Jump to content

ଉଇକିପିଡ଼ିଆ:ଓଡ଼ିଆ ଉଇକିପାଠାଗାର ସଭା ୨୦୧୪/ପରିଚାଳନା/ବହି

ଉଇକିପିଡ଼ିଆ‌ରୁ

ଉଇକିପାଠାଗାରରେ ନିଜ ପୂର୍ବପ୍ରକାଶିତ ବହି ଦେଖିବାକୁ ଚାହୁଁଥିଲେ, odiawiki@gmail.com ଠିକଣାରେ ଆମ ସହ ଯୋଗାଯୋଗ କରନ୍ତୁ ।

ଉଇକିପାଠାଗାରକୁ ସମୃଦ୍ଧ କରୁଥିବା ଲେଖକ ଓ ପ୍ରକାଶକ

[ସମ୍ପାଦନା]
  • ନିର୍ମଳା କୁମାରୀ ମହାପାତ୍ରଙ୍କ ୨୧ ଖଣ୍ଡ ବହି
  • ଆମ ଓଡ଼ିଶା ଦ୍ଵାରା ପ୍ରକାଶିତ ୧୯ଟି ବହି
  • ଜଗନ୍ନାଥ ମହାନ୍ତିଙ୍କ ଲିଖିତ୧୧ଟି ବହି
  • ରାମକୃଷ୍ଣ ନନ୍ଦଙ୍କ ଲିଖିତ ୧୧ଟି ବହି
  • ଭାରତ ମାଝୀଙ୍କ ଲିଖିତ ୫ଟି କବିତା ସଂକଳନ
  • ମାନବିକ ଦ୍ଵାରା ପ୍ରକାଶିତ ୪ଟି ବହି
  • ସୁବ୍ରତ କୁମାର ପୃଷ୍ଠିଙ୍କ ଲିଖିତ ୨ଟି ବହି: ଭାଷା ଓ ଜାତୀୟତା, ଜାତି, ଜାଗୃତି ଓ ପ୍ରଗତି
  • ମନୋଜ କୁମାର ପଣ୍ଡାଙ୍କ ହାଡ଼ ବଗିଚା (ପକ୍ଷୀଘର ପ୍ରକାଶନୀ)
    • ସର୍ବମୋଟ ୭୪ ଟି ବହି + ସ୍ଵତ୍ତ୍ଵାଧିକାର ମୁକ୍ତ ହେଇସାରିଥିବା ସମସ୍ତ ପୁରୁଣା ବହି

ଆମ ଓଡ଼ିଶା ଦ୍ଵାରା ପ୍ରକାଶିତ ବହି

[ସମ୍ପାଦନା]
ଆମ ଓଡ଼ିଶା ତରଫରୁ ସ୍ଵତ୍ତ୍ଵାଧୀକାର ମୁକ୍ତ ଭାବେ ଉପଲବ୍ଧ ବହି
ବ‌ହିର ନାମଲେଖକ
ଆମ ଓଡ଼ିଆ ବ୍ୟାକରଣଡକ୍ଟର ଧନେଶ୍ୱର ମହାପାତ୍ର
ଓଡ଼ିଶା ଶାସନର ଏକ ସ୍ଵର୍ଣ୍ଣଯୁଗସୌମ୍ୟରଞ୍ଜନ ପଟ୍ଟନାୟକ
ଆମ ମଧୁସୂଦନସୁରସିଂହ ପଟ୍ଟନାୟକ
ବିକଳ୍ପ ବିଶ୍ଵଡକ୍ଟର ଭଗବାନପ୍ରକାଶ
ସପ୍ତାଶ୍ଚର୍ଯ୍ୟଶିବ କୁମାର ଦାସ
ମାଲୁଣୀର ଫୁଲ ଓ ଅନ୍ୟାନ୍ୟ ଗଳ୍ପଜାନକୀ ବଲ୍ଲଭ ପଟ୍ଟନାୟକ
ଆମ ଗଙ୍ଗାଧରବାବାଜୀ ଚରଣ ପଟ୍ଟନାୟକ
ଆମ ସୁଭାଷଡକ୍ଟର ବିମଳେନ୍ଦୁ ମହାନ୍ତି
ଆମ ସୁରେନ୍ଦ୍ର ସାଏ------
ଆମ ପାରଳା ଗଜପତିସତ୍ୟନାରାୟଣ ମହାପାତ୍ର
ଓଡ଼ିଶା ରାଜନନୀତିର ଇତିହାସଡ. ଉଦ୍ଧବ ଚରଣ ନାୟକ
ସେମାନଙ୍କ ପିଲାଦିନସଂ: ସୌମ୍ୟରଞ୍ଜନ ପଟ୍ଟନାୟକ
ଓଡ଼ିଶା ଇତିହାସସଂ: ପ୍ରୀତୀଶ ଆଚାର୍ଯ୍ୟ
ଆମ ଦେବଦେବୀଅସିତ ମହାନ୍ତି
ଆମ ଓଡ଼ିଆ ଭାଷାକୀର୍ତ୍ତନ ନାରାୟଣ ପାଢ଼ୀ
ଅର୍କକ୍ଷେତ୍ର କୋଣାର୍କଅନିଲ ଦେ
ଶ୍ରୀଜଗନ୍ନାଥମହୀମୋହନ ତ୍ରିପାଠୀ
ଆମ ଘରର ହାଲଚାଲ (ପ୍ରଥମ ଓ ଦ୍ଵିତୀୟ ଭାଗ)ସୌମ୍ୟରଞ୍ଜନ ପଟ୍ଟନାୟକ
Janaki Ballav Patnaik:
The March To a Modern Odisha
ସଂ: ସୌମ୍ୟରଞ୍ଜନ ପଟ୍ଟନାୟକ

ଜଗନ୍ନାଥ ମହାନ୍ତିଙ୍କ ଲିଖିତ ବହି

[ସମ୍ପାଦନା]
ମାଣିକ-ବିଶ୍ୱନାଥ ଦାତବ୍ୟ ସ୍ମୃତିନ୍ୟାସ, ଭୁବନେଶ୍ୱର ତରଫରୁ ସ୍ଵତ୍ତ୍ଵାଧୀକାର ମୁକ୍ତ ଭାବେ ଉପଲବ୍ଧ ବହି
ବ‌ହିର ନାମପ୍ରକାଶକ
ଭାରତ ଭ୍ରମଣତକ୍ଷଶିଳା, କଟକ
କାଉଁରୀ ରାମଚଣ୍ଡୀର ଦେଶପ୍ରାଚୀ ପ୍ରକାଶନ, ଭୁବନେଶ୍ୱର
କୃତ୍ରିମ ଉପଗ୍ରହର ଜୟଯାତ୍ରାପ୍ରାଚୀ ପ୍ରକାଶନ, ଭୁବନେଶ୍ୱର
ଆମରି ଜାତିର ଆଗୁଆ ନେତାସାଲୁଜା ପ୍ରକାଶନ, ନୂଆଦିଲ୍ଲୀ
ମାଟିର ଚାଷୀ ଜାତିର ପଦ୍ମଶ୍ରୀସାଥୀମହଲ, କଟକ
ଆମରି ମାଟିର ଅମର ଶହୀଦକଟକ ପବ୍ଲିସିଂ ହାଉସ, କଟକ
ଓଡ଼ିଶା ଶିଶୁସାହିତ୍ୟ ସମୀକ୍ଷାକଟକ ଟ୍ରେଡିଂ କମ୍ପାନୀ, କଟକ
ଓଡ଼ିଶାର ସ୍ମରଣୀୟ ଶିକ୍ଷକବୃନ୍ଦପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ, କଟକ
ମୋ ଜୀବନ କ‌ଥାକଟକ ଟ୍ରେଡିଂ କମ୍ପାନୀ, କଟକ
ନ‌ବ ଦିଗନ୍ତଅଗ୍ନି, ଭୁବନେଶ୍ୱର
ଜୀବନ ଗୀତିମାଣିକ-ବିଶ୍ୱନାଥ ଦାତବ୍ୟ ସ୍ମୃତିନ୍ୟାସ, ଭୁବନେଶ୍ୱର

ରାମକୃଷ୍ଣ ନନ୍ଦଙ୍କ ଲିଖିତ ବହି

[ସମ୍ପାଦନା]
ପ୍ରଭାତ କୁମାର ନନ୍ଦଙ୍କ ଦ୍ଵାରା ସ୍ଵତ୍ତ୍ଵାଧୀକାର ମୁକ୍ତ ଭାବେ ଉପଲବ୍ଧ ୧୧ଟି ବହି
ବ‌ହିର ନାମବିଷୟ
ବିଶ୍ୱପରିଚୟଏକ ବିଶାଳ ଏନସାଇକ୍କୋପିଡ଼ିଆ
ଲେଖନୀର ପାଠଶାଳାଓଡ଼ିଆ ବ୍ୟାକରଣ
ଭାବି ଦେଖନ୍ତୁପ୍ରବନ୍ଧମାଳା
ପଉଷ ସନ୍ଧ୍ୟାର ଗପ୮ଟି ବହି - କାହାଣୀମାଳା

ଭାରତ ମାଝୀଙ୍କ ଲିଖିତ ବହି

[ସମ୍ପାଦନା]
ଭାରତ ମାଝୀଙ୍କ ଲିଖିତ ସ୍ଵତ୍ତ୍ଵାଧୀକାର ମୁକ୍ତ ଭାବେ ୫ଟି ଉପଲବ୍ଧ ବହି
ବ‌ହିର ନାମପ୍ରକାଶକ
ଢୋଟାଇମପାସ, ଭୁବନେଶ୍ଵର, ୨୦୦୯
ହାଇୱେ କୁହିଡ଼ିପକ୍ଷୀଘର ପ୍ରକାଶନୀ, ଭୁବନେଶ୍ଵର, ୨୦୦୮
ମୂର୍ତ୍ତିକାରପେନଇନ, ଭୁବନେଶ୍ଵର, ୨୦୦୬
ମହାନଗର ପଦ୍ୟପ୍ରାଚୀ ପ୍ରକାଶନୀ, ଭୁବନେଶ୍ଵର, ୨୦୦୬
ସରଳ ରେଖାପଶ୍ଚିମା, ଭୁବନେଶ୍ଵର, ୨୦୦୨
ଅଗାଧୁଆ ଦୁଆରୀବର୍ଷାପଲ୍ଲବୀ, ୧୯୯୯

ମାନବିକ ଦ୍ଵାରା ପ୍ରକାଶିତ ବହି

[ସମ୍ପାଦନା]
ମାନବିକ ତରଫରୁ ସ୍ଵତ୍ତ୍ଵାଧୀକାର ମୁକ୍ତ ଭାବେ ୪ଟି ଉପଲବ୍ଧ ବହି
ବ‌ହିର ନାମଲେଖକ
ମଜାବିଜ୍ଞାନବିନୟକୃଷ୍ଣ ପଟ୍ଟନାୟକ, ବିଜୟକୃଷ୍ଣ ପଟ୍ଟନାୟକ
ବୈଦିକ ଗଣିତବିନୟକୃଷ୍ଣ ପଟ୍ଟନାୟକ
ନିଆଁପେଡ଼ି କୁହୁକବିନୟକୃଷ୍ଣ ପଟ୍ଟନାୟକ
ଏକ ଉଜ୍ଜଳ ସକାଳରେ ଅକାଳ ସନ୍ଧ୍ୟାବିଜୟକୃଷ୍ଣ ପଟ୍ଟନାୟକ