Jump to content

ଆବୁ ପର୍ବତ ବନ୍ୟପ୍ରାଣୀ ଅଭୟାରଣ୍ୟ

ଉଇକିପିଡ଼ିଆ‌ରୁ
ଆବୁ ପର୍ବତ ବନ୍ୟପ୍ରାଣୀ ଅଭୟାରଣ୍ୟ
Map showing the location of ଆବୁ ପର୍ବତ ବନ୍ୟପ୍ରାଣୀ ଅଭୟାରଣ୍ୟ.
Map showing the location of ଆବୁ ପର୍ବତ ବନ୍ୟପ୍ରାଣୀ ଅଭୟାରଣ୍ୟ.
Map showing the location of ଆବୁ ପର୍ବତ ବନ୍ୟପ୍ରାଣୀ ଅଭୟାରଣ୍ୟ.
Map showing the location of ଆବୁ ପର୍ବତ ବନ୍ୟପ୍ରାଣୀ ଅଭୟାରଣ୍ୟ.
Location in India
ଅବସ୍ଥାନRajasthan, India
ପାଖ ସହରMount Abu
କ୍ଷେତ୍ରଫଳ288 km².
ସ୍ଥାପିତ1960
ପର୍ଯ୍ୟଟକ ସଂଖ୍ୟାNA (in NA)
ପରିଚାଳନାMinistry of Environment and Forests, Government of India

ଆବୁ ପର୍ବତ ବନ୍ୟପ୍ରାଣୀ ଅଭୟାରଣ୍ୟ ଭାରତର ସର୍ବପୁରାତନ ପର୍ବତମାଳା , ଆରାବଳି ରେଞ୍ଜରେ ରହିଛି । ଏହାକୁ ଅଭୟାରଣ୍ୟ ଭାବରେ 1980 ମସିହାରେ ଘୋଷଣା କରାଯାଇଥିଲା । .[]

ଭୌଗୋଳିକ ଅବସ୍ଥିତି 

[ସମ୍ପାଦନା]

ଏହାର ଭୌଗୋଳିକ ସ୍ଥିତି  24°33′0″N 72°38′0″Eଠାରେ । ଏହା 19 କିଲୋମିଟର ଦୀର୍ଘ ଓ 6 କିଲୋମିଟର ପ୍ରସ୍ଥର ଏକ ପ୍ଲାତେଉ ବା ମାଳଭୂମି । ଏହା ସମୁଦ୍ର ପତ୍ତନଠାରୁ 300 ମିଟରରୁ 1722 ମିଟର ଯାଏ ଉପରେ ରହିଛି ।  ,[] ଗୁରୁ ଶିଖର ଏହାର ରାଜସ୍ଥାନଠାରେ ଥିବା ସର୍ବୋଛ ଶିଖର । 

ବୃକ୍ଷ 

[ସମ୍ପାଦନା]

ଏଠାରେ ବୃକ୍ଷମାନଙ୍କ ବିଶେଷ ବିବିଧତା ରହିଥାଏ । ଏହି ଅରଣ୍ୟ ଚିର ସବୁଜ । ଏଠାରେ 112 ପରବାର  ର ବୃକ୍ଷ 820 ପ୍ରକାରଭେଦ ଅନୁସାରେ ରହିଛି । ବୁଦା ଜାତୀୟ ବୃକ୍ଷୀ ସହ ଔଷଧୀୟ ବୃକ୍ଷ୍ୟ ମଧ୍ୟ ବହୁ ପରିମାଣରେ ଏଠାରେ ରହିଥାଏ ।  []  .[]

ଜୀବଜନ୍ତୁ 

[ସମ୍ପାଦନା]

ଏଠାରେ ବହୁ ବିରଳ ପ୍ରଜାତିର ଜୀବ ସହ 1872 ମସିହା ଯାଏ ସିଂହ ଓ ବ୍ୟାଘ୍ର ଥିବାର ନିରୀକ୍ଷ୍ୟଣ କରାଯାଇଥିଲା । ବର୍ତ୍ତମାନ ଚିତାବାଘ , ସମ୍ବାର , କୋକି ଶିଅଳ , ଭାଲୁ , ଇତ୍ୟାଦି ବହୁ ସଂଖ୍ୟାରେ ରହିଛନ୍ତି । ଏଠାରେ 250 ପ୍ରଜାତିର ପକ୍ଷୀ ରହିଥିବାର ଆକଳନ କରାଯାଇଛି । []

ଆଧାର 

[ସମ୍ପାଦନା]
  1. ୧.୦ ୧.୧ ୧.୨ Negi, Sharad Singh (2002), Handbook of National Parks, Wildlife Sanctuaries and Biosphere Reserves in India (3rd Edition), Indus Publishing, p. 151, ISBN 978-81-7387-128-3 {{citation}}: More than one of |ISBN= and |isbn= specified (help)
  2. Mount Abu Wildlife Sanctuary.
  3. Mount Abu Wildlife Sanctuary, p. 2.