Jump to content

ଉଇକିପିଡ଼ିଆ:ଓଡ଼ିଶା ଦିବସ ୨୦୧୪/ବ୍ୟୟ ଅଟକଳ

ଉଇକିପିଡ଼ିଆ‌ରୁ
ବ୍ୟୟ ଅଟକଳ
କାର୍ଯ୍ୟଖର୍ଚ୍ଚବିବରଣୀ
ହଲ (ସ୍ଥାନ)୫,୦୦୦-
ଯାତାୟତ ଖର୍ଚ୍ଚ୫୦,୦୦୦୨୦,୦୦୦ (+ ୩୦,୦୦୦) ଯଦି କେହି ପୁରୁଣା ଉଇକିଆଳି ବାହାରୁ ଆସିବାକୁ ଚାହିଁବେ !
ରହଣି୬୫,୦୦୦୨୫ x ୧୩୦୦ x ୨ (୨ ଦିନ ଯାକ ଯଦି ହୋଟେଲ ବୁକ କରାଯାଏ )
ବ୍ୟାନର/ ପ୍ରିଣ୍ଟ/ ବୁକ୍‌ଲେଟ୍ କମ୍ ନୋଟ୍‌ପ୍ୟାଡ୍୧୨,୦୦୦-
ଷ୍ଟିକର/ ବ୍ୟାଡଜ୧,୫୪୦୭୦ x ୧୨ = ୮୪୦
୭୦ x ୧୦ = ୭୦୦
ଖାଇବା/ ଜଳଯୋଗ୧୫,୦୦୦-
ଟି-ସାର୍ଟ୧୦,୫୦୦୩୦ x ୩୫୦
ପେନ-ଡ୍ରାଇଭ୬,୨୫୦୨୫ x ୨୫୦ (ଉପରେ ଉଇକିପିଡିଆ ଲୋଗୋ ରହିବ ଓ ଭିତରେ ରହିବ kiwix, ଭିଡିଓ, ଡିଜିଟାଇଜ ବହି ଇତ୍ୟାଦି)
ପେପର ବ୍ୟାଗ (ପ୍ରିଣ୍ଟେଡ)୧୫୦୧୫ x ୧୦ ଅତିଥିଙ୍କୁ ଗିଫ୍ଟ ଦେବା ଇତ୍ୟାଦି କାମରେ ଆବଶ୍ୟକ
ଇଣ୍ଟର୍ନେଟ--
ପତ୍ରିକା ଓ ଖବର କାଗଜରେ ପ୍ରଚାର-ହୁଏତ ଖର୍ଚ୍ଚ ଆବଶ୍ୟକ ହୋଇନପାରେ
ଅନ୍ୟାନ୍ୟ ଯୋଜନା ବହିର୍ଭୂତ ଖର୍ଚ୍ଚ୧୦,୦୦୦ପୁରସ୍କାର ବାବଦକୁ , ଏଥିରୁ ଖର୍ଚ୍ଚ କରାଯିବ
ମୋଟ୧,୭୫,୪୪୦ପୁରା ଗୋଲ ବୁଲେଇଦେଲେ ୧,୭୫,୦୦୦