୍ୟ ବାବଦରେ ତଥ୍ୟ ଯୋଗ ।
- ଓଡ଼ିଆରେ ନାମକରଣ
|
ତାରିଖ |
- ଜୁନ
- ଜୁଲାଇ
- ଅଗଷ୍ଟ
- ସେପ୍ଟେମ୍ବର
- ଅକ୍ଟୋବର
- ନଭେମ୍ବର
- ଡିସେମ୍ବର
|
| ବର୍ଷ |
- ଆଗରୁ ତିଆରି EukeshBot ଦ୍ଵାରା ତିଆରି ଲେଖାରେ ବନାନ ଗତ ତୃଟି ସୁଧାର ।
|
ବର୍ଷ |
- ସବୁ ଲେଖାରେ ନାଭିଗେସନ ଛାଞ୍ଚ ଯୋଗ ।
- ଖୃଷ୍ଟପୂର୍ବ ଲେଖା ତିଆରି ।
- ବଟ ଯୋଗେ ଜନ୍ମ, ମୃତ୍ୟୁ ଯୋଗ କରିବା ପାଇଁ ଚେଷ୍ଟା ।
- ଜନ୍ମ ମୃତ୍ୟୁ ଶ୍ରେଣୀ ତିଆରି ।
|
| ଜୀବନୀ |
- ନୋବେଲ ବିଜେତା
- ପଦାର୍ଥ ବିଜ୍ଞାନୀଙ୍କ ଜୀବନୀ (ଇଂରାଜୀ ଉଇକିରୁ ଇନଫୋବାକ୍ସ କପି ଓ ବାକ୍ୟ ଗଠନ)
|
ଅନ୍ୟନ୍ୟ |
- ଅନ୍ୟ ଦେଶର ସହର, ରାଜ୍ୟ, ଜିଲ୍ଲା ।
- ବୃହତ ଅଟ୍ଟାଳିକା ।
- ବିଭିନ୍ନ ଛାୟାପଥ, ନେବୁଲା, ଗ୍ରହ, ତାରା (ମହାକାଶ ବିଜ୍ଞାନ ସମ୍ପର୍କିତ ଲେଖା)
|
| ବିଷୟ/ଶ୍ରେଣୀ | ମୁଖ୍ୟ କାମ |
- ବନାନ ସଂଶୋଧନ
ଆଲୋଚନା ଓ ଉଇକିଆଳିଙ୍କ ମତାମତକୁ ଭିତ୍ତିକରି ଏହି ବଟକୁ ଅନୁମତି ମିଳିଯାଇଛି । ତେବେ ପ୍ରାଥମିକ ପର୍ଯ୍ୟାୟରେ ମୁଁ ଏକାଧିକ ପ୍ରସଙ୍ଗରେ ଭୁଲ ଥିବା କେତୋଟି ବନାନକୁ ଏକସଙ୍ଗେ ସୁଧାରିବାର ଯୋଜନା ରହିଛି । ଡାହାଣ ପାଖ ସାରଣୀରେ କି କି ବନାନ ଏହି ପର୍ଯ୍ୟାୟରେ ସୁଧରାଯିବ ତାହା ଦେଖିପାରିବେ |
| ଭୁଲ | ଠିକ | ଭୁଲ | ଠିକ | ଭୁଲ | ଠିକ | ଭୁଲ | ଠିକ | ଭୁଲ | ଠିକ | ଭୁଲ | ଠିକ |
| ଆବଶ୍ଯକ | ଆବଶ୍ୟକ | ଓଡିଆ, ଓଡିଶା | ଓଡ଼ିଆ, ଓଡ଼ିଶା | ଫଟ/ଫୋଟ | ଫଟୋ | ତଥ୍ଯ | ତଥ୍ୟ | ନାଆଁ | ନାମ | ବଢି | ବଢ଼ି |
| ବଡି | ବଡ଼ି | ପଡି | ପଡ଼ି | ପଢି | ପଢ଼ି | ଜଡି | ଜଡ଼ି | ସଢି | ସଢ଼ି | ର୍ଯ୍ଯ (ଉଦାହରଣ: କାର୍ଯ୍ୟ, ଧାର୍ଯ୍ୟ) | ର୍ଯ୍ୟ |
| ଆରଁଭ | ଆରମ୍ଭ | ଇଁଟରନେଟ | ଇଣ୍ଟରନେଟ | ଜଗନାଥ | ଜଗନ୍ନାଥ | ଆଁଡ଼, ଆଣ୍ଡ | ଏଣ୍ଡ | ଇଛୁକ | ଇଚ୍ଛୁକ | ପ୍ରସଁଗ | ପ୍ରସଙ୍ଗ |
| ଉଇକିକମନସ | ଉଇକିକମନ୍ସ | ୱିକିପିଡିଆ, ୱୀକିପିଡିଆ, ୱିକିପିଡ଼ିଆ | ଉଇକିପିଡ଼ିଆ | କମ୍ପୁଟର | କମ୍ପ୍ୟୁଟର | ଖୁବ୍ | ଖୁବ | ବେଶ୍ | ବେଶ |
|
| ମୁଣ୍ଡିଆ ପ୍ରସଙ୍ଗର ତାଲିକା |
- ୨ kb ରୁ କମ ତଥ୍ୟ ଥିବା ପ୍ରସଙ୍ଗମାନ ସାଧାରଣତଃ ମୁଣ୍ଡିଆ ପ୍ରସଙ୍ଗ ଭାବେ ଅଭିହିତ । ମଇ ମାସରେ ତିଆରି ମୁଣ୍ଡିଆ ପ୍ରସଙ୍ଗମାନଙ୍କର ତାଲିକା ତିଆରି
(ମଇ ମାସରେ ତିଆରି ମୁଣ୍ଡିଆ ପ୍ରସଙ୍ଗମାନଙ୍କର ଏକ ତାଲିକା ମୁଁ ଆଗରୁ ତିଆରି କରିଥିଲି । ତେବେ ସେ ସମସ୍ତ ପ୍ରସଙ୍ଗରେ {{ମୁଣ୍ଡିଆ}} ପକାଇବା ପରେ ଯାଇ ସେମାନଙ୍କୁ ଚିହ୍ନଟ କରି ସମ୍ପାଦନା କରିବାରେ ସୁବିଧା ହେବ । ଏଥି ସହିତ ମୁଁ ଓଡ଼ିଆ/ଓଡ଼ିଶା ସମ୍ବନ୍ଧିତ ମୁଖ୍ୟ ପ୍ରସଙ୍ଗର ଶ୍ରେଣୀ (ଯଥା: ଓଡ଼ିଆ ସଂସ୍କୃତି, ଓଡ଼ିଆ ସାହିତ୍ୟ ଆଦି) ମାନଙ୍କ ଭିତରେ ଥିବା ପ୍ରସଙ୍ଗମାନଙ୍କରେ ଏହି ଛାଞ୍ଚ ପକାଇ ମୁଣ୍ଡିଆ ଉପଶ୍ରେଣୀ ତିଆରି କରିପାରିବି । ଏହି ତାଲିକା ଗଣସମ୍ପାଦନା ଭଳି କିଛି ନିର୍ଦ୍ଦିଷ୍ଟ ବିଷୟ ସମ୍ବନ୍ଧିତ ଗଣସମ୍ପାଦନା କଲାବେଳେ ବ୍ୟବହାର ଉପଯୋଗୀ ହେବ ।) |
- ବନାନ ସଂଶୋଧନ (କିଛି ଯାନ୍ତ୍ରିକ ତ୍ରୁଟି ନିମନ୍ତେ ଏହି ସମ୍ପାଦନାମାନଙ୍କରେ ମୋର ସଭ୍ୟ ନାମ ନାହିଁ ଓ ଏକ IP ଠିକଣା ଭାବେ ସମସ୍ତ ସମ୍ପାଦନା ହୋଇଛି): ୨୧ ଟି ସମ୍ପାଦନା
- ବନାନ ସଂଶୋଧନ: ୨୭୭ ଗୋଟି ପ୍ରସଙ୍ଗରେ ଓଡ଼ିଆ, ଓଡ଼ିଶା, ଆବଶ୍ୟକ ଓ ଜନଜାତି ଆଦି ଶବ୍ଦ ପରୀକ୍ଷାମୂଳକ ଭାବେ ସଂଶୋଧନ କରାଗଲା
- ମଇ ମାସର ମୁଣ୍ଡିଆ ପ୍ରସଙ୍ଗ ତାଲିକା (ଏଥିରେ ପ୍ରସଙ୍ଗର ନାମ, ଅନ୍ତିମ ସମ୍ପାଦନା କରିଥିବା ଉଇକିଆଳି ଓ ତଥ୍ୟ ଆକାର (kb ରେ) ଦିଆଯାଇଛି)