ଉଇକିପିଡ଼ିଆ:କର୍ମଶାଳା/କିସ ଉଇକିପାଠାଗାର ପ୍ରକଳ୍ପ/୧

ଉଇକିପିଡ଼ିଆ‌ରୁ

ଏହି କର୍ମଶାଳାଟି "କାର୍ଯ୍ୟକାରୀ ଦଳର ସଦସ୍ୟମାନଙ୍କ ସହ ପ୍ରଥମ ବୈଠକ । ଏହା ସେମାନଙ୍କୁ ଓଡ଼ିଆ ଉଇକିପାଠାଗାର ଓ ଏହାର କାର୍ଯ୍ୟପ୍ରଣାଳୀ ସମ୍ବନ୍ଧରେ ସୂଚନା ଦେବା ନିମନ୍ତେ ଆୟୋଜନ କରାଯାଇଥିଲା ।

ପରିଚାଳନା[ସମ୍ପାଦନା]

  • ପ୍ରୀତିନନ୍ଦା ରାୟ
  • ଏହାର ପରିଚାଳନା ଦାୟିତ୍ୱରେ ଥିବା ଶିକ୍ଷକ ପ୍ରୀତିନନ୍ଦା ରାୟ କିଛି ଦିନ ଧରି ଛୁଟିରେ ଥିବାରୁ ତାରିଖ ଓ ସମୟ ସ୍ଥିର ହୋଇ ପାରିନଥିଲା । ସେ ସେପ୍ଟେମ୍ବର ୪ରେ ଯୋଗ ଦେବା ଦିନ ସକାଳେ ଏହା ସ୍ଥିର ହେବାରୁ ଓଡ଼ିଆ ଉଇକି-ସମୂହରୁ କାହାକୁ ଆଗୁଆ ସୂଚନା ଦିଆଯାଇପାରିଲା ନାହିଁ
  • ସୁଭାସିସ ପାଣିଗାହି

ଅଂଶଗ୍ରହଣ[ସମ୍ପାଦନା]

  1. ମହତ ଶତପଥୀ
  2. ଲିଜି ପଣ୍ଡା
  3. ଲୁସିନା ପ୍ରିୟଦର୍ଶିନୀ ନାୟକ
  4. ଶାସ୍ୱତi ଜେନା
  5. ମାନସୀ ଚନ୍ଦ୍ର ନାୟକ
  6. ନୀଳିମା ସାମନ୍ତ
  7. ଦୀପ୍ତି ରଞ୍ଜନ ବେହେରା
  8. ସାଇ ବିଶ୍ୱନାଥ ତ୍ରିପାଠୀ
  9. ରଶ୍ମୀରଞ୍ଜନ ପୁହାଣ
  10. ଡ. ସାଗରିକା ପରିଡ଼ା

ବିବରଣୀ[ସମ୍ପାଦନା]

  • କର୍ମଶାଳାରେ ଜଣେ ଶିକ୍ଷୟତ୍ରୀ ଙ୍କ ବ୍ୟତୀତ ସମସ୍ତେ ଉପସ୍ଥିତ ଥିଲେ। ଉଇକିପାଠାଗାର ବିଷୟରେ ସମ୍ୟକ୍ ଧାରଣା ଦେବାପରେ ଏହି ନିଷ୍ପତି ରେ ସମସ୍ତେ ସହମତି ହୋଇଥିଲେ ଯେ ପ୍ରତି ଶିକ୍ଷକ ଙ୍କ ପାଖରେ ଚାରି ଜଣ ପିଲା ଶିକ୍ଷା କରିବେ। ସପ୍ତାହରେ ଅତି କମରେ ୫ ପୃଷ୍ଠା ଲେଖିବେ ଓ ଶିକ୍ଷକ ମାନେ ଦୁଇ ଦିନ ଭିତରେ ପୃଫ୍ ରିଡ୍ କରିବେ।
  • ଦ୍ୱିତୀୟ କର୍ମଶାଳା ୮ ସେପ୍ଟେମ୍ବରରେ କରିବା ପାଇଁ ସହମତି ନିଆଗଲା। ପରେ ଶିକ୍ଷକମାନେ ଛୁଟିରେ ଥିବାରୁ ଏହାକୁ ସେପ୍ଟେମ୍ବର ୧୦ ତାରିଖକୁ ଘୁଞ୍ଚାଇଦିଆଗଲା ।