ଆଲୋଚନା:ଗାଲିଲିଓ

Page contents not supported in other languages.
ଉଇକିପିଡ଼ିଆ‌ରୁ

ଗାଲିଲିଓ ପୃଷ୍ଠଟି ଏବେ ତିଆରି ହଉଛି । ହୁଏତ କିଛି ଦିନ ଲାଗିପାରେ । କିଛି ଶବ୍ଦର ଓଡିଆ ପ୍ରତିଶବ୍ଦ ଜାଣିବାକୁ ଚାହୁଁଛି : kinametics ,Dynamatics etc । ଏହା ଛଡା timeline କୁ ମଧ୍ୟ ଓଡିଆରେ ଅନୁବାଦ କରିବାକୁ ପଡିବ । ଏହି ଲେଖାଟିକୁ ଉନ୍ନତ କରିବାରେ ସାହାଯ୍ୟ କରନ୍ତୁ । --ଶିତିକଣ୍ଠ ଦାଶ (ମୋ ଆଲୋଚନା) ୨୧:୫୭, ୨୮ ଜୁଲାଇ ୨୦୧୨ (UTC)