ଉଇକିପିଡ଼ିଆ:ଯୋଗାଯୋଗ ଛାଞ୍ଚ

ଉଇକିପିଡ଼ିଆ‌ରୁ

ଅନେକ ସମୟରେ ଉଇକିଆଳିମାନଙ୍କୁ ବିଭିନ୍ନ ଲୋକଙ୍କ ସହ ଯୋଗାଯୋଗ କରିବାକୁ ପଡ଼ିଥାଏ । ସେ କେବେ କିଏ ଫେସବୁକ/ଟୁଇଟରରେ ନିଜେ ଉଠାଇଥିବା ଭଲ ଫଟୋ/ଭିଡ଼ିଓଟିଏ ଅପଲୋଡ଼ କରିଥିଲେ ହେଉ କି ଆଉ କୌଣସି କାମ ପାଇଁ ହେଉ । ହେଲେ ଅନେକ ସମୟରେ ୨ଟି କାରଣରୁ ଏହି ଯୋଗାଯୋଗରୁ କିଛି ସଫଳ ଫଳ ମିଳିପାରିବ:

  1. ତଳେ ଆଗରୁ ସଫଳ ହୋଇଥିବା କିଛି ପରଖ ଆଧାରରେ କିଛି ଛାଞ୍ଚ ଦିଆଗଲା । ସେଗୁଡ଼ିକ ସବୁବେଳେ ନ ହେଲେ ମଧ୍ୟ ଅନେକ ଥର ସଫଳ ହୋଇଛି ।
  2. ଆପଣଙ୍କ ସମୟ ମୂଲ୍ୟବାନ । ତେଣୁ ଆଗରୁ ଏକାଭଳି କାମରୁ ମିଳିଥିବା ଅନୁଭୂତି ସମାନ କାମ ପାଇଁ ଆଉଥରେ ବ୍ୟବହାର କରାଯାଇପାରିବ । ପୁଣି ଆପଣ ଏହାକୁ ବ୍ୟବହାର କଲାପରେ ହୁଏତ ଆଉ କିଛି ଅନୁଭୂତି ମିଳିବ । ସେ ଅନୁଭୂତିକୁ ଏଠାରେ ଛାଞ୍ଚ ତିଆରି କରିବାରେ ବ୍ୟବହାର କରିବାକୁ ଅନୁରୋଧ ।

କେହି ଭଲ ଫଟୋ/ଭିଡ଼ିଓ ଅପଲୋଡ଼ କରିଥିଲେ[ସମ୍ପାଦନା]

ଟୁଇଟର[ସମ୍ପାଦନା]

ଖୁବ ସୁନ୍ଦର ହୋଇଛି! ଉଇକିପିଡ଼ିଆ (@OdiaWiki) ପାଇଁ ଟିକେ https://commons.wikimedia.org/wiki/Special:UploadWizard ରେ ଅପଲୋଡ଼ କରନ୍ତେନି? ଆମ ଏଇଟାକୁ ଗୋଟେ ପ୍ରସଙ୍ଗରେ ବ୍ୟବହାର କରିପାରନ୍ତୁ ।

ସେ ଉତ୍ତର ଦେଲେ । କିନ୍ତୁ ଜାଣିନାହାନ୍ତି ଫଟୋ କେମିତି ଅପଲୋଡ଼ କରିବେ ।

ଆଗରୁ ଉଇକିପିଡ଼ିଆ/କମନ୍ସରେ ଆକାଉଣ୍ଟ ଥିଲେ ସେଇଟା ବ୍ୟବହାର କରିପାରିବେ । ନଥିଲେ ଏଠି ଗୋଟେ ନୂଆ ଆକାଉଣ୍ଟ ଖୋଲିଦିଅନ୍ତୁ: https://commons.wikimedia.org/w/index.php?title=Special:CreateAccount&returnto=Special%3AUploadWizard ୨ ମିନିଟର କାମ ।

ଭିଡ଼ିଓ ଅପଲୋଡ଼ କରିବାରେ ଅସୁବିଧା ଭୋଗୁଛନ୍ତି ।

ଭିଡ଼ିଓ ଅପଲୋଡ଼ କରିବା ଆଗରୁ ଏଇ (http://www.mirovideoconverter.com) ସଫ୍ଟଓଏରଟି ଡାଉନଲୋଡ଼ କରିବେ । ଇନଷ୍ଟଲ କଲାପରେ Format > Video > WebMHD କରି ଅପଲୋଡ଼ିବେ । 😊

ମୋବାଇଲରୁ ଅପଲୋଡ଼ କରୁଥିଲେ

ମୋବାଇଲରୁ ଅପଲୋଡ଼ କରୁଥିଲେ ଏଇଠୁ ସିଧା ଅନଲାଇନରେ mp4 ଆଉ ଅଲଗା ଭିଡ଼ିଓ ଫାଇଲରୁ WebM କୁ କନଭର୍ଟ କରିପାରିବେ: http://video.online-convert.com/convert-to-webm

ଫେସବୁକ[ସମ୍ପାଦନା]

ଖୁବ ସୁନ୍ଦର ହୋଇଛି ଏଇଟା! ନିଜେ ଉଠେଇଛନ୍ତି? ଉଇକିପିଡ଼ିଆ (@OdiaWiki) ପାଇଁ ଟିକେ https://commons.wikimedia.org/wiki/Special:UploadWizard ରେ ଅପଲୋଡ଼ କରନ୍ତେନି? ଆମ ଏଇଟାକୁ ଗୋଟେ ପ୍ରସଙ୍ଗରେ ବ୍ୟବହାର କରିପାରନ୍ତୁ । ଆଗୁଆ ସାଧୁବାଦ ରହିଲା! :)

ସେ ଉତ୍ତର ଦେଲେ । କିନ୍ତୁ ଜାଣିନାହାନ୍ତି ଫଟୋ କେମିତି ଅପଲୋଡ଼ କରିବେ ।

ଆଗରୁ ଉଇକିପିଡ଼ିଆ/କମନ୍ସରେ ଆକାଉଣ୍ଟ ଥିଲେ ସେଇଟା ବ୍ୟବହାର କରିପାରିବେ । ନଥିଲେ ଏଠି ଗୋଟେ ନୂଆ ଆକାଉଣ୍ଟ ଖୋଲିଦିଅନ୍ତୁ: https://commons.wikimedia.org/w/index.php?title=Special:CreateAccount&returnto=Special%3AUploadWizard । ଇଏ ଜମା ୨ ମିନିଟର କାମ ।