ଆୟାସାମୀ ଦରୁଣ

ଉଇକିପିଡ଼ିଆ‌ରୁ
ଆୟାସାମୀ ଦରୁଣ
ଆୟାସାମୀ ଦରୁଣଙ୍କ ୨୦୧୬ ଗ୍ରୀଷ୍ମ କାଳୀନ ଓଲିଓମ୍ପିକ ସମୟର
ବ୍ୟକ୍ତିଗତ ତଥ୍ୟ
ଜନ୍ମ (1996-12-31) ୩୧ ଡିସେମ୍ବର ୧୯୯୬ (ବୟସ ୨୭)
ତାମିଲନାଡୁ, ଭାରତ
ଉଚ୍ଚତା177 ସେଣ୍ଟିମିଟର [୧]
ଓଜନ64 କିଲୋଗ୍ରାମ
Sport
ଦେଶ ଭାରତ
କ୍ରୀଡ଼ାଟ୍ରାକ ଏଣ୍ଡ ଫିଲ୍ଡ
Event(s)୪୦୦ ମିଟର , ୪୦୦ ମିଟର ହାର୍ଡଲ
Achievements and titles
Personal best(s)400 ମିଟର: 48.24 ସେକେଣ୍ଡ (ବାଙ୍ଗାଲୋର 2013)
400 ମିଟର ହାର୍ଡଲ: 50.51 ସେକେଣ୍ଡ (ବାଙ୍ଗାଲୋର 2016)

ଆୟାସାମୀ ଦରୁଣ (English: Ayyasamy Dharun) (ଜନ୍ମ ୩୧ ଡିସେମ୍ବର ୧୯୯୬) ଜଣେ ଭାରତୀୟ ଆଥେଲେଟିକ୍ସ ଅଟନ୍ତି ଯିଏ ୪୦୦ ମିଟର ହର୍ଡଲ ଇଭେଣ୍ଟ ପାଇଁ ଜଣାଯା'ନ୍ତି । ସେ 2016 ମସିହାରେ ବ୍ରାଜିଲର ରିଓ ଦି ଜେନେରିଓରେ ଆୟୋଜିତ କରାଯାଇଥିବା 2016 ଗ୍ରୀଷ୍ମ କାଳୀନ ଓଲିଓମ୍ପିକରେ କ୍ୱାଲିଫାଏ କରିଥିଲେ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଦରୁଣଙ୍କ ଜନ୍ମ ୧୯୯୬ ଡିସେମ୍ବର ୩୧ରେ ତାମିଲନାଡୁର ତିରୁପ୍ପୁର ଜେଲର ଖୁଥମପଳୟମ ଗ୍ରାମରେ ହୋଇଥିଲା ।[୨] ତାଙ୍କ ଭଉଣୀ ଜଣେ ଭଳିବଲ ଖେଳାଳୀ ଥିଲେ ଏବଂ ମା' ଜଣେ ଅଧ୍ୟାପିକା ଅଟନ୍ତି ।[୩]

ଦରୁଣ କର୍ଣ୍ଣାଟକରୁ ବ୍ୟଚଲର ଅଫ ଆର୍ଟସ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଥିଲେ ।[୪]

ଆଧାର[ସମ୍ପାଦନା]

  1. dharun Ayyasamy Dharun[permanent dead link]. rio2016.com
  2. "Exporters' assn gives 1 lakh to Olympian". The Times of India. 23 July 2016. Retrieved 23 अगस्त 2016. {{cite news}}: Check date values in: |accessdate= (help)
  3. "Ayyasamy Dharun Profile: 4x400m Relay". The Indian Express. 1 August 2016. Retrieved 23 अगस्त 2016. {{cite news}}: Check date values in: |accessdate= (help)
  4. Kumar, R Vimal (23 July 2016). "Youth from Avinashi qualifies for Olympics". The Hindu. PressReader. Retrieved 23 अगस्त 2016. {{cite news}}: Check date values in: |accessdate= (help)

ବାହାର ଲିଙ୍କ[ସମ୍ପାଦନା]