ଆଲୋଚନା:ବାଲିଯାତ୍ରା
ଦେଖଣା
ଏହା ଏକ ଆଲୋଚନା , ଯେଉଁଠି ଆପଣ ପ୍ରସଙ୍ଗଟିକୁ ଉନ୍ନତ କରିବା ନିମନ୍ତେ ବାଲିଯାତ୍ରା article. | |||
---|---|---|---|
|
|
internal link
[ସମ୍ପାଦନା]ମୁଁ ଭାବୁଛି "କାର୍ତ୍ତିକ ପୂର୍ଣ୍ଣିମା" ଅଲଗା ଅଲଗା ଦୁଇଟି ଲିଙ୍କ ନଦେଇ ଗୋଟିଏ ଲିଙ୍କ ଦେବା ଠିକ ହେବ , ମାନେ "କାର୍ତ୍ତିକ" ପାଇଁ ଅଲଗା ଓ "ପୂର୍ଣ୍ଣିମା" ପାଇଁ ଅଲଗା ଇଣ୍ଟେର୍ନାଲ ଲିଙ୍କ ଦେବା ବଦଳରେ "କାର୍ତ୍ତିକ ପୂର୍ଣ୍ଣିମା" ପାଇଁ ଗୋଟିଏ ଲିଙ୍କ ରହୁ । ଅଲଗା ଅଲଗା ଲିଙ୍କ କିଛି ପରିପ୍ରେକ୍ଷୀରେ ଠିକ ବି ହୋଇପାରେ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୨୧:୨୭, ୪ ଡିସେମ୍ବର ୨୦୧୨ (UTC)