ଆବୁ ପର୍ବତ ବନ୍ୟପ୍ରାଣୀ ଅଭୟାରଣ୍ୟ
ଆବୁ ପର୍ବତ ବନ୍ୟପ୍ରାଣୀ ଅଭୟାରଣ୍ୟ | |
---|---|
Location in India | |
ଅବସ୍ଥାନ | Rajasthan, India |
ପାଖ ସହର | Mount Abu |
କ୍ଷେତ୍ରଫଳ | 288 km². |
ସ୍ଥାପିତ | 1960 |
ପର୍ଯ୍ୟଟକ ସଂଖ୍ୟା | NA (in NA) |
ପରିଚାଳନା | Ministry of Environment and Forests, Government of India |
ଆବୁ ପର୍ବତ ବନ୍ୟପ୍ରାଣୀ ଅଭୟାରଣ୍ୟ ଭାରତର ସର୍ବପୁରାତନ ପର୍ବତମାଳା , ଆରାବଳି ରେଞ୍ଜରେ ରହିଛି । ଏହାକୁ ଅଭୟାରଣ୍ୟ ଭାବରେ 1980 ମସିହାରେ ଘୋଷଣା କରାଯାଇଥିଲା । .[୧]
ଭୌଗୋଳିକ ଅବସ୍ଥିତି [ସମ୍ପାଦନା]
ଏହାର ଭୌଗୋଳିକ ସ୍ଥିତି 24°33′0″N 72°38′0″Eଠାରେ । ଏହା 19 କିଲୋମିଟର ଦୀର୍ଘ ଓ 6 କିଲୋମିଟର ପ୍ରସ୍ଥର ଏକ ପ୍ଲାତେଉ ବା ମାଳଭୂମି । ଏହା ସମୁଦ୍ର ପତ୍ତନ ଠାରୁ 300 ମିଟରରୁ 1722 ମିଟର ଯାଏ ଉପରେ ରହିଛି । ,[୧] ଗୁରୁ ଶିଖର ଏହାର ରାଜସ୍ଥାନଠାରେ ଥିବା ସର୍ବୋଛ ଶିଖର ।
ବୃକ୍ଷ [ସମ୍ପାଦନା]
ଏଠାରେ ବୃକ୍ଷ ମାନଙ୍କ ବିଶେଷ ବିବିଧତା ରହିଥାଏ । ଏହି ଅରଣ୍ୟ ଚିର ସବୁଜ । ଏଠାରେ 112 ପରବାର ର ବୃକ୍ଷ 820 ପ୍ରକାରଭେଦ ଅନୁସାରେ ରହିଛି । ବୁଦା ଜାତୀୟ ବୃକ୍ଷୀ ସହ ଔଷଧୀୟ ବୃକ୍ଷ୍ୟ ମଧ୍ୟ ବହୁ ପରିମାଣରେ ଏଠାରେ ରହିଥାଏ । [୨] .[୩]
ଜୀବଜନ୍ତୁ [ସମ୍ପାଦନା]
ଏଠାରେ ବହୁ ବିରଳ ପ୍ରଜାତିର ଜୀବ ସହ 1872 ମସିହା ଯାଏ ସିଂହ ଓ ବ୍ୟାଘ୍ର ଥିବାର ନିରୀକ୍ଷ୍ୟଣ କରାଯାଇଥିଲା । ବର୍ତମାନ ଚିତାବାଘ , ସମ୍ବାର , କୋକି ଶିଅଳ , ଭାଲୁ , ଇତ୍ୟାଦି ବହୁ ସଂଖ୍ୟାରେ ରହିଛନ୍ତି । ଏଠାରେ 250 ପ୍ରଜାତିର ପକ୍ଷୀ ରହିଥିବାର ଆକଳନ କରାଯାଇଛି । [୧]
ପୁନଶ୍ଚ ଦେଖନ୍ତୁ [ସମ୍ପାଦନା]
- Arid Forest Research Institute (AFRI)
ଆଧାର ସମୂହ [ସମ୍ପାଦନା]
- ↑ ୧.୦ ୧.୧ ୧.୨ Lua error in ମଡ୍ୟୁଲ:Citation/CS1/Utilities at line 129: Called with an undefined error condition: redundant_parameters.
- ↑ Mount Abu Wildlife Sanctuary.
- ↑ Mount Abu Wildlife Sanctuary, p. 2.