ଇଣ୍ତିଆ ଗେଟ
ଦେଖଣା
| India Gate | |
|---|---|
| India | |
< /●\~~••India Gate••~~/●\> | |
| Used for those deceased 1914-1921 | |
| Established | 10 February 1921 |
| Unveiled | 12 February 1931 |
| Location | 28°36′46.31″N 77°13′45.5″E / 28.6128639°N 77.229306°E |
| Designed by | Edwin Lutyens |
ଇଣ୍ଡିଆ ଗେଟ (ମୂଳ ରୂପରେ ଅଖିଳ ଭାରତୀୟ ଯୁଦ୍ଧ ସ୍ମାରକ କୁହାଯାଏ),ନୂଆ ଦିଲ୍ଲୀର ସେରେମୋନିଆଲ ଆକ୍ସିସର ପୂର୍ବ ପଟରେ ଅବସ୍ଥିତ ଥିବା ଏକ ଯୁଧ୍ୟ ସ୍ମାରକ ଅଟେ । ଇଣ୍ଡିଆ ଗେଟ ହେଉଛି ପ୍ରଥମ ବିଶ୍ୱଯୁଦ୍ଧ(୧୯୧୪-୧୯୨୧)ରେ ପ୍ରାଣ ହରାଇ ଥିବା ୮୨୦୦୦ ଭାରତୀୟ ସୈନ୍ୟମାନଙ୍କ ସ୍ମୃତି ।