ଉଇକିପିଡ଼ିଆ:ଗଣସମ୍ପାଦନା ଅଭିଯାନ ୧୦,୦୦୦
ଦେଖଣା
ଆମର ଲକ୍ଷ ୧୦,୦୦୦ପ୍ରସଙ୍ଗ ଅଧୁନା ମାତ୍ର୧୯,୦୪୩ଟି ପ୍ରସଙ୍ଗ ରହିଛି । |
ଲେଖୁଥିବା ପୃଷ୍ଠା ଏହି ତାଲିକାରେ ଯୋଡ଼ନ୍ତୁ – ୨୩-୧୦-୨୦୧୫ |
ଶେଷ |
ସ୍ଥାନୀୟ ସମୟ |
ଏହି ଗଣସମ୍ପାଦନା ଅକ୍ଟୋବର ୨୩ ତାରିଖ ସୁଦ୍ଧା ଓଡ଼ିଆ ଉଇକିପିଡ଼ିଆକୁ ୧୦,୦୦୦ ପ୍ରସଙ୍ଗରେ ଭରିବା ନିମନ୍ତେ ।
କିପରି ଭାଗନେବେ:
- ଲେଖା ଆରମ୍ଭ କରିବା ଆଗରୁ ଥରେ ଉଇକିପିଡ଼ିଆର ନିୟମାବଳୀ ପଢ଼ିନିଅନ୍ତୁ ।
- କିପରି ଓଡ଼ିଆରେ ଟାଇପ କରିବେ, ଲେଖାଯୋଗ୍ୟ ପ୍ରସଙ୍ଗ କଣ, ଲେଖାରେ ବିଭିନ୍ନ ଖବରକାଗଜ, ଜର୍ଣ୍ଣାଲ, ପତ୍ରିକା ଆଦିରୁ ଆଧାର କିପରି ଦେବେ ତାହା ଆମ ଚାଟସଭାରୁ ଶିଖିପାରିବେ ।
- ପ୍ରତିଟି ଲେଖାରେ ଅତି କମରେ ଦଶଟି ବାକ୍ୟ ଓ ତିନୋଟି ଆଧାର ଥିବା ବିଧେୟ ।
- ଲେଖା ଶେଷରେ [[ଶ୍ରେଣୀ:ଗଣସମ୍ପାଦନା ଅଭିଯାନ ୧୦୦୦୦ରେ ତିଆରି ପ୍ରସଙ୍ଗ]] ଲେଖିବେ ।
ଆଉ ବିଳମ୍ବ କାହିଁକି? ନୂଆ ପ୍ରସଙ୍ଗଟିଏ ଗଢ଼ନ୍ତୁ । |