ଆଲୋଚନା:ଟାଇରାନୋସର

Page contents not supported in other languages.
ଉଇକିପିଡ଼ିଆ‌ରୁ

ସଂପାଦନା[ସମ୍ପାଦନା]

ବଟ-ଛାଞ୍ଚ ଥିବାରୁ ମୂଳ ପ୍ରସଙ୍ଗରେ ପରିବର୍ତ୍ତନ ନ କରି ଏଠାରେ କଲି। ପରିଚାଳକଗଣ ଙ୍କୁ ଅନୁରୋଧ ଏଠାରୁ ତଥ୍ଯ ନେଇ ମୂଳ ପ୍ରସଙ୍ଗରେ ଲେଖି ଦିଅନ୍ତୁ।

  • ନାମ ପରିବର୍ତ୍ତନ - "ଟାଇରାନୋସର", " ଟୁରାନୋସର", "ଟାଇରାଣ୍ଟସର", ସମସ୍ତଙ୍କୁ ଇଂରାଜୀ ନିରୁକ୍ତି ଅନୁକରଣରେ ଗ୍ରୀକ୍ τύραννος (ଟୁରାନୋସ) ରୁ ଅଣାଯାଇଛି । (ଉପରଲିଖିତ କୌଣସି ଗୋଟିଏ ନାମରେ ଏହି ପ୍ରସଙ୍ଗଟିକୁ ଘୁଞ୍ଚାଇ ଦିଆଯାଇପାରେ, ଯଦି ପରିଚାଳକଗଣଙ୍କୁ ନାମ ଗୁଡିକ ଠିକ୍ ଲାଗେ ।)
ଟାଇରାନୋସର
ଜୀବାଶ୍ମ କାଳ:
ଉପର କ୍ରେଟାସୀୟ 68 – 66 mya
ଟାଇରାନୋସରର କଙ୍କାଳ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
ଗୋଷ୍ଠୀ: ଡାଇନୋସରିଆ
ଗୋଷ୍ଠୀ: ଥେରୋପୋଡ଼ା
କୁଳ: ଟାଇରାନୋସରିଡେ
ବିଭାଗ: ଟାଇରାନୋସରସ
ଜାତି: ଟ ରେକ୍ସ
ବାଇନୋମିଆଲ ନାମ
ଟ ରେକ୍ସ

ଟାଇରାନୋସର, ଏକ ସେଲ୍ଯୁରୋସୀୟ ଥେରୋପଦୀ ଡାଇନୋସରର ପ୍ରଜାତି ଅଟେ । ଜାତି ଟାଇରାନୋସର ରେକ୍ସ (ରେକ୍ସ - ଲାଟିନ - ରାଜା) ହେଉଛି ଏହି ପ୍ରଜାତିର ବହୁ ବିଖ୍ଯାତ ଜୀବ । ଟାଇରାନୋସରମାନେ ବର୍ତ୍ତମାନର ଉତ୍ତର ଆମେରିକାର ପଶ୍ଚିମ ଭାଗରେ, ଅତୀତର ଏକ ଦ୍ୱୀପୀୟ ମହାଦେଶ, ଲାରାମିଡିଆରେ ରହୁଥିଲେ ।