ଆଲ୍ଭିନ କାଳୀଚରଣ
ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | Alvin Isaac Kallicharran | |||||||||||||||||||||||||||||||||||||||||||||||||||||||||||||||||
ଡାକ ନାମ | Kalli | |||||||||||||||||||||||||||||||||||||||||||||||||||||||||||||||||
ଉଚ୍ଚତା | 1.64 m (5 ft 5 in) | |||||||||||||||||||||||||||||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | ବାମ-ହାତି ବ୍ୟାଟସ୍ ମ୍ୟାନ୍ | |||||||||||||||||||||||||||||||||||||||||||||||||||||||||||||||||
ବୋଲିଂ ପ୍ରକାର | Right-arm off break | |||||||||||||||||||||||||||||||||||||||||||||||||||||||||||||||||
ଭୂମିକା | Batsman | |||||||||||||||||||||||||||||||||||||||||||||||||||||||||||||||||
ସମ୍ପର୍କୀୟ | D. I. Kallicharran (brother), M. V. Nagamootoo (nephew) | |||||||||||||||||||||||||||||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
National side | ||||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଟେଷ୍ଟ (cap 144) | 6 April 1972 v New Zealand | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଟେଷ୍ଟ | 4 January 1981 v Pakistan | |||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଦିନିକିଆ (cap 7) | 5 September 1973 v England | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଦିନିକିଆ | 4 February 1981 v England | |||||||||||||||||||||||||||||||||||||||||||||||||||||||||||||||||
ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
Years | Team | |||||||||||||||||||||||||||||||||||||||||||||||||||||||||||||||||
1967–1981 | Guyana | |||||||||||||||||||||||||||||||||||||||||||||||||||||||||||||||||
1971–1990 | Warwickshire | |||||||||||||||||||||||||||||||||||||||||||||||||||||||||||||||||
1972–1974 | Berbice | |||||||||||||||||||||||||||||||||||||||||||||||||||||||||||||||||
1977–1978 | Queensland | |||||||||||||||||||||||||||||||||||||||||||||||||||||||||||||||||
1981–1984 | Transvaal | |||||||||||||||||||||||||||||||||||||||||||||||||||||||||||||||||
1984–1988 | Orange Free State | |||||||||||||||||||||||||||||||||||||||||||||||||||||||||||||||||
1984–1987 | Impalas | |||||||||||||||||||||||||||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: Cricinfo, 2 July 2013 |
ଆଲ୍ଭିନ ଆଇଜାକ କାଳୀଚରଣ (ଜନ୍ମ ୨୧ ମାର୍ଚ୍ଚ୍ ୧୯୪୯ ) ଜଣେ ପୂର୍ବତନ ୱେଷ୍ଟ ଇଣ୍ଡିଜର ଜାତୀୟ କ୍ରିକେଟ ଖେଳାଳି । ସେ ଇଣ୍ଡୋ- ଗୁଏନିଜ ବଂଶର ଜନ୍ମିତ ଥିଲେ ଓ ୱେଷ୍ଟ ଇଣ୍ଡିଜ ପାଇଁ ୧୯୭୨ ମସିହାରୁ ୧୯୮୧ ମସିହା ଯାଏ ଖେଳିଥିଲେ । ତାଙ୍କର ଜନ୍ମ ବ୍ରିଟିଶ ଗୁଏନାରେ ( ବର୍ତ୍ତମାନ ଗୁଏନା ) ହୋଇଥିଲା । ତାଙ୍କ ଭାଇ ଡେରେକ ଗୁଏନ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିଲେ ଓ ପରେ ଆମେରିକା ଯୁକ୍ତରାଷ୍ଟ୍ରରେ ଖେଳିଥିଲେ । କାଳୀଚରଣ ତାଙ୍କର ସତର୍କ ତଥା ନିଖୁଣ ବ୍ୟାଟିଂ ପାଇଁ ଜଣାଶୁଣା ଥିଲେ । ୧୯୭୩ ମସିହାରେ ବିଖ୍ୟାତ " ୱିସଡେନ" ପତ୍ରିକାର " ୱିସଡେନ କ୍ରିକେଟର ଓଫ ଦି ଇୟର " ପୁରସ୍କାର ପାଇଥିଲେ । ସେ ଜଣେ ବାମ ହାତି ବେତସମେନ ଓ ଡାହାଣହାତୀ ଅଫ- ସ୍ପିନ ବୋଲର । ସେ ୧୯୭୫ ଓ ୧୯୭୯ ବିଶ୍ୱକପ ବିଜେତା ୱେଷ୍ଟ ଇଣ୍ଡିଜ ଦଳର ସଦସ୍ୟ ଥିଲେ ।ତାଙ୍କର ସର୍ବାଧିକ ସ୍କୋର ୧୮୭ ଭାରତ ବିରୁଦ୍ଧରେ ୧୯୭୮-୭୯ ମସିହାର ୱେଷ୍ଟ ଇଣ୍ଡିଜର ଟୁରରେ ହେଇଥିଲା । ବ୍ରିଟିଶ ଘରେଇ କ୍ରିକେଟରେ ସେ ୱାରବିକଶଇୟାର ତରଫରୁ ସଫଳତାର ସହ ବହୁ ବର୍ଷ ଖେଳିଥିଲେ । ୧୯୮୬ ମସିହାରେ ସେ ନାଟୱେଷ୍ଟ ଟ୍ରଫି ପାଇଁ ସେହି ଦଳ ତରଫରୁ ଅକ୍ସଫୋର୍ଡଶାଇଆର ବିରୁଦ୍ଧରେ ଏକ ଏକଦିବଶୀୟ ମେଚରେ ସେ ୨୦୬ ରଣ କରିବା ସହ ୩୨ ରନ ଦେଇ ୬ଟି ୱିକେଟ ନେଇଥିଲେ । .[୧]
ଇଂଲଣ୍ଡ ବିରୁଦ୍ଧ ଏକ ଟେଷ୍ଟ ମେଚର ପ୍ରଥମ ଦିବସରେ ସେ ୧୫୮ ରନ୍ କଳା ପରେ ବିବାଦୀୟ ପରିସ୍ଥିତିରେ ଶେଷ ବଲରେ ଟନୀ ଗ୍ରେଙ୍କଦ୍ୱାରା ରନ ଆଉଟ ହେଇ ଚର୍ଚ୍ଚିତ ହେଇଥିଲେ । ସେ ୧୯୭୭ ମସିହାରେ ବିଦ୍ରୋହୀ ବିଶ୍ୱ ସିରିଜ କ୍ରିକେଟରେ ଯୋଗ ଦେବାରେ ବିଫଳ[୨] ହେବା ପରେ ୱେଷ୍ଟ ଇଣ୍ଡିଜ ଜାତୀୟ ଦଳର ଅଧିନାୟକ ଭାବରେ ନିଯୁକ୍ତ ହେଇଥିଲେ । କିନ୍ତୁ ତାହା ପରେ ସେ ଦକ୍ଷିଣ ଆଫ୍ରିକାକୁ ଏକ ଅଣ - ଅଫିସିଆଲ ବିଦ୍ରୋହୀ ଟୁରରେ ଯାଇ କ୍ରିକେଟରେ ଜାତିବାଦ ବିରୋଧୀ ଆନ୍ଦୋଳନକାରୀଙ୍କ ସମ୍ମୁଖୀନ ହେଇଥିଲେ ।ଉଲ୍ଲେଖଯୋଗ୍ୟ ଯେ , ସେ ସମୟରେ ଦକ୍ଷିଣ ଆଫ୍ରିକାକୁ ବିଶ୍ୱ ସମୁଦାୟ ଜାତିଭେଦ ନୀତି ଅବଲମ୍ବନ କରୁଥିବାରୁ ସମସ୍ତ ପ୍ରକାର ଖେଳରୁ ବାସନ୍ଦ କରିଥିଲେ । ଏହା ପରେ ସେ ଦକ୍ଷିଣ ଆଫ୍ରିକାର ଅରେଞ୍ଜ ଫ୍ରି ଷ୍ଟେଟ ଓ ଟ୍ରାନସଭାଲ ତରଫରୁ ଖେଳିଥିଲେ ।
ବର୍ତ୍ତମାନ କାଳୀଚରଣ ଯୁକ୍ତରାଷ୍ଟ୍ର ଆମେରିକାର ନର୍ଥ କାରୋଲିନାରେ ଅବସ୍ଥାନ କରି ସେଠାରେ ଯୁବକମାନଙ୍କୁ କ୍ରିକେଟ କୋଚିଙ୍ଗ ପ୍ରଦାନ କରୁଛନ୍ତି ।
ଅନ୍ତର୍ଜାତିକ ଇଣ୍ଟର୍ନେଟ ସଂସ୍ଥାନ UiTV କନ୍ନେକ୍ଟ ନାମକ କମ୍ପାନୀର ସେ ବର୍ତ୍ତମାନ ବ୍ରାଣ୍ଡ ଆମ୍ବାସାଡର ଭାବରେ ରହିଛନ୍ତି । [୩][୪]
ଆଧାର
[ସମ୍ପାଦନା]- ↑ "Warwickshire v Oxfordshire at Birmingham, 4 Jul 1984". Uk.cricinfo.com. Retrieved 19 January 2012.
- ↑ His attempt to join Packer foundered when it was discovered he had contravened a contract with a Queensland radio station but instead took on the captaincy of West Indies in 1977-8 when Clive Lloyd resigned over the Packer issue. http://www.espncricinfo.com/westindies/content/player/52285.html
- ↑ Roy, Nisha (2013-02-12). "UiTV Connect: UiTV Connect Brand Ambassador, Alvin Kallicharran". Uitvconnects.blogspot.co.uk. Retrieved 2014-08-01.
- ↑ "Welcome to UITV Internet Television, High Definition Internet Television, Online Movie Trailers, Live Telecast Matches, Music, Entertainment, Lifestyle Videos, Online Movies". Uitvconnect.com. Retrieved 2014-08-01.