ଆଲୋଚନା:ରାଧାନାଥ ରାୟ

Page contents not supported in other languages.
ଉଇକିପିଡ଼ିଆ‌ରୁ
ଉଇକିପ୍ରକଳ୍ପ ଓଡ଼ିଆ ସାହିତ୍ୟ (Rated ଛୋଟ ପ୍ରସଙ୍ଗ-class, ଉପର-importance)
WikiProject iconଏହି Lua error in package.lua at line 80: module 'Module:Pagetype/setindex' not found. ଉଇକିପ୍ରକଳ୍ପ ଓଡ଼ିଆ ସାହିତ୍ୟ ଅନ୍ତର୍ଗତ । ଉଇକିପିଡ଼ିଆରେ ଓଡ଼ିଆ ସାହିତ୍ୟ । ଆପଣ ଭାଗ ନେବାକୁ ଚାହୁଁଥିଲେ ଦୟାକରି ପ୍ରକଳ୍ପ ପୃଷ୍ଠା ଦେଖିପାରିବେ ଓ ସେଠାରେ ଆଲୋଚନା କରିବା ସହ ଫାଙ୍କାଥିବା କାମସବୁର ତାଲିକା ଦେଖିପାରିବେ ।
 ଛୋଟ ପ୍ରସଙ୍ଗ  This Lua error in package.lua at line 80: module 'Module:Pagetype/setindex' not found. does not require a rating on the project's quality scale.
 ଉପର  This Lua error in package.lua at line 80: module 'Module:Pagetype/setindex' not found. has been rated as ଉପର-importance on the project's importance scale.
 

This article is written in Pali-Odia, Pali, being one of the oldest languages of India and mother of many Indian languages (Including Odia (Oriya), Bengali, Asamese, Bhojpuri and South Asian languages deserves more enthusiasts being involved into the development and restoration of this languages and give the pride back to the languages like Odia which are actually originated from Pali and later on influenced and manipulated by other languages. With this Soja Odia (Real Oriya/Odia) we are trying to bring back the real language of our soil. So, please contact me before any modification of this article. subhashishpanigrahi ୧୨:୨୫, ୧୮ February ୨୦୧୧ (UTC) Psubhashish|ସୁଭ ପା

କବିବର ରାଧାନାଥ ଙ୍କୁ ଯୁଗସ୍ରଷ୍ଟା କହିବାର ଯେଉଁ କେତୋଟି କାରଣ ରହିଛି ସେଥିମଧ୍ୟରୁ ନିମ୍ନ କାରଣ ଗୁଡ଼ିକ ଆଲୋଚନା ଯୋଗ୍ୟ ୧.ରାଧାନାଥ ଙ୍କ ସାହିତ୍ୟ ରେ ପ୍ରେମ ପ୍ରଣୟ ଭିନ୍ନ ଭାବରେ ପ୍ରାଧାନ୍ୟ ଲାଭ କରୁଥିଲା ୨.ରାଧାନାଥ ଙ୍କ ସାହିତ୍ୟ ଥିଲା ପ୍ରାଚ୍ୟ ଓ ପାଶ୍ଚାତ୍ୟ ର ସଂଯୋଗ ସେତୁ ୩.ରାଧାନାଥ ସାହିତ୍ୟ ଥିଲା ଜାତୀୟତାବାଦୀ ଚିନ୍ତାଧାରା ର ଉନ୍ମେଷ ସ୍ଥଳ ୪.ପ୍ରକୃତି ଚିତ୍ରଣ ର ମହନୀୟତା ରାଧାନାଥ ସାହିତ୍ୟ ର ଏକ ଅଭିନବ ଅଂଶ