ଇଶାନ୍ତ ଶର୍ମା
Sharma in 2012 | ||||||||||||||||||||||||||||||||||||||||||||||||||||||||||||||||||
| ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
| ନାମ | ଇଶାନ୍ତ ବିଜୟ ଶର୍ମା | |||||||||||||||||||||||||||||||||||||||||||||||||||||||||||||||||
| ଜନ୍ମ | ଛାଞ୍ଚ:ଜନ୍ମ ତାରିଖ ও ବୟସ ଦିଲ୍ଲୀ, ଭାରତ | |||||||||||||||||||||||||||||||||||||||||||||||||||||||||||||||||
| ଡାକ ନାମ | ଲମ୍ବୁ | |||||||||||||||||||||||||||||||||||||||||||||||||||||||||||||||||
| ଉଚ୍ଚତା | 1.95 m (6 ft 5 in) | |||||||||||||||||||||||||||||||||||||||||||||||||||||||||||||||||
| ବ୍ୟାଟିଂ ପ୍ରକାର | ଡାହାଣହାତୀ | |||||||||||||||||||||||||||||||||||||||||||||||||||||||||||||||||
| ବୋଲିଂ ପ୍ରକାର | ଡାହାଣହାତୀ ଫାସ୍ଟ-ମିଡିଅମ | |||||||||||||||||||||||||||||||||||||||||||||||||||||||||||||||||
| ଭୂମିକା | ବୋଲର | |||||||||||||||||||||||||||||||||||||||||||||||||||||||||||||||||
| ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
| National side | ||||||||||||||||||||||||||||||||||||||||||||||||||||||||||||||||||
| ପ୍ରଥମ ଟେଷ୍ଟ (cap ୫୯) | ୨୫ ମେ ୨୦୦୭ v ବାଂଲାଦେଶ | |||||||||||||||||||||||||||||||||||||||||||||||||||||||||||||||||
| ଶେଷ ଟେଷ୍ଟ | ୧୩ ଜାନୁଆରୀ ୨୦୧୮ v ଦକ୍ଷିଣ ଆଫ୍ରିକା | |||||||||||||||||||||||||||||||||||||||||||||||||||||||||||||||||
| ପ୍ରଥମ ଦିନିକିଆ (cap ୭୫) | ୨୯ ଜୁନ ୨୦୦୭ v ଦକ୍ଷିଣ ଆଫ୍ରିକା | |||||||||||||||||||||||||||||||||||||||||||||||||||||||||||||||||
| ଶେଷ ଦିନିକିଆ | ୯ ନଭେମ୍ବର ୨୦୧୪ v ଶ୍ରୀଲଙ୍କା | |||||||||||||||||||||||||||||||||||||||||||||||||||||||||||||||||
| ପ୍ରଥମ ଟି୨୦ (cap ୧୪) | ୧ ଫେବୃଆରୀ ୨୦୦୮ v ଅଷ୍ଟ୍ରେଲିଆ | |||||||||||||||||||||||||||||||||||||||||||||||||||||||||||||||||
| ଶେଷ ଟି୨୦ | ୧୦ ଅକ୍ଟୋବର ୨୦୧୩ v ଅଷ୍ଟ୍ରେଲିଆ | |||||||||||||||||||||||||||||||||||||||||||||||||||||||||||||||||
| ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
| Years | Team | |||||||||||||||||||||||||||||||||||||||||||||||||||||||||||||||||
| ୨୦୦୬/୦୭–ବର୍ତ୍ତମାନ | ଦିଲ୍ଲୀ | |||||||||||||||||||||||||||||||||||||||||||||||||||||||||||||||||
| ୨୦୦୮–୨୦୧୦ | କଲକାତା ନାଇଟ ରାଇଡର୍ସ | |||||||||||||||||||||||||||||||||||||||||||||||||||||||||||||||||
| ୨୦୧୧–୨୦୧୨ | ଡେକାନ ଚାର୍ଜର୍ସ | |||||||||||||||||||||||||||||||||||||||||||||||||||||||||||||||||
| ୨୦୧୩– | ସନରାଇଜର୍ସ ହାଇଦରାବାଦ | |||||||||||||||||||||||||||||||||||||||||||||||||||||||||||||||||
| Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: ESPNcricinfo, ୧୭ ଜାନୁଆରି ୨୦୧୮ | ||||||||||||||||||||||||||||||||||||||||||||||||||||||||||||||||||
ଇଶାନ୍ତ ଶର୍ମା (ଜନ୍ମ ୨ ସେପ୍ଟେମ୍ବର ୧୯୮୮) ଭାରତୀୟ କ୍ରିକେଟ ଦଳର ଜଣେ ସଦସ୍ୟ । ସେ ଜଣେ ଡାହାଣହାତୀ ପେସ ବୋଲର । ମାତ୍ର ୧୮ ବର୍ଷ ବୟସରେ ସେ ଦକ୍ଷିଣଆଫ୍ରିକା ଦଳ ବିପକ୍ଷରେ ହେବାକୁ ଥିବା ଖେଳ ପାଇଁ ଭାରତୀୟ ଜାତୀୟ ଦଳ ପକ୍ଷରୁ ଚୟନ ହୋଇଥିଲେ । ୨୦୧୧ରେ ସେ ବିଶ୍ୱର ପଞ୍ଚମ ଶ୍ରେଷ୍ଠ କନିଷ୍ଠ ଖେଳାଳି ଭାବରେ ୧୦୦ଟି ଟେଷ୍ଟ ୱିକେଟ ନେଇଥିଲେ ।
ଘରୋଇ ଓ ପ୍ରଥମ ଶ୍ରେଣୀ କ୍ୟାରିୟର
[ସମ୍ପାଦନା]ଘରୋଇ କ୍ରିକେଟ ସେ ଦିଲ୍ଲୀ ତରଫରୁ ଖେଳନ୍ତି । ସେ ୧୯ ବର୍ଷ କମ ଭାରତୀୟ ଦଳ ତରଫରୁ ଇଂଲଣ୍ଡ ଟୁର ଓ ପାକିସ୍ତାନ ଟୁର ପାଇଁ ଚୟନ ହୋଇଥିଲେ ଓ ଉନ୍ନତ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଆନ୍ତର୍ଜାତୀୟ କ୍ୟାରିୟର
[ସମ୍ପାଦନା]୨୦୦୭ରେ ବାଂଲାଦେଶ ଟୁର ପାଇଁ ମନୋନୟନ ହୋଇଥିଲେ ଓ ପରେ ପରେ ଇଂଲଣ୍ଡ ଗସ୍ତରେ ଯାଇଥିଲେ । ସେହି ବର୍ଷ ପାକିସ୍ତାନ ଟୁରରେ ଯାଇ ଟେଷ୍ଟ ମ୍ୟାଚରେ ୫ଟି ୱିକେଟ ଅକ୍ତିଆର କରିଥିଲେ । ତାଙ୍କ ଉନ୍ନତ ପ୍ରଦର୍ଶନ ଜାରି ରଖି ସେ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲେ । ପର୍ଥରେ କଙ୍ଗାରୁ ଦଳର ଅଧିନାୟକ ରିକି ପଣ୍ଟିଂଙ୍କୁ ସାଂଘାତିକ ବୋଲିଂ କରି ଚର୍ଚାକୁ ଆସିଥିଲେ । ୧୦ ଫ୍ରେବୁଆରୀ ୨୦୦୮ର ସିବି ସିରିଜରେ ଆଷ୍ଟ୍ରେଲିଆ ଦଳର ୪ଟି ଗୁରୁତ୍ୱପୂର୍ଣ ୱିକେଟ ନେଇ ଭାରତକୁ ଜିତାଇଥିଲେ ।