ଆଲୋଚନା:କ୍ୟାଲସିଅମ
(ଆଲୋଚନା:ଧାତୁସାରରୁ ଲେଉଟି ଆସିଛି)
ଧାତୁସାର ମାନେ calcium ନୁହେଁ । ଏହା ଖାଦ୍ୟ ଭାବେ ବ୍ୟବହୃତ ଖଣିଜ ଲବଣ ବା minerals ର ଅନ୍ୟ ନାମ ଅଟେ । କ୍ୟାଲ୍ସିଅମ ଏହି ଖଣିଜ ଲବଣ ଭିତରୁ ଗୋଟିଏ ଅଟେ । ଇଂରାଜି- en:Dietary mineral --ଶିତିକଣ୍ଠ (ଆଲୋଚନା) ୧୫:୨୫, ୨୮ ଅକ୍ଟୋବର ୨୦୧୩ (UTC)