ଆଲୋଚନା:ବନ୍ଦେ ଉତ୍କଳ ଜନନୀ
ଦେଖଣା
ଏହା ଏକ ଆଲୋଚନା , ଯେଉଁଠି ଆପଣ ପ୍ରସଙ୍ଗଟିକୁ ଉନ୍ନତ କରିବା ନିମନ୍ତେ ବନ୍ଦେ ଉତ୍କଳ ଜନନୀ article. | |||
---|---|---|---|
|
|
ଉଇକିପ୍ରକଳ୍ପ ଓଡ଼ିଆ ସାହିତ୍ୟ | (Rated Start-class) | ||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|
|
ବନ୍ଦେ ଉତ୍କଳଜନନି
[ସମ୍ପାଦନା]- ଜନନି-ସଂବୋଧନେ ମାତ୍ରା ହ୍ରସ୍ୱ। ଉଚ୍ଚାରଣ ପ୍ଳୁତ।
- ସମାସନିଷ୍ପନ୍ନଶବ୍ଦପଦ ଏକପଦ । ସଂହିତୈକପଦା ନିତ୍ୟା, ନିତ୍ୟା ଧାତୂପସର୍ଗୟୋଃ । ନିତ୍ୟା ସମାସେ, ବାକ୍ୟେ ତୁ ସା ବିବକ୍ଷାମ୍ଅପେକ୍ଷତେ । ଓଡ଼ିୟା ପ୍ରାୟତଃ ସଂସ୍କୃତବ୍ୟାକରଣାନୁସାରିଣୀ ।
- ସମଗ୍ରଗୀତଟିରେ ଉତ୍କଳଜନନୀଙ୍କୁ ସଂବୋଧନ ! କରାଯାଇଛି, କେତେକ ମାତ୍ର ପଦ ବା ପାଦରେ ନୁହେଁ ।
- ପୁଣ୍ୟ। ପୂଣ୍ୟ ନୁହେଁ। ଏ ସମସ୍ତ ମୋର ସାମାନ୍ୟ ଭାଷାବ୍ୟାକରଣଜ୍ଞାନରୁ କହୁଛି ଓ ସେହି ଜ୍ଞାନରେ ସଂଶୋଧୁଛି । କବିଙ୍କ ମୂଳ ହାତଲେଖା ଦେଖି ନାହିଁ । ବିଜ୍ଞପାଠକେ ତ୍ରୁଟି ଦେଖିଲେ ଜଣାଇଲେ ଠିକ୍ ଶିଖିବି, ଅନ୍ୟେ ବି ଠିକ୍ ଜାଣିବେ ।
- ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷା । ତେଣୁ ଏହାର ବ୍ୟାକରଣ ଭିନ୍ନ ଓ ସଂସ୍କୃତର ଅନୁସାରିଣୀ ନୁହେଁ । ତା ଛଡ଼ା ମୂଳ ଲେଖାରେ ବ୍ୟାକରଣିକ ଭୁଲଭଟକା ଦେଖିବ ଦଳାଇବା ଲେଖକୀୟ ମର୍ଯ୍ୟାଦାର ଅନାଦର ହେବ । ଏଣୁ "ବନ୍ଦେ ଉତ୍କଳ ଜନନୀ" ଲେଖାଟିକୁ ପଛକୁ ଫେରାଇ ଦିଆଗଲା । ତେବେ ଏ ବାବଦେ ଆଉ କିଛି ଆଲୋଚିବାକୁ ଚାହିଁଲେ ଆଲୋଚନା:ବନ୍ଦେ ଉତ୍କଳ ଜନନୀ ପୃଷ୍ଠାରେ ଲେଖିପାରିବେ, ଏଠାରେ ନୁହେଁ । --ସୁଭାସିସ ପାଣିଗାହି (ଆଳାପ) ୧୯:୩୦, ୧୬ ମାର୍ଚ୍ଚ ୨୦୧୫ (UTC)