ଆଲୋଚନା:ଦାସିଆ ବାଉରୀ

Page contents not supported in other languages.
ଉଇକିପିଡ଼ିଆ‌ରୁ

ଦାସିଆ ବାଉରୀ ଲେଖାଟିକୁ ସୁଧାରିବା ପାଇଁ କିଛି ଆଧାର[ସମ୍ପାଦନା]

ସନ୍ତୋଷ, ଲେଖାଟି ଆରମ୍ଭ କରିବା ପାଇଁ ଅଶେଷ ସାଧୁବାଦ । ତେବେ କେବଳ ଇନଫୋବକ୍ସ ନୁହେଁ ଆଉ କିଛି ଲେଖା ବି ଲେଖିଲେ ଏହା ସମ୍ପୂର୍ଣ୍ଣ ହେବ । ତଳେ କିଛି ଆଧାର ଦେଲି, ସେସବୁରୁ ତଥ୍ୟ ନେଇ ଲେଖିବା କାମରେ ଆସିବ:

--ସୁଭାସିସ ପାଣିଗାହି (ଆଳାପ) ୧୬:୪୧, ୨୨ ଅଗଷ୍ଟ ୨୦୧୫ (UTC)