ଉଇକିପିଡ଼ିଆ:ଭିଡିଓୱିକି/ଝାନ୍‌ସୀ ରାଣୀ

ଉଇକିପିଡ଼ିଆ‌ରୁ
ଭିଡିଓୱିକି/ଝାନ୍‌ସୀ ରାଣୀ (Tutorial)
Link to Commons
Steps for video creation
Step 1Preview my changes (10 sec)
Step 2Upload to Commons (10 min)

ପରିଚୟ[ସମ୍ପାଦନା]

ରାଣୀ ଲକ୍ଷ୍ମୀବାଈ (୧୯ ନଭେମ୍ବର ୧୮୨୮- ୧୮ ଜୁନ ୧୮୫୮), [୧][୨][୩] ମରାଠା ଶାସିତ ଝାନ୍ସୀ ରାଜ୍ୟର ରାଣୀ ତଥା ୧୮୫୭ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ଜଣେ ନାୟିକା ଥିଲେ । ସ୍ୱଦେଶ ଓ ସ୍ୱଜାତିକୁ ପରାଧୀନତାର ବନ୍ଧନରୁ ମୁକ୍ତ କରିବା ପାଇଁ ସେ ସଂଗ୍ରାମ କରିଥିଲେ ।

ଶିକ୍ଷା[ସମ୍ପାଦନା]

ରାଣୀ ଲକ୍ଷ୍ମୀବାଈ ପେଶବା ବାଜିରାଓଙ୍କ ବ୍ରହ୍ମାବର୍ତ୍ତ ରାଜପ୍ରାସାଦରେ ତାଙ୍କ ପୌଷ୍ୟପୁତ୍ର ନାନା ସାହେବଙ୍କ ପାଖରେ ପିଲାଅଦିନୁ ଖଡ୍ଗଚାଳନା, ଅଶ୍ୱାରୋହଣ, ବିଭିନ୍ନ ପ୍ରକାର ଶାରୀରିକ ବ୍ୟାୟାମ, ଦୁର୍ଦ୍ଦାନ୍ତ ହସ୍ତୀମାନଙ୍କୁ ଆୟତ କରିବା ଆଦି କଳାରେ ସେ ପାରଙ୍ଗମ ଥିଲେ ।

ପ୍ରାରମ୍ଭ ଜୀବନୀ[ସମ୍ପାଦନା]

ଲକ୍ଷ୍ମୀବାଈଙ୍କ ଜନ୍ମ ୧୮୨୮[୧][୩][୪][୫] ମସିହା ନଭେମ୍ବର ୧୯ ତାରିଖରେ ବାରଣାସୀରେ ଏକ ବ୍ରାହ୍ମଣ ପରିବାରରେ ହୋଇଥିଲା । ତାଙ୍କ ପିଲାବେଳର ନାମ ମଣିକର୍ଣ୍ଣିକା ଓ ଡାକ ନାମ ମନୁ ଥିଲା । [୬] ତାଙ୍କ ପିତାଙ୍କ ନାମ ମୋରପନ୍ତ ତାମ୍ବେ ଓ ମାତାଙ୍କ ନାମ ଭାଗିରଥୀ ବାଈ ଥିଲା ।


ପାରିବାରିକ ଜୀବନ[ସମ୍ପାଦନା]

ଲକ୍ଷ୍ମୀବାଈ ଝାନସୀର ରାଜା ଗଙ୍ଗାଧର ରାଓଙ୍କୁ ବିବାହ କରିଥିଲେ । ତାଙ୍କର କୈଣସି ସନ୍ତାନ ନ ଥିଲେ । ଏହି ସମୟରେ ରାଣୀ ଲକ୍ଷ୍ମୀବାଈ ବିରୋଧ କରିଥିଲେ । ଏହାର ଚାରିବର୍ଷ ପରେ ୧୮୫୭ରେ ଭାରତରେ ବିପ୍ଳବ ଆରମ୍ଭ ହୋଇଥିଲା ।

ନିଜସ୍ୱ ଜୀବନ[ସମ୍ପାଦନା]

୧୮୫୩ ମସିହାରେ ରାଜା ଗଙ୍ଗାଧରଙ୍କ ମୃତ୍ୟୁ ପରେ ତାଙ୍କର ପୌଷ୍ୟ ସନ୍ତାନ ଦାମୋଦରଙ୍କୁ ଇଂରେଜ ମାନେ ସ୍ୱୀକାର ନକରି ଝାନସୀକୁ ନିଜ କବଳ ନେଇଥିଲେ ।

ପିଲାଦିନ ଏବଂ ଶିକ୍ଷା[ସମ୍ପାଦନା]

ସିଏ ଘରେ ପାଠ ପଢିଥିଲେ । ଏବଂ ଅନ୍ୟମାନଙ୍କଠାରୁ ବ‌ହୁତ ଶିଘ୍ର ଶିଖିପାରିଥିଲେ । ସିଏ ବନ୍ଧୁକ ଚଳାଇବା ଏବଂ ଅଶ୍ୱସବାରୀ ମଧ୍ୟ ଶିଖିଥିଲେ ।

ବିବାହ ଜୀବନୀ[ସମ୍ପାଦନା]

ମଣିକର୍ଣୀକା ଝାନ୍‌ସୀର ମହାରାଜାଙ୍କ Maharaja ସ‌ହିତ ବିବାହ କରିଥିଲେ, Raja Gangadhar Newalkar,୧୮୪୨ ମସିହା ମଇ ମାସରେ[୧] ଏବଂ ସିଏ ପରେ ଲକ୍ଷ୍ମୀବାଇ ନାମରେ ପ୍ରସିଧ ହେଇଥିଲେ ।

ମୃତ୍ୟୁ ଏବଂ ପୋଷ୍ୟପୁତ୍ର ଗ୍ରହଣ[ସମ୍ପାଦନା]

ସିଏ ଗୋଟିଏ ପୁତ୍ର ସନ୍ତାନ‌କୁ ଜନ୍ମ ଦେଇଥିଲେ, ତାଙ୍କର ମୃତ୍ୟୁ ଛଅ ମାସ ପରେ ହୋଇଥିଲା । ତାହା ପରେ ମହାରାଜା ଗୋଟେ ପଷ୍ୟପୁତ୍ର ଗ୍ରହଣ କରିଥିଲେ, ତାହାର ନାମ ଥିଲା ଆନନ୍ଦ ରାଓ ପରେ ଦାମୋଦର ରାଓ ନାମରେ ପ୍ରସିଦ୍ଧ ହେଲା । Damodar Rao,

{{clear}

ଲକ୍ଷ୍ମୀବାଈଙ୍କ ଦ୍ୱାରା ବ‌ହିସ୍କାର[ସମ୍ପାଦନା]

ସିଏ ଯେତେବେଳେ ଦୁର୍ଗ ବନ୍ଦ ହେବାର ଖବର ପାଇଲେ ସିଏ କାନ୍ଦିପକାଇଲେ । ମାର୍ଚ ୧୮୫୪, ରାଣୀ ଲକ୍ଷ୍ମୀବାଈଙ୍କୁ ଦୁର୍ଗ ଛାଡିବା ବଦଳରେ ୬୦ହଜାର ଟଂକା ବାର୍ଷିକ ଭତ୍ତା ହିସାବରେ ଦେବା ପାଇଁ ପ୍ରସ୍ତାବ ଦିଆଯାଇଥିଲା .[୨]

୧୮୫୭ର ଭାରତ ବିଦ୍ରହ[ସମ୍ପାଦନା]

୧୮୫୭ ମସିହା ମେ ମାସ ୧୨ ତାରିଖରେ ଦିଲ୍ଲୀର ଲାଲକିଲ୍ଲାରେ ଯେତେବେଳେ ସ୍ୱାଧୀନତାର ପତାକା ଉଡିଥିଲା, ସେତେବେଳେ ଝାନସୀର ଜନସାଧାରଣ ରାଣୀଙ୍କ ଆଦେଶକୁ ଅପେକ୍ଷା କରିରହିଥିଲେ । Indian Rebellion ଆରମ୍ଭ ହେଇଥିଲା Meerut.

ଝାନ୍‌ସିର ଦୁର୍ଗ[ସମ୍ପାଦନା]

୧୮୫୭ ମସିହା ଜୁନ ମାସରେ Bengal Native Infantry ଝାନ‌ସି ଦୁର୍ଗକୁ ସମ୍ପୁର୍ନ ଭାବରେ ବନ୍ଦ କରା ଯାଇଥିଲା। .[୩]

ମୃତ୍ୟୁ[ସମ୍ପାଦନା]

ଜୁନ ୧୭ ତାରିଖରେ କୋଟା-କି-ସରାହି Phool Bagh



  1. ଆଧାର ଭୁଲ: ଅଚଳ <ref> ଚିହ୍ନ; Reference A name=Meyer, Karl E. 1999 p. 138 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. ଆଧାର ଭୁଲ: ଅଚଳ <ref> ଚିହ୍ନ; Edwardes pp. 113–14 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  3. Edwardes (1975), pp. 115-16