ଉଇକିପିଡ଼ିଆ:ସମ୍ବାଦ,ମହିଳା ଓ ସ୍ୱାସ୍ଥ ଗଣସମ୍ପାଦନା

ଉଇକିପିଡ଼ିଆ‌ରୁ





ସମ୍ବାଦ,ମହିଳା ଓ ସ୍ୱାସ୍ଥ ଗଣସମ୍ପାଦନା


ତାରିଖମାର୍ଚ୍ଚ ୨୦୧୮
ଜାଗାସମ୍ବାଦ ଭବନ, ଭୁବନେଶ୍ୱର
ଭାଗ ନେଉଥିବା ସଙ୍ଗଠନସମ୍ବାଦ, ଉଇକି ଟୁଙ୍ଗି ଭୁବନେଶ୍ୱରସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟି
ସମ୍ବାଦ,ମହିଳା ଓ ସ୍ୱାସ୍ଥ ଗଣସମ୍ପାଦନା

ସମ୍ବାଦ,ମହିଳା ଓ ସ୍ୱାସ୍ଥ ଗଣସମ୍ପାଦନା, ସମ୍ବାଦ, ଓଡ଼ିଆ ଉଇକିପିଡ଼ିଆସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟି ଦ୍ୱାରା ଆୟୋଜିତ ଏକ ଗଣସମ୍ପାଦନା । ଏହି ଗଣସମ୍ପାଦନାରେ ଲକ୍ଷ୍ୟ ମହିଳା ଓ ମହିଳାଙ୍କ ସ୍ୱାସ୍ଥଜନିତ ଲେଖା ଗୁଡ଼ିକୁ ଓଡ଼ିଆ ଉଇକିପିଡ଼ିଆରେ ସାଇତି ରଖିବା । ଭୁବନେଶ୍ୱରରେ ରହୁଥିବା ଉଇକିଆଳି ମାନଙ୍କୁ ଏଥିରେ ଭାଗ ନେବାକୁ ଅନୁରୋଧ।

ଭାଗ ନେବେ

ଭାଗ ନେବା ପାଇଁ ~~~~ ଲେଖନ୍ତୁ