ଇବ୍ରାହିମ ମାକା
ଦେଖଣା
କ୍ରିକେଟ ତଥ୍ୟ | ||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ବ୍ୟାଟିଂ ପ୍ରକାର | Right-handed | |||||||||||||||||||||||||||||||||||||||
ଭୂମିକା | Wicket-keeper | |||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||
National side | ||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||
| ||||||||||||||||||||||||||||||||||||||||
Source: [୧] |
ଇବ୍ରାହିମ ସୁଲେମାନ ମାକା ( ଜନ୍ମ 5 ମାର୍ଚ 1922- ପରଲୋକ 7 ନଭେମ୍ବର 1994 ) , ଜଣେ ବ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି । ସେ ଟେଷ୍ଟ କ୍ରିକେଟରେ ଭାରତ ପାଇଁ ୱିକେଟ କିପର ଭାବରେ ଖେଳିଥିଲେ । ସେ ଡାମନଠାରେ ଜନ୍ମିତ ।
1952-53 ମସିହାରେ ଇବ୍ରାହିମ ପାକିସ୍ତାନ ବିରୁଦ୍ଧରେ ଭରତର ସିରିଜର ଚତୁର୍ଥ ଟେଷ୍ଟ ଖେଳିଥିଲେ । ସେତେବେଳେ ଚୟନକର୍ତାମାନେ ପ୍ରବୀର ସେନ , ନାନା ଯୋଶୀ ଓ ବିଜଯ ରାଜିନ୍ଦରନାଥଙ୍କୁ ୱିକେଟ କିପର ହିସାବରେ ପରିକ୍ଷ୍ୟା କରି ସାରିଥିଲେ । କିନ୍ତୁ ମାକାଙ୍କୁ ମଧ୍ୟ 5 ମ ଟେଷ୍ଟରୁ ବାହାର କରିଦିଆ ଗଲା ।
ତେବେ ତାଙ୍କୁ ୱେଷ୍ଟ ଇଣ୍ଡିଜ ଗସ୍ତରେ ଯିବା ଭାରତୀୟ ଦଳରେ ନିଆ ଯାଇଥିଲା ଓ ସେଠାରେ ସେ ଟେଷ୍ଟରେ ବେଟୀଙ୍ଗ୍ଗ କଳା ବେଳେ ଗୁରୁତର ଆହତ ହେଇଥିଲେ । ତାଙ୍କ ସ୍ଥାନରେ ବିଜଯ ମଞ୍ଜରେକର ୱିକେଟ କିପିଙ୍ଗ କରିଥିଲେ ।
ମାକା ଏକ ଦରିଦ୍ର ପରିବାରରୁ ଆସିଥିଲେ । ତାଙ୍କ ପିତା ଜଣେ କାରଗୋ ଜାହାଜ କର୍ମଚାରୀ ଥିଲେ । [୨]