Jump to content

ଆଲେମଟୁଜୁମାବ

ଉଇକିପିଡ଼ିଆ‌ରୁ
(ଆଲେମାଟୁଜୁମାବରୁ ଲେଉଟି ଆସିଛି)
ଆଲେମଟୁଜୁମାବ
Monoclonal antibody
TypeWhole antibody
SourceHumanized (from rat)
TargetCD52
Clinical data
Trade namesCampath, Mabcampath, Lemtrada, others
AHFS/Drugs.commonograph
MedlinePlusa608053
data
Pregnancy
category
  • AU: B3 (Lemtrada); B2 (Mabcampath)
    Routes of
    administration
    Intravenous infusion
    Legal status
    Legal status
    • AU: S4 (Prescription only)
    • UK: POM (Prescription only)
    • US: ℞-only
    • EU: Rx-only
    Pharmacokinetic data
    Elimination half-life~288 hrs
    Chemical and physical data
    FormulaC6468H10066N1732O2005S40
    Molar mass୧,୪୫,୪୫୪.୨0 g·mol−1
      (verify)

    ଆଲେମଟୁଜୁମାବ, ଦୁଇ ବିକ୍ରୟ ନାମ କ୍ୟାମ୍ପାଥ ଏବଂ ଲେମଟ୍ରାଡା, ଔଷଧ ଯାହା କ୍ରନିକ୍ ଲିମ୍ଫୋସାଇଟିକ୍ ଲ୍ୟୁକେମିଆ (ସିଏଲଏଲ/ CLL) ଏବଂ ମଲ୍ଟିପ୍ଲ ସ୍କ୍ଲେରୋସିସ୍ ରୋଗମାନଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [] ସିଏଲଏଲରେ ଏହା ଉଭୟ ପ୍ରଥମ ଲାଇନ୍ ଏବଂ ଦ୍ୱିତୀୟ ଲାଇନ୍ ଚିକିତ୍ସା ଭାବରେ ବ୍ୟବହୃତ ହେଇଛି | [] ମଲ୍ଟିପ୍ଲ ସ୍କ୍ଲେରୋସିସ୍ରେ ଅନ୍ୟ ଚିକିତ୍ସା କାମ ନ କଲେ ପରାମର୍ଶ ଦିଆଯାଏ । [] ଏହା ଶିରାରେ କିମ୍ବା ଚର୍ମ ତଳେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତ କଣିକା, ଇନଫ୍ୟୁଜନ୍ ପ୍ରତିକ୍ରିୟା, ସଂକ୍ରମଣ, ଅଇ, ତରଳ ଝାଡ଼ା ଏବଂ ଶୋଇବାରେ ଅସୁବିଧା ହୋଇପାରେ । [] ଔଷଧ ଖାଉଥିବା ଲୋକମାନେ ଜୀବନ୍ତ ଟୀକା ପାଇବା ଉଚିତ୍ ନୁହେଁ । [] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । [] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଲିମ୍ଫୋସାଇଟ୍ ଉପରେ ଥିବା ଏକ ପ୍ରୋଟିନ୍ ସିଡି୫୨ (CD52) ସହିତ ଅନୁବନ୍ଧିତ ହେବାରୁ ବିନାଶ ହୋଇଯାଏ । []

    ୨୦୦୧ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ଆଲେମଟୁଜୁମାବ ଅନୁମୋଦିତ ହୋଇଥିଲା। [] [] ୟୁରୋପରେ ସିଏଲଏଲ ପାଇଁ ବ୍ରାଣ୍ଡ ଅନୁମୋଦିତ ହୋଇଥିଲା; ତଥାପି, ମଲ୍ଟିପ୍ଲ ସ୍କ୍ଲେରୋସିସ୍ ପାଇଁ ଏକ ନୂତନ ବ୍ରାଣ୍ଡ ଅନୁମୋଦନ ହୋଇଥିବାବେଳେ ପ୍ରତ୍ୟାହାର କରାଯାଇଥିଲା । [] [] ଯୁକ୍ତରାଜ୍ୟରେ ୧୨ ମିଗ୍ରା ଭାଏଲ ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ, ୭,୦୦୦ ଅଟେ। [] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୨୭,୭୦୦ ଡଲାର ଅଟେ । []

    1. 1 2 3 4 5 "Alemtuzumab Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Archived from the original on 28 January 2012. Retrieved 15 July 2019.
    2. 1 2 3 "DailyMed - CAMPATH- alemtuzumab injection". dailymed.nlm.nih.gov. Archived from the original on 25 March 2021. Retrieved 13 January 2022.
    3. 1 2 "Lemtrada". Archived from the original on 29 June 2021. Retrieved 13 January 2022.
    4. 1 2 "MabCampath". Archived from the original on 14 January 2022. Retrieved 13 January 2022.
    5. BNF 81: March-September 2021. BMJ Group and the Pharmaceutical Press. 2021. p. 904. ISBN 978-0857114105.
    6. "Lemtrada Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 21 January 2021. Retrieved 13 January 2022.