ଆଲୋଚନା:ଚୋଡ଼ଗଙ୍ଗ ଦେବ

Page contents not supported in other languages.
ଉଇକିପିଡ଼ିଆ‌ରୁ

ଅନନ୍ତବର୍ମନ ଚୋଡ଼ଗଙ୍ଗଦେବ ଥିଲେ ଜଣେ ସାହିତ୍ୟିନୁରାଗୀ ଶାସକ । ତାଙ୍କର ପୃଷ୍ଠପୋଷକତାରେ ଜ୍ୟୋତିର୍ବିଦ୍ ସଦାନନ୍ଦ ଭାସ୍ଵତୀ ନାମକ ଗ୍ରନ୍ଥ ରଚନା କରିଥିଲେ । ଏହି ପୁସ୍ତକରେ ଗ୍ରହ ଓ ନକ୍ଷତ୍ରଗୁଡିକର ସ୍ଥିତି ଓ ଚଳନ ବିଷୟକ ତଥ୍ୟ ଉଲ୍ଲିଖିତ ।