ଉଇକିପିଡ଼ିଆ:ଫଣ୍ଟ
ଦେଖଣା
ଏହି ପୃଷ୍ଠାଟି ଓଡ଼ିଆ ଉଇକିପିଡ଼ିଆରେ ଫଣ୍ଟ ବାବଦୀୟ ନାନାଦି ବୈଷେୟିକ ବିଷୟ ପାଇଁ ନିମିତ୍ତ ।
ୱେବଫଣ୍ଟ
[ସମ୍ପାଦନା]ଓଡ଼ିଆ ଉଇକିପିଡ଼ିଆରେ ବ୍ୟବହୃତ ୱେବଫଣ୍ଟମାନ ଖୋଲା ଲାଇସେନ୍ସରେ ବିତରିତ ହୋଇଥାନ୍ତି ।
ଓଡ଼ିଆ ଲୋହିତ
[ସମ୍ପାଦନା]ଓଡ଼ିଆ ଲୋହିତ ରେଡ଼ହାଟ ସଂସ୍ଥା ଦ୍ୱାରା ପ୍ରକାଶିତ ଏକ ଖୋଲା ଫଣ୍ଟ । ଏହାର ରକ୍ଷଣାବେକ୍ଷଣା ଓ ସଂସ୍କରଣ ସମ୍ବନ୍ଧୀୟ କାମ ଗିଟରେ ଉପଲବ୍ଧ । ଏହାର ନଗଦ ସଂସ୍କରଣଟି ଫେଡୋରା ୱେବସାଇଟରେ SIL Open Font License, Version 2.0. ଲାଇସେନ୍ସରେ ଡାଉନଲୋଡ଼ ପାଇଁ ଉପଲବ୍ଧ ।
ଉତ୍କଳ
[ସମ୍ପାଦନା]ଖୋଲା ଫଣ୍ଟ
[ସମ୍ପାଦନା]ଓଡ଼ିଆ ଓଟି ଜଗନ୍ନାଥ
[ସମ୍ପାଦନା]ଓଡ଼ିଆ ଓଟି ଜଗନ୍ନାଥ SIL Open Font License, Version 2.0. ରେ ପ୍ରକାଶିତ ଏକ ଖୋଲା ଫଣ୍ଟ । ଏହା ଓଡ଼ିଆ ଲାଙ୍ଗୁଏଜ ଦ୍ୱାରା ପ୍ରକାଶିତ ଓ www.odialanguage.com ୱେବସାଇଟରେ ଡାଉନଲୋଡ଼ ପାଇଁ ଉପଲବ୍ଧ ।
ସମୟକାଳ
[ସମ୍ପାଦନା]- ୨୦୧୦ ମଧ୍ୟ: ଏହି ଫଣ୍ଟଟି ପ୍ରଥମେ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଥିଲା ।
- ମାର୍ଚ୍ଚ ୨୯ ୨୦୧୪: ଫଣ୍ଟଟି ଓଡ଼ିଶା ଦିବସ ୨୦୧୪ ପାଳନ ସମୟରେ ବିତରିତ ହୋଇଥିଲା ।
- ମଇ ୧୨ ୨୦୧୪: "ଡ଼" ଓ "ଢ଼"ରେ ଥିବା ଡିସପ୍ଲେର ଅସୁବିଧା ଏହାର ନିର୍ମାତାଙ୍କ ଦ୍ୱାରା ସୁଧରାଗଲା ।