ଆଲୋଚନା:ଟାଇରାନୋସର
ଦେଖଣା
ସଂପାଦନା
[ସମ୍ପାଦନା]ବଟ-ଛାଞ୍ଚ ଥିବାରୁ ମୂଳ ପ୍ରସଙ୍ଗରେ ପରିବର୍ତ୍ତନ ନ କରି ଏଠାରେ କଲି। ପରିଚାଳକଗଣ ଙ୍କୁ ଅନୁରୋଧ ଏଠାରୁ ତଥ୍ଯ ନେଇ ମୂଳ ପ୍ରସଙ୍ଗରେ ଲେଖି ଦିଅନ୍ତୁ।
- ନାମ ପରିବର୍ତ୍ତନ - "ଟାଇରାନୋସର", " ଟୁରାନୋସର", "ଟାଇରାଣ୍ଟସର", ସମସ୍ତଙ୍କୁ ଇଂରାଜୀ ନିରୁକ୍ତି ଅନୁକରଣରେ ଗ୍ରୀକ୍ τύραννος (ଟୁରାନୋସ) ରୁ ଅଣାଯାଇଛି । (ଉପରଲିଖିତ କୌଣସି ଗୋଟିଏ ନାମରେ ଏହି ପ୍ରସଙ୍ଗଟିକୁ ଘୁଞ୍ଚାଇ ଦିଆଯାଇପାରେ, ଯଦି ପରିଚାଳକଗଣଙ୍କୁ ନାମ ଗୁଡିକ ଠିକ୍ ଲାଗେ ।)
ଟାଇରାନୋସର ଜୀବାଶ୍ମ କାଳ:
ଉପର କ୍ରେଟାସୀୟ 68 – 66 mya | |
---|---|
ଟାଇରାନୋସରର କଙ୍କାଳ | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ମହାଶ୍ରେଣୀ: | ଟେଟ୍ରାପୋଡା |
ଗୋଷ୍ଠୀ: | ଡାଇନୋସରିଆ |
ଗୋଷ୍ଠୀ: | ଥେରୋପୋଡ଼ା |
କୁଳ: | †ଟାଇରାନୋସରିଡେ |
ବିଭାଗ: | †ଟାଇରାନୋସରସ |
ଜାତି: | †ଟ ରେକ୍ସ |
ବାଇନୋମିଆଲ ନାମ | |
†ଟ ରେକ୍ସ |
ଟାଇରାନୋସର, ଏକ ସେଲ୍ଯୁରୋସୀୟ ଥେରୋପଦୀ ଡାଇନୋସରର ପ୍ରଜାତି ଅଟେ । ଜାତି ଟାଇରାନୋସର ରେକ୍ସ (ରେକ୍ସ - ଲାଟିନ - ରାଜା) ହେଉଛି ଏହି ପ୍ରଜାତିର ବହୁ ବିଖ୍ଯାତ ଜୀବ । ଟାଇରାନୋସରମାନେ ବର୍ତ୍ତମାନର ଉତ୍ତର ଆମେରିକାର ପଶ୍ଚିମ ଭାଗରେ, ଅତୀତର ଏକ ଦ୍ୱୀପୀୟ ମହାଦେଶ, ଲାରାମିଡିଆରେ ରହୁଥିଲେ ।