ଆଲେମଟୁଜୁମାବ
Monoclonal antibody | |
---|---|
Type | Whole antibody |
Source | Humanized (from rat) |
Target | CD52 |
Clinical data | |
Trade names | Campath, Mabcampath, Lemtrada, others |
AHFS/Drugs.com | monograph |
MedlinePlus | a608053 |
data |
|
Pregnancy category |
|
Routes of administration | Intravenous infusion |
Legal status | |
Legal status | |
Pharmacokinetic data | |
Elimination half-life | ~288 hrs |
Chemical and physical data | |
Formula | C6468H10066N1732O2005S40 |
Molar mass | ୧,୪୫,୪୫୪.୨0 g·mol−1 |
(verify) |
ଆଲେମଟୁଜୁମାବ, ଦୁଇ ବିକ୍ରୟ ନାମ କ୍ୟାମ୍ପାଥ ଏବଂ ଲେମଟ୍ରାଡା, ଔଷଧ ଯାହା କ୍ରନିକ୍ ଲିମ୍ଫୋସାଇଟିକ୍ ଲ୍ୟୁକେମିଆ (ସିଏଲଏଲ/ CLL) ଏବଂ ମଲ୍ଟିପ୍ଲ ସ୍କ୍ଲେରୋସିସ୍ ରୋଗମାନଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] ସିଏଲଏଲରେ ଏହା ଉଭୟ ପ୍ରଥମ ଲାଇନ୍ ଏବଂ ଦ୍ୱିତୀୟ ଲାଇନ୍ ଚିକିତ୍ସା ଭାବରେ ବ୍ୟବହୃତ ହେଇଛି | [୧] ମଲ୍ଟିପ୍ଲ ସ୍କ୍ଲେରୋସିସ୍ରେ ଅନ୍ୟ ଚିକିତ୍ସା କାମ ନ କଲେ ପରାମର୍ଶ ଦିଆଯାଏ । [୧] ଏହା ଶିରାରେ କିମ୍ବା ଚର୍ମ ତଳେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । [୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତ କଣିକା, ଇନଫ୍ୟୁଜନ୍ ପ୍ରତିକ୍ରିୟା, ସଂକ୍ରମଣ, ଅଇ, ତରଳ ଝାଡ଼ା ଏବଂ ଶୋଇବାରେ ଅସୁବିଧା ହୋଇପାରେ । [୨] ଔଷଧ ଖାଉଥିବା ଲୋକମାନେ ଜୀବନ୍ତ ଟୀକା ପାଇବା ଉଚିତ୍ ନୁହେଁ । [୨] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । [୨] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଲିମ୍ଫୋସାଇଟ୍ ଉପରେ ଥିବା ଏକ ପ୍ରୋଟିନ୍ ସିଡି୫୨ (CD52) ସହିତ ଅନୁବନ୍ଧିତ ହେବାରୁ ବିନାଶ ହୋଇଯାଏ । [୩]
୨୦୦୧ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ଆଲେମଟୁଜୁମାବ ଅନୁମୋଦିତ ହୋଇଥିଲା। [୧] [୪] ୟୁରୋପରେ ସିଏଲଏଲ ପାଇଁ ବ୍ରାଣ୍ଡ ଅନୁମୋଦିତ ହୋଇଥିଲା; ତଥାପି, ମଲ୍ଟିପ୍ଲ ସ୍କ୍ଲେରୋସିସ୍ ପାଇଁ ଏକ ନୂତନ ବ୍ରାଣ୍ଡ ଅନୁମୋଦନ ହୋଇଥିବାବେଳେ ପ୍ରତ୍ୟାହାର କରାଯାଇଥିଲା । [୪] [୩] ଯୁକ୍ତରାଜ୍ୟରେ ୧୨ ମିଗ୍ରା ଭାଏଲ ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ, ୭,୦୦୦ ଅଟେ। [୫] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୨୭,୭୦୦ ଡଲାର ଅଟେ । [୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Alemtuzumab Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Archived from the original on 28 January 2012. Retrieved 15 July 2019.
- ↑ ୨.୦ ୨.୧ ୨.୨ "DailyMed - CAMPATH- alemtuzumab injection". dailymed.nlm.nih.gov. Archived from the original on 25 March 2021. Retrieved 13 January 2022.
- ↑ ୩.୦ ୩.୧ "Lemtrada". Archived from the original on 29 June 2021. Retrieved 13 January 2022.
- ↑ ୪.୦ ୪.୧ "MabCampath". Archived from the original on 14 January 2022. Retrieved 13 January 2022.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 904. ISBN 978-0857114105.
- ↑ "Lemtrada Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 21 January 2021. Retrieved 13 January 2022.