ଆୟାସାମୀ ଦରୁଣ
Appearance
ବ୍ୟକ୍ତିଗତ ତଥ୍ୟ | |
---|---|
ଜନ୍ମ | ତାମିଲନାଡୁ, ଭାରତ | ୩୧ ଡିସେମ୍ବର ୧୯୯୬
ଉଚ୍ଚତା | 177 ସେଣ୍ଟିମିଟର [୧] |
ଓଜନ | 64 କିଲୋଗ୍ରାମ |
Sport | |
ଦେଶ | ଭାରତ |
କ୍ରୀଡ଼ା | ଟ୍ରାକ ଏଣ୍ଡ ଫିଲ୍ଡ |
Event(s) | ୪୦୦ ମିଟର , ୪୦୦ ମିଟର ହାର୍ଡଲ |
Achievements and titles | |
Personal best(s) | 400 ମିଟର: 48.24 ସେକେଣ୍ଡ (ବାଙ୍ଗାଲୋର 2013) 400 ମିଟର ହାର୍ଡଲ: 50.51 ସେକେଣ୍ଡ (ବାଙ୍ଗାଲୋର 2016) |
ଆୟାସାମୀ ଦରୁଣ (English: Ayyasamy Dharun) (ଜନ୍ମ ୩୧ ଡିସେମ୍ବର ୧୯୯୬) ଜଣେ ଭାରତୀୟ ଆଥେଲେଟିକ୍ସ ଅଟନ୍ତି ଯିଏ ୪୦୦ ମିଟର ହର୍ଡଲ ଇଭେଣ୍ଟ ପାଇଁ ଜଣାଯା'ନ୍ତି । ସେ 2016 ମସିହାରେ ବ୍ରାଜିଲର ରିଓ ଦି ଜେନେରିଓରେ ଆୟୋଜିତ କରାଯାଇଥିବା 2016 ଗ୍ରୀଷ୍ମ କାଳୀନ ଓଲିଓମ୍ପିକରେ କ୍ୱାଲିଫାଏ କରିଥିଲେ ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଦରୁଣଙ୍କ ଜନ୍ମ ୧୯୯୬ ଡିସେମ୍ବର ୩୧ରେ ତାମିଲନାଡୁର ତିରୁପ୍ପୁର ଜେଲର ଖୁଥମପଳୟମ ଗ୍ରାମରେ ହୋଇଥିଲା ।[୨] ତାଙ୍କ ଭଉଣୀ ଜଣେ ଭଳିବଲ ଖେଳାଳୀ ଥିଲେ ଏବଂ ମା' ଜଣେ ଅଧ୍ୟାପିକା ଅଟନ୍ତି ।[୩]
ଦରୁଣ କର୍ଣ୍ଣାଟକରୁ ବ୍ୟଚଲର ଅଫ ଆର୍ଟସ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଥିଲେ ।[୪]
ଆଧାର
[ସମ୍ପାଦନା]- ↑ dharun Ayyasamy Dharun[permanent dead link]. rio2016.com
- ↑ "Exporters' assn gives 1 lakh to Olympian". The Times of India. 23 July 2016. Retrieved 23 अगस्त 2016.
{{cite news}}
: Check date values in:|accessdate=
(help) - ↑ "Ayyasamy Dharun Profile: 4x400m Relay". The Indian Express. 1 August 2016. Retrieved 23 अगस्त 2016.
{{cite news}}
: Check date values in:|accessdate=
(help) - ↑ Kumar, R Vimal (23 July 2016). "Youth from Avinashi qualifies for Olympics". The Hindu. PressReader. Retrieved 23 अगस्त 2016.
{{cite news}}
: Check date values in:|accessdate=
(help)
ବାହାର ଲିଙ୍କ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ Ayyasamy Dharun
ବାବଦରେ ମାଧ୍ୟମ ରହିଛି ।
- IAAF profile
- Rio 2016 profile Archived 2016-08-06 at the Wayback Machine.