Jump to content

ଆଲଫ୍ରେଡ ପାର୍କ , ଆଲାହାବାଦ

Chandrasekhar Azad Park
Map
TypePublic park
LocationGeorgetown in Allahabad, India
Coordinates25°27′N 80°50′E / 25.450°N 80.833°E / 25.450; 80.833
Area133 acres (54 ha)[୧]
StatusOpen all year
ଚନ୍ଦ୍ର ଶେଖର ମେମୋରିଆଲ ପାର୍କ 
ଭିକ୍ଟୋରିଆ ମେମୋରିଆଲ 
1860 ନିର୍ମିତ ଥର୍ଣ ହୀଲ ସ୍ମାରକୀ 

ଆଲଫ୍ରେଡ ପାର୍କ  (ବ୍ରିଟିଶ ସମୟରେ , ପରେ ଚନ୍ଦ୍ରଶେଖର ପାର୍କ ନାମରେ ନାମିତ ) , ଏକ ସର୍ବସାଧାରଣ ପାର୍କ , ଯାହା ବ୍ରିଟିଶ ମାନଙ୍କଦ୍ୱାରା 1870 ମସିହାରେ ଭାରତୀୟ ରାଜ୍ୟ ଉତ୍ତର ପ୍ରଦେଶର ଇଲାହାବାଦ [୨][୩]ସହରରେ ନିର୍ମିତ ହେଇଥିଲା । ରାଜପୁତ୍ର ମର୍କ ଆଲଫ୍ରେଡଙ୍କ ଭାରତ ଭ୍ରମଣ ସମୟରେ ଏହି 33 ଏକର ବିଶିଷ୍ଟ ପାର୍କ ନିର୍ମିତ ହେଇଥିଲା । ଏହା ଆଲାହାବାଦର ବୃହତ୍ତମ ପାର୍କ । ସ୍ଥାନୀୟ ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ଅଜଡଙ୍କ ନାମ ଅନୁସାରେ ଏହାର ନାମ ସ୍ୱାଧୀନତା ପରେ ଚନ୍ଦ୍ରଶେଖର ପାର୍କ କରାହେଇଥିଲେ ମଧ୍ୟ ଲୋକେ ଏହାକୁ ଆଲଫ୍ରେଡ ପାର୍କ ନାମରେ ଜାଣନ୍ତି । 

ଇତିହାସ 

[ସମ୍ପାଦନା]

1857 ପାଇକ ବିଦର୍ହ ପରେ 1870 ମସିହାରେ ପୁରାତନ କାଣ୍ଟନମେଣ୍ଟ ଅଞ୍ଚଳକୁ ପାର୍କ ଭାବରେ ପରିବର୍ତ୍ତନ କରା ଯାଇଥିଲା ଓ ନୂତନ ଉନ୍ନୟନ କରାଯାଇଥିଲା । .[୨]

ଅବସ୍ଥିତି 

[ସମ୍ପାଦନା]

ପାର୍କଟି ଜର୍ଜ ଟାଉନ ନିକଟରେ ଅବସ୍ଥିର   ଓ ଟାଗୋରଟାଉନ , ସିଭିଲ ଲାଇନ ଓ ଆଲାହାବାଦ ବିଶ୍ୱବିଦ୍ୟାଳୟ  ଏହାକୁ ଘ୍ରେୟ ରଖିଛି । ଏହି ସ୍ଥାନର ଅବସ୍ଥିତି  N25°27'9",E80°50,51"

ଏହି ପାର୍କ ଏକ ପୁରାତନ ପ୍ରତ୍ନତତ୍ତ୍ୱ ଭାବରେ ଗଣା ଯାଏ । ଏଠାରେ ଆଧୁନିକ ଚନ୍ଦ୍ର ଶେଖର  ସ୍ମାରକୀ ସହ ଭିକ୍ଟୋରିଆ ସ୍ମାରକୀ 1905ରେ ସାର ଜେମ୍ସ ଲଟୋଚେ[୪]ଙ୍କଦ୍ୱାରା ନିର୍ମିତ ହେଇଥିଲା । ଏହା ନିକଟରେ ଚନ୍ଦ୍ରଶେଖର ଅଜାଦ ଷ୍ଟାଡିୟମ , ମୁଇଜିଅମ ଆଦି ରହିଛି । ଥୋର୍ଣହିଲ୍ଲ ମାଇନେ ସ୍ମାରକୀ ମଧ୍ୟ ଏକ ଦର୍ଶନୀୟ ସ୍ଥାନ ।[୫][୬] 

ଅଧିକ ପଠନ 

[ସମ୍ପାଦନା]

ଆଧାର 

[ସମ୍ପାଦନା]
  1. ↑ http://www.nativeplanet.com/allahabad/attractions/alfred-park/
  2. 1 2 Jonathan M. Bloom, Sheila Blai (2009). The Grove Encyclopedia of Islamic Art and Architecture, Volume 3. Oxford University Press. p. 57. ISBN 8125013830.
  3. ↑ "Alfred Park, Allahabad". nativeplanet.com. Retrieved September 13, 2013.
  4. ↑ Chandra, Ramesh (2004). Cities and towns of India. Commonwealth Publishers. p. 393.
  5. ↑ http://gigapan.com/gigapans/83948
  6. ↑ Michell, George (1989). The Penguin Guide to the Monuments of India: Islamic, Rajput, European. Penguin Books. p. 202.

ADA (Allahabad Development Authority)

Google Earth