Jump to content

ଆଭାଟ୍ରୋମ୍ବୋପାଗ

ଉଇକିପିଡ଼ିଆ‌ରୁ
ଆଭାଟ୍ରୋମ୍ବୋପାଗ
Clinical data
Pronunciationa" va trom' boe pag
Trade namesDoptelet
SynonymsAvatrombopag maleate
AHFS/Drugs.commonograph
MedlinePlusa618032
data
Pregnancy
category
  • US: N (Not classified yet)
    Routes of
    administration
    By mouth
    Legal status
    Legal status
    • US: ℞-only
    • EU: Rx-only
    • ℞ (Prescription only)
    Identifiers
    • 1-[3-Chloro-5-[[4-(4-chlorothiophen-2-yl)-5-(4-cyclohexylpiperazin-1-yl)-1,3-thiazol-2-yl]carbamoyl]pyridin-2-yl]piperidine-4-carboxylic acid
    Chemical and physical data
    FormulaC29H34Cl2N6O3S2
    Molar mass୬୪୯.୬୫ g·mol−1
    3D model (JSmol)
    • C1CCC(CC1)N2CCN(CC2)C3=C(N=C(S3)NC(=O)C4=CC(=C(N=C4)N5CCC(CC5)C(=O)O)Cl)C6=CC(=CS6)Cl
    • InChI=1S/C29H34Cl2N6O3S2/c30-20-15-23(41-17-20)24-27(37-12-10-35(11-13-37)21-4-2-1-3-5-21)42-29(33-24)34-26(38)19-14-22(31)25(32-16-19)36-8-6-18(7-9-36)28(39)40/h14-18,21H,1-13H2,(H,39,40)(H,33,34,38) checkY
    • Key:OFZJKCQENFPZBH-UHFFFAOYSA-N

    ଆଭାଟ୍ରୋମ୍ବୋପାଗ, ଏକ ବେପାର ନାମ ଡୋପଟେଲେଟ୍, ଏକ ଔଷଧ ଯାହା କ୍ରନିକ୍ ଯକୃତ ରୋଗରେ ଆକ୍ରମଣକାରୀ ଚିକିତ୍ସା କରିବା ସମୟରେ କମ୍ ପ୍ଲାଲେଟ୍ ହେଉଥିଲେ ତାହାର ଚିକିତ୍ସା ପାଇଁ ଏହା ବ୍ୟବହୃତ ହୁଏ । [] [] ଏହା ପାଟିରେ ଦିଆଯାଏ | []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱର, ପେଟ ଯନ୍ତ୍ରଣା, ବାନ୍ତି, ମୁଣ୍ଡବିନ୍ଧା, ଥକାପଣ ଏବଂ ପ୍ରାନ୍ତୀୟ ଫୁଲା ହୋଇପାରେ । [] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତ ଜମାଟ ବାନ୍ଧିପାରେ । [] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । [] ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନରେ ସୁରକ୍ଷା ଅସ୍ପଷ୍ଟ ଅଟେ। [] ଏହା ଏକ ଥ୍ରୋମ୍ବୋପଏଟିନ୍ ରିସେପ୍ଟର ଆଗୋନିଷ୍ଟ, ଯାହା ପ୍ଲାଲେଟ୍ ଉତ୍ପାଦନକୁ କରିଥାଏ । []

    ୨୦୧୮ରେ ଆମେରିକାରେ ଏବଂ ୨୦୧୯ରେ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ଆଭାଟ୍ରୋମ୍ବୋପାଗ୍ ଅନୁମୋଦିତ ହୋଇଥିଲା ।[][] ଯୁକ୍ତରାଜ୍ୟରେ ଏହାର ଏକ କୋର୍ଷର ମୂଲ୍ୟ ୬୪୦-୯୬୦ ପାଉଣ୍ଡ । [] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ୩,୬୫୦ ଡଲାରରୁ ୫,୫୦୦ଡଲାର ଅଟେ । []

    1. 1 2 3 4 5 "Avatrombopag Monograph for Professionals". Drugs.com (in ଇଂରାଜୀ). Archived from the original on 25 January 2021. Retrieved 16 January 2022.
    2. 1 2 "Doptelet EPAR". European Medicines Agency (EMA). 24 April 2019. Archived from the original on 22 May 2020. Retrieved 2 May 2020.
    3. 1 2 3 BNF 81: March-September 2021. BMJ Group and the Pharmaceutical Press. 2021. p. 1079. ISBN 978-0857114105.
    4. "Avatrombopag for treating thrombocytopenia in people with chronic liver disease needing a planned invasive procedure". Archived from the original on 17 January 2022. Retrieved 16 January 2022.
    5. "Doptelet Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 16 April 2021. Retrieved 16 January 2022.