ଉଇକିପିଡ଼ିଆ:ଚାଟସଭା/ଉପରପଟି

ଉଇକିପିଡ଼ିଆ‌ରୁ
କୁ ସ୍ଵାଗତ କରୁଛୁ!

ଚାଟସଭା ପୁରୁଖା ସଭ୍ୟ ମାନଙ୍କ ସଙ୍ଗେ ନୂଆ ମାନଙ୍କୁ ପରିଚିତ କରାଇବାର ଏକ ସ୍ଥାନ । ଏଠାରେ ନୂଆ ଉଇକିଆଳି ବା ଉଇକିପିଡ଼ିଆ ସମ୍ପାଦକ ମାନେ ସମ୍ପାଦନାରେ ଭୋଗୁଥିବା ଅସୁବିଧା ବାବଦରେ ଆଲୋଚନା କରିଥାନ୍ତି ଓ ପୁରୁଖା ମାନେ ସେମାନଙ୍କୁ ତାହାର ସମାଧାନର ବାଟ ବତାଇଥାନ୍ତି ।