ଇନ୍ଦ୍ରା ନୂଇ
Indra Nooyi | |
---|---|
ଜନ୍ମ | Indra Krishnamurthy ୨୮ ଅକ୍ଟୋବର ୧୯୫୫ |
ଜାତୀୟତା | United States[୧] |
ଶିକ୍ଷାନୁଷ୍ଠାନ | Madras Christian College (B.S., 1974) IIM Calcutta (P.G.D.B.M., 1976) Yale School of Management (M.A., 1980) |
ବୃତ୍ତି | Chairperson & CEO of PepsiCo |
ଚାକିରିକ୍ଷେତ୍ର | PepsiCo |
ବୈବାହିକ-ସାଥୀ | Raj K. Nooyi |
ଇନ୍ଦ୍ରା କ୍ରିଷ୍ଣମୂର୍ତ୍ତି ନୂଇ(ଜନ୍ମ ୨୮ ଅକ୍ଟୋବର ୧୯୫୫) ଜଣେ ଆମେରିକୀୟ ବ୍ୟବସାୟ ପରିଚାଳକ,ଓ ସେ ପୃଥିବୀର ଦ୍ୱିତୀୟ ଖାଦ୍ୟ ଓ ପାନୀୟ ବ୍ୟବସାୟ କମ୍ପାନି [୪] ପେପ୍ସିକୋର ବର୍ତ୍ତମାନର ସଭାଧ୍ୟକ୍ଷ ଓ ମୂଖ୍ୟ ଅଧ୍ୟକ୍ଷ ଭାବେ କାର୍ଯ୍ୟରତ।
ସେ ଲଗାତାର ପୃଥିବୀର ୧୦୦ ଜଣ ଶକ୍ତିଶାଳୀ ମହିଳା ଶ୍ରେଣୀରେ ସ୍ଥାନ ଅଧିକାର କରିଛନ୍ତି [୫]।୨୦୧୪ ମସିହାରେ ଫୋର୍ବସ୍ ମଗାଜିନ୍ଦ୍ୱାରା ପୃଥିବୀର ଶକ୍ତିଶାଳୀ ନାରୀଙ୍କ ମଧ୍ୟରେ ୧୩ତମ ସ୍ଥାନ[୬] ଅଧିକାର କରିଥିଲେ।,ଏବଂ ୨୦୧୬ ଫୋରଚୁନ ତାଲିକାରେ ସେ ପୃଥିବୀର ୮୨ତମ ଶକ୍ତିଶାଳୀ ମହିଳା ରୂପେ ସ୍ଥାନ ପାଇଥିଲେ।
ବାଲ୍ୟ ଜୀବନ ଓ ବୃତ୍ତି
[ସମ୍ପାଦନା]ନୁଇ ଭାରତ, ତାମିଲନାଡୁର ମାଡ୍ରାସ [୭]ଠାରେ ଏକ ତାମିଲ୍ ପରିବାର [୮]ରେ ଜନ୍ମଗ୍ରହଣ କରିଥିଲେ।ସେ ମାଡ୍ରାସସ୍ଥିତ "ହୋଲି ଏଞ୍ଜେଲ ଆଂଗ୍ଲୋ ଇଣ୍ଡିଆନ୍ ମାଧ୍ୟମିକ ବିଦ୍ୟାଳୟ"ରେ ପାଠ ପଢ଼ିଥିଲେ।୧୯୭୬ରେ ସେ ମ"ାଡ୍ରାସ କ୍ରିଶ୍ଚିଆନ୍ ମହାବିଦ୍ୟାଳୟ"ରୁ ଭୌତିକ ବିଜ୍ଞାନ,ରାସାୟନିକ ବିଜ୍ଞାନ ଓ ଗଣିତରେ ସ୍ନାତକ ଲାଭ କରିଥିଲେ। ସେ ୧୯୭୬ରେ Indian institute of management Calcutta [୯]ରୁ ସ୍ନାତକୋତ୍ତର ହାସଲ କରିଥିଲେ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଇନ୍ଦିରାଙ୍କ ଦୁଇ ସନ୍ତାନ ଝିଅ ଅଟନ୍ତି ଓ ସେମାନେ ଗ୍ରୀନୱ୍ୱିଚ୍, କନେ୍କ୍ଟିକଟ୍ରେ ରହନ୍ତି।ତାଙ୍କ ଜଣେ ଝିଅ ଏବେ ୟେଲସ୍ଥିତ ସ୍କୁଲ ଅଫ ମ୍ୟାନେଜମେଣ୍ଟରେ ଅଧ୍ୟାୟନ କରୁଅଛନ୍ତି [୧୦]।ସେ ଫୋର୍ବସ୍ ଅନୁସାରେ ପୃଥିବୀର ତୃତୀୟ ସବୁଠୁ ଶକ୍ତିଶାଳୀ ମହିଳା ଶ୍ରେଣୀରେ ଅନ୍ତରଭୁକ୍ତ।[୧୧]
ତାଙ୍କ ବଡ଼ ଭଉଣୀ ଚନ୍ଦ୍ରିକା କ୍ରିଷ୍ଣାମୁର୍ତୀ ଟଣ୍ଡନ୍ ଜଣେ ଗାୟିକା।[୧୨]
ଆଧାର
[ସମ୍ପାଦନା]- ↑ Saporito, Bill. (3 May 2007) The TIME 100 Archived 2013-08-24 at the Wayback Machine.. Time.com. Retrieved on 2015-05-26.
- ↑ PepsiCo's Indra Nooyi got $18.6 million pay package in 2013 – The Times of India. Timesofindia.indiatimes.com. Retrieved on 26 May 2015.
- ↑ "Net Worth: Indra Nooyi, PepsiCO CEO". Squander.
- ↑ "PepsiCo, Inc. (NYSE:PEP) : Second Quarter 2010 Earnings Preview". IStock Analyst. 15 July 2010. Retrieved 11 December 2010.
- ↑ Sellers, Patricia (2 October 2012). "Forbes Magazine's List of The World's 100 Most Powerful Women". Forbes.
- ↑ "#13 Indra Nooyi". Forbes. Forbes. Retrieved 20 June 2014.
- ↑ "Pride of Chennai". ITZChennai. 2015.
- ↑ "Personal side of Indra Nooyi". Timesofindia-economictimes. 7 February 2007. Retrieved 26 May 2015.
- ↑ ""Indra Nooyi Biography." - Life, Family, Children, Parents, School, Mother, Born, College, House". Newsmakers Cumulation - Encyclopedia of World Biography. Retrieved 26 May 2015.
- ↑ Credeur, Mary Jane (15 August 2006). "Pepsi's Indra Nooyi Led Non-Soda Growth; Women CEO Exemplar". Bloomberg, L.P. Retrieved 17 August 2011.
- ↑ "Clinton, Nooyi, Sonia among 'World's Powerful Moms' list". 13 May 2012. Archived from the original on 15 May 2012. Retrieved 7 March 2017.
- ↑ Seabrook, John. "Snacks for a Fat Planet". Retrieved 28 May 2013.