ଉଇକିପିଡ଼ିଆ:ବିବରଣୀ/ଉଇକିକନଫରେନ୍ସ ଇଣ୍ଡିଆ ୨୦୧୬
ଦେଖଣା
ଉଇକିକନଫରେନ୍ସ ଇଣ୍ଡିଆ ୨୦୧୬
କାର୍ଯ୍ୟକ୍ରମ ସ୍ଥାନ
[ସମ୍ପାଦନା]ଚଣ୍ତିଗଡ଼ ଗ୍ରୁପ୍ ଅଫ କଲେଜସ୍, ଲାଣ୍ତ୍ରା ଚଣ୍ତିଗଡ଼
ତାରିଖ ଓ ଦିନ
[ସମ୍ପାଦନା]୫-୭ ଅଗଷ୍ଟ ୨୦୧୬ ଶୁକ୍ରବାର ରୁ ରବିବାର
ଭାଗନେଇଥିବା ଓଡ଼ିଆ ଉଇକିଆଳି
[ସମ୍ପାଦନା]- ଆଭା ପ୍ରଧାନ
- ଅଲିଭା ସାହୁ
- ଚିନ୍ମୟୀ ମିଶ୍ର
- ଶୈଳେସ ପଟ୍ଟନାୟକ
- ଜ୍ଞାନରଞ୍ଜନ ସାହୁ
- ସ୍ନେହାଶିଷ ନାୟକ
- ଶିତିକଣ୍ଠ ଦାସ
- ଶ୍ରୀକାନ୍ତ କେଡ଼ିଆ
- ରାକେଶ
- ଆଶୁତୋଷ ଷଡ଼ଙ୍ଗୀ
- ସୁଭାସିସ ପାଣିଗ୍ରାହୀ
- ମୃତ୍ୟୁଞ୍ଜୟ କର
- ପଙ୍କଜମାଳା ଷଡ଼ଙ୍ଗୀ
ଆମେ ସମସ୍ତେ ଉଇକିକନଫରେନ୍ସ ଇଣ୍ତିଆରେ ଯୋଗ ଦେଇଥିଲୁ । ମୁଁ ସଂକ୍ଷେପରେ ମୋ ଅଭିଜ୍ଞତା ଜଣାଉଛି । ସେଠାରେ ବହୁ ଭାରତୀୟ ରାଜ୍ୟର ବହୁ ଭାରତୀୟ ଭାଷାର ଏବଂ ବାହାର ଦେଶର ଅନେକ ଉଇକିଆଳି ଆସିଥିଲେ । ବହୁତ ଲୋକଙ୍କ ସହ ଆଲୋଚନା ହୋଇଥିଲା ବିଭିନ୍ନ ଉଇକିପିଡ଼ିଆ ପ୍ରକଳ୍ପ ବିଷୟରେ । ଉଇକିମିଡ଼ିଆ ଫାଉନଣ୍ତେସନରୁ ମଧ୍ୟ ଅନେକ ଉଇକିଆଳି ଆସିଥିଲେ । ସେଠାରେ ବହୁତ ଜାଗାରେ ଏକା ସମୟରେ ବିଭିନ୍ନ ପ୍ରକାର କର୍ମଶାଳା ଓ ଆଲୋଚନା ହେଉଥିଲା । ମୁଁ ସେଥିରେ ଉଇକିଡ଼ାଟା, ଉଇକିପିଡ଼ିଆ ଏଡ଼ିଟୋଥନ ଓ ଉଇକିସୋର୍ସ କର୍ମଶାଳାରେ ଭାଗନେଇଥିଲି ।
କଣ ଶିଖିଲି ପରେ ମନେ ପକାଇ ଲେଖିବି :)