ଉଇକିପିଡ଼ିଆ:ଓଡ଼ିଶା ଦିବସ ୨୦୧୪/ବ୍ୟୟ ଅଟକଳ

ଉଇକିପିଡ଼ିଆ‌ରୁ
ବ୍ୟୟ ଅଟକଳ
କାର୍ଯ୍ୟ ଖର୍ଚ୍ଚ ବିବରଣୀ
ହଲ (ସ୍ଥାନ) ୫,୦୦୦ -
ଯାତାୟତ ଖର୍ଚ୍ଚ ୫୦,୦୦୦ ୨୦,୦୦୦ (+ ୩୦,୦୦୦) ଯଦି କେହି ପୁରୁଣା ଉଇକିଆଳି ବାହାରୁ ଆସିବାକୁ ଚାହିଁବେ !
ରହଣି ୬୫,୦୦୦ ୨୫ x ୧୩୦୦ x ୨ (୨ ଦିନ ଯାକ ଯଦି ହୋଟେଲ ବୁକ କରାଯାଏ )
ବ୍ୟାନର/ ପ୍ରିଣ୍ଟ/ ବୁକ୍‌ଲେଟ୍ କମ୍ ନୋଟ୍‌ପ୍ୟାଡ୍ ୧୨,୦୦୦ -
ଷ୍ଟିକର/ ବ୍ୟାଡଜ ୧,୫୪୦ ୭୦ x ୧୨ = ୮୪୦
୭୦ x ୧୦ = ୭୦୦
ଖାଇବା/ ଜଳଯୋଗ ୧୫,୦୦୦ -
ଟି-ସାର୍ଟ ୧୦,୫୦୦ ୩୦ x ୩୫୦
ପେନ-ଡ୍ରାଇଭ ୬,୨୫୦ ୨୫ x ୨୫୦ (ଉପରେ ଉଇକିପିଡିଆ ଲୋଗୋ ରହିବ ଓ ଭିତରେ ରହିବ kiwix, ଭିଡିଓ, ଡିଜିଟାଇଜ ବହି ଇତ୍ୟାଦି)
ପେପର ବ୍ୟାଗ (ପ୍ରିଣ୍ଟେଡ) ୧୫୦ ୧୫ x ୧୦ ଅତିଥିଙ୍କୁ ଗିଫ୍ଟ ଦେବା ଇତ୍ୟାଦି କାମରେ ଆବଶ୍ୟକ
ଇଣ୍ଟର୍ନେଟ - -
ପତ୍ରିକା ଓ ଖବର କାଗଜରେ ପ୍ରଚାର - ହୁଏତ ଖର୍ଚ୍ଚ ଆବଶ୍ୟକ ହୋଇନପାରେ
ଅନ୍ୟାନ୍ୟ ଯୋଜନା ବହିର୍ଭୂତ ଖର୍ଚ୍ଚ ୧୦,୦୦୦ ପୁରସ୍କାର ବାବଦକୁ , ଏଥିରୁ ଖର୍ଚ୍ଚ କରାଯିବ
ମୋଟ ୧,୭୫,୪୪୦ ପୁରା ଗୋଲ ବୁଲେଇଦେଲେ ୧,୭୫,୦୦୦