ଆଲୋଚନା:ଭୂବନାନନ୍ଦ ଦାସ

Page contents not supported in other languages.
ଉଇକିପିଡ଼ିଆ‌ରୁ



ଭୂବନାନନ୍ଦ ଦାସ ଙ୍କ ନାତି ସ୍ମୃତି ରଞ୍ଜନ ଦାସ ଗାଁ କୁରଞ୍ଜି ପୁର[ସମ୍ପାଦନା]

ବାପା ଙ୍କ ନାମ ଥିଲା  କାନୁନୁଗୋ ରାମଚନ୍ଦ୍ର ଦାସ ତାଙ୍କ ଘର ବର୍ତମାନର ଖୋର୍ଦ୍ଧା ଜିଲ୍ଲା ,ବାଲିପାଟଣା  ବ୍ଲକ ,

ସେ ପୁରୀ ଇଲେକ୍ଟ୍ରି କଂପିନ  ର ପ୍ରତିଷ୍ଠାତା ଥିଲା . 1930-31 ମସିହାରେ ବିଲାତ ରେରେ ଅନୁଷ୍ଠିତ ଗୋଲ ଟେବୁଲ ବୈଠକ ରେ ଓଡ଼ିଶାର ପ୍ରତି ନିଧି  କରି ଥିଲା .

ତାଙ୍କ ବାପାଙ୍କ ନାମରେ ଗାଁ  ରେ ସ୍କୁଲ ନରିମାଣ କରିଥିଲା . ସେ 4 ଭାଇ ଥିଲେ 1-ରାଘବାନନ୍ଦ ଦାସ 2-ବିଚିତ୍ର ନନ୍ଦ ଦାସ 3-ଭୁବନନ୍ଦ ଦାସ 4-ବ୍ରମା ନନ୍ଦ ଦାସ 2401:4900:7068:4055:CE6:2B00:7DEC:9FD7 ୨୧:୧୪, ୬ ମଇ ୨୦୨୩ (IST)[reply]