ଆଭାନାଫିଲ
Avanafil is a PDE5 inhibitor | |
| Clinical data | |
|---|---|
| Trade names | Stendra |
| AHFS/Drugs.com | monograph |
| MedlinePlus | a614010 |
| data | |
| Pregnancy category |
|
| Routes of administration | By mouth |
| Legal status | |
| Legal status | |
| Pharmacokinetic data | |
| Onset of action | Within 15 min[୧] |
| Duration of action | 2 hr[୧] |
| Identifiers | |
| |
| Chemical and physical data | |
| Formula | C23H26ClN7O3 |
| Molar mass | ୪୮୩.୯୬ g·mol−1 |
| 3D model (JSmol) | |
| |
| |
| (verify) | |
ଆଭାନାଫିଲ, ବିକ୍ରୟ ନାମ ଷ୍ଟେଣ୍ଡ୍ରା ଏବଂ ସ୍ପେଡ୍ରା, ଏକ ଔଷଧ ଯାହା ଲିଙ୍ଗ ଉତ୍ହାନ ଅସୁବିଧାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୨] ଏହା ପାଟିରେ ଦିଆଯାଏ । [୩] ପ୍ରଭାବ ସାଧାରଣତ ୧୫ ମିନିଟ୍ ମଧ୍ୟରେ ଆରମ୍ଭ ହୋଇ ୨ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ । [୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବ୍ୟଥା, ଫ୍ଲଶ୍, ନାକ, ଏବଂ ପିଠି ଯନ୍ତ୍ରଣା ହୋଇପାରେ । [୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ପ୍ରିଆପିଜ୍ମ, ଦୃଷ୍ଟି ଶକ୍ତି ହ୍ରାସ ଏବଂ ଶ୍ରବଣ ଶକ୍ତି ହ୍ରାସ ହୋଇପାରେ । [୩] ଏହାକୁ ନାଇଟ୍ରୋଭାସୋଡିଲେଟର ସହିତ ବ୍ୟବହାର କରିବା ଉଚିତ ନୁହେଁ। [୨] ଯକୃତ କିମ୍ବା ବୃକ୍କ ଜନିତ ସମସ୍ୟା ଥିବା ଲୋକଙ୍କ କ୍ଷେତ୍ରରେ ମଧ୍ୟ ଏହାକୁ ଏଡ଼ାଇବା ଉଚିତ୍ | [୩] ଏହା ଏକ ପିଡିଇ୫ ଇନହିବିଟର ଯାହା ଫସଫୋଡାଇଇଷ୍ଟରେଜ ଅବରୋଧ କରି ସାଇକ୍ଲିକ ଗୁଅନୋସିନ ମୋନୋଫସଫେଟ ସ୍ତର ବୃଦ୍ଧି କରିଥାଏ ।[୨]
୨୦୧୨ ମସିହାରେ ଆମେରିକାରେ ଏବଂ ୨୦୧୩ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଆଭାନାଫିଲ୍ ଅନୁମୋଦିତ ହୋଇଥିଲା। [୨] [୩] ଯୁକ୍ତରାଜ୍ୟରେ ୧୦୦ମିଗ୍ରାର ୪ଟି ବଟିକାର ମୂଲ୍ୟ ୨୦୨୧ରେ ୧୪ ପାଉଣ୍ଡ ଥିଲେ ।[୪] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୨୧୦ ଡଲାର ଅଟେ । [୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Avanafil". American Society of Health-System Pharmacists. Archived from the original on 30 November 2020. Retrieved 16 January 2022.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Spedra". Archived from the original on 11 April 2021. Retrieved 16 January 2022.
- ↑ ୩.୦ ୩.୧ ୩.୨ ୩.୩ "DailyMed - STENDRA- avanafil tablet". dailymed.nlm.nih.gov. Archived from the original on 17 April 2021. Retrieved 16 January 2022.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 859. ISBN 978-0857114105.
- ↑ "Stendra Prices, Coupons & Savings Tips - GoodRx". GoodRx. Archived from the original on 15 October 2021. Retrieved 16 January 2022.