ଉଇକିପିଡ଼ିଆ:ଟ୍ରାନ୍ସଉଇକି

ଉଇକିପିଡ଼ିଆ‌ରୁ

ବାରମ୍ବାର ଗୋଟିଏ ଗୋଟିଏ ଛାଞ୍ଚକୁ କପି କରି ପେଷ୍ଟ କରିବା ଏବଂ ତ'ପରେ ଏହାର ଉପ-ଛାଞ୍ଚ କୁ କପି କରିବା ସମୟ ସାପକ୍ଷ ଓ ବିରକ୍ତିକର ମଧ୍ୟ । ଏଣୁ ସିଧାସଳଖ ଟ୍ରାଂସଉଇକି କରିସାରିବା ପରେ ଆବଶ୍ୟକ କ୍ଷେତ୍ରରେ ବଦଳ ଓ ଅନୁବାଦ କରିବା ଅପେକ୍ଷାକୃତ ସହଜ । ଏହି ବ୍ୟବସ୍ଥା ପରିଚାଳକଙ୍କ ପାଇଁ ଥାଏ । ଅନ୍ୟ ମାନେ ଚାହିଁଲେ ଏହା ପାଇଁ "ଉଇକିପିଡ଼ିଆ:ଟ୍ରାନ୍ସଉଇକି/ଆବେଦନ"ରେ ଆଲୋଚନା କରି ଆବେଦନ କରିପାରିବେ ।

ଆହୁରି ପଢନ୍ତୁ[ସମ୍ପାଦନା]