ଆଶୁତୋଷ ମିଉଜିଅମ ଅଫ ଇଣ୍ଡିଆନ ଆର୍ଟ , କଲିକତା

ଉଇକିପିଡ଼ିଆ‌ରୁ

ଆଶୁତୋଷ ମିଉଜିଅମ ଅଫ ଇଣ୍ଡିଆନ ଆର୍ଟ , ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର କଲିକତାଠାରେ ଅବସ୍ଥିତ ଏକ ସ୍ୱତନ୍ତ୍ର ମିଉଜିଅମ । ଏହା କଲିକତା ବିଶ୍ୱବିଦ୍ୟାଳୟରେ ରହିଛି । ଏହା ସାର ଆଶୁତୋଷ ମୁଖାର୍ଜୀଙ୍କ ନାମାନୁସାରେ ନାମକରଣ ହୋଇଛି । ସାର ଆଶୁତୋଷ କ୍ରମାଗତ ଭାବେ 4 ଥର ପାଇଁ କୁଳପତି ରହିଥିଲେ ଓ ଏହି ସଂଗ୍ରହାଳୟ ଭାରତର ଏକମାତ୍ର ଆର୍ଟ ମିଉଜିଅମ ଯାହା ବିଶ୍ୱବିଦ୍ୟାଳୟରେ ରହିଛି । [୧]

ବିଭିନ୍ନ ସମୟର ଭାରତୀୟ କଳାକୁ ସାଇତି ରଖିବା ଉଦେଶ୍ୟରେ ଏହି ସଂଗ୍ରହାଳୟର ପ୍ରତିଷ୍ଠା ହେଇଥିଲା । ଏଠାରେ ବଙ୍ଗ କଳା ପ୍ରତି ସ୍ୱତନ୍ତ୍ର ଧ୍ୟାନ  ଦିଆଯାଏ । .[୨]

Notes[ସମ୍ପାଦନା]

  1. {{cite web}}: Empty citation (help)
  2. Goswami, Niranjan (2012). "Asutosh Museum of Indian Art". In Jamal, Ahmed A. (ed.). Banglapedia: National Encyclopedia of Bangladesh (Second ed.). Asiatic Society of Bangladesh. {{cite book}}: Missing |editor1= (help)