ଆଶା ବରଦଳାଇ
ଦେଖଣା
ଆଶା ବରଦଳାଇ | |
|---|---|
୨୦୧୫ରେ ଆଶା | |
| ଜନ୍ମ | ବ୍ରହ୍ମପୁର, ନାଗାଓଁ ଜିଲ୍ଲା, ଆସାମ |
| ଶିକ୍ଷା | କଳାରେ ସ୍ନାତକ |
| ବୃତ୍ତିସମୂହ |
|
| ସକ୍ରିୟ ବର୍ଷ | ୧୯୯୨–ଏବେଯାଏଁ |
| ରାଜନୈତିକ ଦଳ | ଭାରତୀୟ ଜନତା ପାର୍ଟି |
| ସାଂସ୍କୃତିକ ସଭାପତି, ଭାରତୀୟ ଜନତା ଯୁବ ମୋର୍ଚ୍ଚା | |
| Assumed office ୨ ସେପ୍ଟେମ୍ବର ୨୦୨୦ | |
ଆଶା ବରଦଳାଇ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ଅହମିୟା ଭାଷାର କଥାଚିତ୍ର ଜଗତରେ ସକ୍ରିୟ । ସେ ଅନେକ ଅହମିୟା ଚଳଚ୍ଚିତ୍ର ଏବଂ ମଞ୍ଚ ନାଟକରେ ଅଭିନୟ କରିଛନ୍ତି । ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର କଥାନଡ଼ିରେ ସେ ମାଳତି ଭୂମିକା ପାଇଁ ଜଣାଶୁଣା ।[୧][୨][୩]
ପ୍ରାଥମିକ ଜୀବନ ଏବଂ ଶିକ୍ଷା
[ସମ୍ପାଦନା]ସେ ଆସାମର ନାଗାଓଁ ଜିଲ୍ଲାର ବ୍ରହ୍ମପୁରଠାରେ ଜନ୍ମଗ୍ରହଣ କରିଥିଲେ ।
ରାଜନୈତିକ ଜୀବନ
[ସମ୍ପାଦନା]ସେ ଆସାମ ରାଜନୀତିରେ ଭାରତୀୟ ଜନତା ପାର୍ଟିରେ ସକ୍ରିୟ ଅଛନ୍ତି । ସେ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ସାଂସ୍କୃତିକ କମିଟି ଦାୟିତ୍ୱରେ କାର୍ଯ୍ୟ କରୁଛନ୍ତି ।[୪][୫][୬]
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ନିର୍ଦ୍ଦେଶକ |
|---|---|---|
| ୨୦୦୪ | ମନତ ବିରିନାର ଜୁଇ | ଅଶୋକ କୁମାର ବିଶାୟା |
| ୨୦୦୯ | ଜୀବନ ବାଟର ଲୋଗୋରି | ତିମୋଥି ଦାସ ହାଞ୍ଚେ |
| ୨୦୧୩ | ଦ୍ୱାର | ବିଦ୍ୟୁତ୍ ଚକ୍ରବର୍ତ୍ତୀ |
| ୨୦୧୫ | କଥାନଡ଼ି | ଭାସ୍କର ହଜାରିକା |
ଦୂରଦର୍ଶନ
[ସମ୍ପାଦନା]- ଜୁନବାଇ
- ଅନୁରାଗ
- ଉମାଲ ବୁକୁର ଜେଜର କାହିନୀ
- ସାବାଡ଼
- ଜୀବନ୍ ଡଟ୍ କମ୍
- ମୁଖା
- ଅଞ୍ଜଳି
ମଞ୍ଚ ନାଟକ
[ସମ୍ପାଦନା]- ସିରାଜ
ଆଧାର
[ସମ୍ପାଦନା]- ↑ "Assamese film 'Kothanodi' is a set of grim tales involving infanticide, witchcraft and possession". Scroll (in ଇଂରାଜୀ). Archived from the original on 17 September 2015. Retrieved 16 September 2015.
- ↑ "And the river flows to tell the tales: Kothanodi". The Hindu (in ଇଂରାଜୀ). Archived from the original on 13 November 2016. Retrieved 25 May 2016.
- ↑ "Asha Bordoloi-website launched". The Telegraph (in ଇଂରାଜୀ). India. Archived from the original on 9 February 2022. Retrieved 14 August 2018.
- ↑ "Assam actor Asha Bordoloi who took part in anti-CAA agitation joins BJP party". The Sentinel (in ଇଂରାଜୀ). Archived from the original on 19 August 2020. Retrieved 18 August 2020.
- ↑ "Actress Asha Bordoloi, Singer Vidyasagar Join BJP". Pratidin Time (in ଇଂରାଜୀ). Retrieved 18 August 2020.
{{cite web}}: CS1 maint: url-status (link)[permanent dead link] - ↑ "Assam artistes Vidya Sagar, Asha Bordoloi join BJP". News Live (in ଇଂରାଜୀ). Archived from the original on 9 February 2022. Retrieved 18 August 2020.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଆଶା ବରଦଳାଇ