ଆୟେଶା ଆଖତାର

ଉଇକିପିଡ଼ିଆ‌ରୁ
ଆୟେଶା ଆଖତାର
আয়েশা আক্তার
ଜାତୀୟତାବଙ୍ଗଳାଦେଶୀ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ–୧୯୯୫
ପୁରସ୍କାରବଙ୍ଗଳାଦେଶ ଚଳଚ୍ଚିତ୍ର ପୁରସ୍କାର

ଆୟେଶା ଆଖତାର ଜଣେ ବଙ୍ଗଳାଦେଶୀ ଚଳଚ୍ଚିତ୍ର ଅଭିନେତ୍ରୀ । ୧୯୮୨ ମସିହାରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ରଜନୀଗନ୍ଧା ପାଇଁ ତାଙ୍କୁ ତାଙ୍କୁ ବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ପୁରସ୍କାର ମିଳିଥିଲା ।

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ଦ ଫାଦର୍ (୧୯୭୯)[୧]
  • ରଜନୀଗନ୍ଧା (୧୯୮୨)
  • ନଦିର ନାମ ମଧୁମତି (୧୯୯୫)[୨]

ପୁରସ୍କାର[ସମ୍ପାଦନା]

ବର୍ଷ ପୁରସ୍କାର ବର୍ଗ ଚଳଚ୍ଚିତ୍ର ଫଳାଫଳ
୧୯୮୨ ବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ରଜନୀଗନ୍ଧା ବିଜେତା[୩]

ଆଧାର[ସମ୍ପାଦନା]

  1. বাবাকে নিয়ে নির্মিত বিশ্বের আলোচিত কিছু ছবি. Jugantor (in Bengali). 7 June 2018.
  2. দেশাত্মবোধক সিনেমা দেখুন, ঘরে বসেই. The Business Standard (in Bengali). 26 March 2020.
  3. জাতীয় চলচ্চিত্র পুরস্কার প্রাপ্তদের নামের তালিকা (১৯৭৫-২০১২) [List of the winners of National Film Awards (1975-2012)]. Bangladesh Film Development Corporation (in Bengali). Government of Bangladesh. Archived from the original on 23 December 2018. Retrieved 25 March 2019.

ବାହାର ଆଧାର[ସମ୍ପାଦନା]