ଆଲୋଚନା:ୟଶ ଚୋପ୍ରା

Page contents not supported in other languages.
ଉଇକିପିଡ଼ିଆ‌ରୁ

ୟଶ ଚୋପ୍ରା ଠିକ ନାଁ ଯଶ ଚୋପ୍ରା ଠିକ? ଓଡ଼ିଆ ଉଚ୍ଚାରଣ ଅନୁସାରେ ଯଶ ଚୋପ୍ରା ହେବା ଉଚିତ ।--ସୁଭାସିସ ପାଣିଗାହିମୋତେ କହିବେ କିଛି? ୦୯:୧୪, ୨୪ ଅକ୍ଟୋବର ୨୦୧୨ (UTC)

'ଯଶ' ଓଡ଼ିଆ ବନାନ ଅନୁସାରେ ଠିକ ହେବ । 'ୟଶ' ର ଓଡିଆରେ କୌଣସି ଅର୍ଥ ନହିଁ । କିନ୍ତୁ ତାଙ୍କୁ ସମସ୍ତେ ୟଶ ନାଁ ରେ ହିଁ ଜାଣନ୍ତି ଓ ୟଶ ହିଁ ଡାକନ୍ତି । --ଶିତିକଣ୍ଠ ଦାଶ (ମୋ ଆଲୋଚନା) ୦୭:୨୫, ୨୫ ଅକ୍ଟୋବର ୨୦୧୨ (UTC)
ହିନ୍ଦୀରେ ତ ଚୋପ୍ରା ନଲେଖି ଚୋପଡା ଲେଖାଯାଉଛି , ଇଂରାଜୀରେ 'ଡ଼' କୁ 'ର' କରିଦିଆଯାଏ , ତାଙ୍କ ଉଚ୍ଚାରଣକୁ ନେଇ । ଆମର ଇଂରାଜୀ କିମ୍ବା ହିନ୍ଦୀର ଅବିକଳ ନକଲ କରିବାର ଆବଶ୍ୟକତା ନହିଁ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୯:୦୭, ୨୯ ଅକ୍ଟୋବର ୨୦୧୨ (UTC)