Jump to content

ଆମିନୋଲେଭୁଲିନିକ ଏସିଡ

ଉଇକିପିଡ଼ିଆ‌ରୁ
δ-Aminolevulinic acid
Clinical data
Trade namesLevulan, NatuALA, Ameluz, others
Synonyms5-aminolevulinic acid hydrochloride (5ALA0
AHFS/Drugs.commonograph
MedlinePlusa607062
data
Pregnancy
category
  • US: C (Risk not ruled out)
    Routes of
    administration
    Topical, By mouth
    Legal status
    Legal status
    • US: ℞-only
    • EU: Rx only
    • ℞ (Prescription only)
    Identifiers
    • 5-Amino-4-oxo-pentanoic acid
    ECHA InfoCard100.003.105 Edit this at Wikidata
    Chemical and physical data
    FormulaC5H9NO3
    Molar mass୧୩୧.୧୩ g·mol−1
    3D model (JSmol)
    Melting point118 °C (244 °F)
    • O=C(CN)CCC(=O)O
    • InChI=1S/C5H9NO3/c6-3-4(7)1-2-5(8)9/h1-3,6H2,(H,8,9) checkY
    • Key:ZGXJTSGNIOSYLO-UHFFFAOYSA-N checkY
      (verify)

    δ- ଆମିନୋଲେଭୁଲିନିକ ଏସିଡ ( DALA, δ-ALA ), ଯାହା 5-ଆମିନୋଲେଭୁଲିନିକ୍ ଏସିଡ୍ ( 5ALA ) ଭାବରେ ମଧ୍ୟ ଜଣାଶୁଣା, ଗ୍ଲାୟୋମା ପାଇଁ ଅସ୍ତ୍ରୋପଚାର ସମୟରେ କର୍କଟ ତନ୍ତୁକୁ ଦୃଷ୍ଟିଗୋଚର କରିବାରେ ସାହାଯ୍ୟ କରେ । [] ଏହା ଆକ୍ଟିନିକ୍ କେରାଟୋଜ୍ ଏବଂ ବେସାଲ୍ ସେଲ୍ କର୍କଟ ରୋଗର ଚିକିତ୍ସା ପାଇଁ ମଧ୍ୟ ବ୍ୟବହୃତ ହୁଏ । [] ଏହା ପାଟିରେ ଦିଆଯାଏ କିମ୍ବା ଚର୍ମରେ ପ୍ରୟୋଗ କରାଯାଏ । [] []

    ପାଟିଦ୍ୱାରା ନିଆଯାଉଥିବା ଔଷଧର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ଜ୍ୱର, ନିମ୍ନ ରକ୍ତଚାପ, ଯକୃତ ସମସ୍ୟା ଏବଂ ତରଳ ଝାଡ଼ା ହୋଇପାରେ ।[] ଚର୍ମରେ ପ୍ରୟୋଗ କରାଯାଉଥିବା ଔଷଧର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଲାଲ ଚମ, ଚମ ଜ୍ୱାଳା, କୁଣ୍ଡେଇ ହେବା ଏବଂ ଚର୍ମର ଚୋପା ଛାଡ଼ିବା ହୋଇପାରେ । [] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [] ଚର୍ମରେ ପ୍ରୟୋଗ କରାଯିବାବେଳେ, ଏହା ଆଲୋକକୁ ସମ୍ବେଦନଶୀଳ କରି କାର୍ଯ୍ୟ କରିଥାଏ, ଯେପରି ଏହା ଉନ୍ମୋଚିତ ହେଲେ ଏହା କୋଷ ମୃତ୍ୟୁରେ ପରିଣତ ହୁଏ । []

    ୧୯୯୯ ମସିହାରେ ଆମେରିକାରେ ଏବଂ୨୦୧୧ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଆମିନୋଲେଭୁଲିନିକ୍ ଏସିଡ୍ ଅନୁମୋଦିତ ହୋଇଥିଲା। [] [] ଯୁକ୍ତରାଷ୍ଟ୍ରରେ ୨ ଗ୍ରାମ ଜେଲର ମୂଲ୍ୟ ୩୪ ଡଲାର । []

    1. 1 2 3 4 "DailyMed - GLEOLAN- aminolevulinic acid hydrochloride powder, for solution". dailymed.nlm.nih.gov. Archived from the original on 24 March 2021. Retrieved 14 January 2022.
    2. 1 2 3 4 5 "Ameluz". Archived from the original on 20 November 2021. Retrieved 14 January 2022.
    3. "Aminolevulinic acid topical Use During Pregnancy". Drugs.com (in ଇଂରାଜୀ). Archived from the original on 26 January 2021. Retrieved 14 January 2022.
    4. "Ameluz Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 23 April 2021. Retrieved 14 January 2022.