ଉଇକିପିଡ଼ିଆ:ବିବରଣୀ/ଉଇକିକନଫରେନ୍ସ ଇଣ୍ଡିଆ ୨୦୧୬

ଉଇକିପିଡ଼ିଆ‌ରୁ

ଉଇକିକନଫରେନ୍ସ ଇଣ୍ଡିଆ ୨୦୧୬

କାର୍ଯ୍ୟକ୍ରମ ସ୍ଥାନ[ସମ୍ପାଦନା]

ଚଣ୍ତିଗଡ଼ ଗ୍ରୁପ୍ ଅଫ କଲେଜସ୍, ଲାଣ୍ତ୍ରା ଚଣ୍ତିଗଡ଼

ତାରିଖ ଓ ଦିନ[ସମ୍ପାଦନା]

୫-୭ ଅଗଷ୍ଟ ୨୦୧୬ ଶୁକ୍ରବାର ରୁ ରବିବାର

ଭାଗନେଇଥିବା ଓଡ଼ିଆ ଉଇକିଆଳି[ସମ୍ପାଦନା]

  1. ଆଭା ପ୍ରଧାନ
  2. ଅଲିଭା ସାହୁ
  3. ଚିନ୍ମୟୀ ମିଶ୍ର
  4. ଶୈଳେସ ପଟ୍ଟନାୟକ
  5. ଜ୍ଞାନରଞ୍ଜନ ସାହୁ
  6. ସ୍ନେହାଶିଷ ନାୟକ
  7. ଶିତିକଣ୍ଠ ଦାସ
  8. ଶ୍ରୀକାନ୍ତ କେଡ଼ିଆ
  9. ରାକେଶ
  10. ଆଶୁତୋଷ ଷଡ଼ଙ୍ଗୀ
  11. ସୁଭାସିସ ପାଣିଗ୍ରାହୀ
  12. ମୃତ୍ୟୁଞ୍ଜୟ କର
  13. ପଙ୍କଜମାଳା ଷଡ଼ଙ୍ଗୀ

ଆମେ ସମସ୍ତେ ଉଇକିକନଫରେନ୍ସ ଇଣ୍ତିଆରେ ଯୋଗ ଦେଇଥିଲୁ । ମୁଁ ସଂକ୍ଷେପରେ ମୋ ଅଭିଜ୍ଞତା ଜଣାଉଛି । ସେଠାରେ ବହୁ ଭାରତୀୟ ରାଜ୍ୟର ବ‌ହୁ ଭାରତୀୟ ଭାଷାର ଏବଂ ବାହାର ଦେଶର ଅନେକ ଉଇକିଆଳି ଆସିଥିଲେ । ବହୁତ ଲୋକଙ୍କ ସହ ଆଲୋଚନା ହୋଇଥିଲା ବିଭିନ୍ନ ଉଇକିପିଡ଼ିଆ ପ୍ରକଳ୍ପ ବିଷୟରେ । ଉଇକିମିଡ଼ିଆ ଫାଉନଣ୍ତେସନରୁ ମଧ୍ୟ ଅନେକ ଉଇକିଆଳି ଆସିଥିଲେ । ସେଠାରେ ବହୁତ ଜାଗାରେ ଏକା ସମୟରେ ବିଭିନ୍ନ ପ୍ରକାର କର୍ମଶାଳା ଓ ଆଲୋଚନା ହେଉଥିଲା । ମୁଁ ସେଥିରେ ଉଇକିଡ଼ାଟା, ଉଇକିପିଡ଼ିଆ ଏଡ଼ିଟୋଥନ ଓ ଉଇକିସୋର୍ସ କର୍ମଶାଳାରେ ଭାଗନେଇଥିଲି ।

କଣ ଶିଖିଲି ପରେ ମନେ ପକାଇ ଲେଖିବି :)