ଆଲୋଚନା:ଆଳୁ ପୋଟଳ ରସା

Page contents not supported in other languages.
ଉଇକିପିଡ଼ିଆ‌ରୁ

ମୋ ମତରେ ଏହି ପ୍ରସଙ୍ଗଟି ଲିଭା ନ ହେବା ଉଚିତ । ଏହା ଏକ ଖାଦ୍ୟ ବିଷୟରେ ଏବଂ ଯାହା ଜ୍ଞାନକୋଷରେ ରହିପାରିବ । ଅବଶ୍ୟ ଏହାର ଲେଖା ଶଇଳି ବଦଳିବା ଉଚିତ ।ମତ ଦେଇପାରିବେ। --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୨:୫୬, ୨୫ ମାର୍ଚ୍ଚ ୨୦୧୬ (IST)[reply]

ଆମର ବର୍ତ୍ତମାନର ନୀୟମ ବ୍ୟତୀତ, ଯଦି ୨-୩ ସଠିକ ଆଧାର ଓ ଅଧିକ ତଥ୍ୟ (୨୦୦୦ବାଇଟ ) ଦେଇ ହେଉଛି, କିଛି ଅସୁବିଧା ନାହିଁ । --ଆଦିତ୍ୟ ମହାର (ଆଲୋଚନା) ୧୨:୫୧, ୨୬ ମାର୍ଚ୍ଚ ୨୦୧୬ (IST)[reply]

ମୁଁ ଆଧାର ଉପା ଦେୟତା ଉପରେ ସନ୍ଦେହ ଅଛି ବୋଲି ଡିଲୀଟ ଟାଗ ପକା ହେଇଛି ଭାବି ମୋ ମତ ଦେଇଥିଲି । ସେମିତି ଲେଖା ଦେଖିବାକୁ 4568ଟି ଲେଖା ସେତିକି ବାଇଟ ଭିତରେ ଅଛି।ଆଉ ବହୁତ ଗୁଡେ ନିୟମ ହିସାବରେ ନାହିଁ । ମୁଁ ଭାବୁଛି ଆମକୁ ଆଉ ଥରେ ଏଇ ବିଷୟରେ ଆଲୋଚନା କରିବାକୁ ପଡିବ ।ପୋଟଳ_ରସାବି ଗୋଟେ ଅଛି ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୩:୫୩, ୨୬ ମାର୍ଚ୍ଚ ୨୦୧୬ (IST)[reply]

ଏହା ପ୍ରସଙ୍ଗ ନିମନ୍ତେ ଅନୁପଯୁକ୍ତ ଭାବି ଲିଭାଇବା ପାଇଁ ଅନୁରୋଧ କରିଥିଲି । କାରଣ ଗୋଟେ ପରିବା ୧୦-୧୫ ପ୍ରକାର ତରକାରୀ ହେଇପାରିବ, ସେ ପରିବା ତିଆରି ସବୁ ତରକାରୀ ପ୍ରସଙ୍ଗ କରିହେବନି । ବହୁତ ଛୋଟ ପ୍ରସଙ୍ଗ ଅଛି ହେଲେ ସେ ସବୁର ତଥ୍ୟ ଓ ଆଧାର ମିଳିଯିବ । ଏ ଆଲୋଚନା ଦେଖି ମୁଁ ପୋଟଳ ରସାରେ ଲିଭେଇବା ଛାଞ୍ଚ ପକେଇନି । ଏ ପ୍ରସଙ୍ଗ ଥାଉ ଯିଏ ଚାହିଁବେ ଉନ୍ନତ କରିପାରିବେ କିନ୍ତୁ ଲେଖା ଶଇଳି ବଦଳେଇ ଆଧାର ଦେବାକୁ ଅନୁରୋଧ । --ଆଦିତ୍ୟ ମହାର (ଆଲୋଚନା) ୧୭:୧୯, ୨୬ ମାର୍ଚ୍ଚ ୨୦୧୬ (IST)[reply]