ଆଲୋଚନା:ଟେଲୁରିୟମ

Page contents not supported in other languages.
ଉଇକିପିଡ଼ିଆ‌ରୁ

ମୋ ମତରେ ଟେଲୁରିୟମ' ବଦଳରେ ଟେଲୁରିଅମ ଠିକ ହେବ, ଯେମିତି ସୋଡ଼ିଅମ, ପୋଟାସିଅମ, ପ୍ଲୁଟୋନିଅମ ଆଦି । ହିନ୍ଦୀ ଆଦିରେ ସେମିତି ଉଚ୍ଚାରଣ ହୁଏ ବୋଲି ସେମାନେ ବୋଧେ "ୟ" ବ୍ୟ‌ବ‌ହାର କରୁଥିବେ, ହେଲେ ଓଡ଼ିଆରେ ଟେଲୁରିଅମ ଠିକ ହେବନି କି? --ସୁଭାସିସ ପାଣିଗାହିମୋତେ କହିବେ କିଛି? ୦୬:୧୧, ୨୦ ଅପ୍ରେଲ ୨୦୧୩ (UTC)

ମୂଳ ନାଁ ଟେଲୁରିଅମ ଅଛି, ମୁଁ ଖାଲି ଟେଲୁରିୟମ କୁ ସେଠାକୁ redirect କରି ଦେଇଛି । କାଳେ କେହି ଖୋଜିଲା ବେଳେ ହଇରାଣ ହେବେ ବୋଲି । ଏମିତି କଲେ କଣ କିଛି ଅସୁବିଧା ଅଛି କି ?--ଶିତିକଣ୍ଠ (ଆଲୋଚନା) ୦୬:୫୮, ୨୦ ଅପ୍ରେଲ ୨୦୧୩ (UTC)
ଧନ୍ୟବାଦ, କାହିଁକି ନା ମୋର ସବୁବେଳେ ଗୋଟିଏ ଅଡୁଆ ରହୁଥିଲା କେଉଁ ବନାନଟା ଠିକ ହବ । :) --ଶିତିକଣ୍ଠ (ଆଲୋଚନା) ୦୭:୦୧, ୨୦ ଅପ୍ରେଲ ୨୦୧୩ (UTC)