ଆନ୍ତର୍ଜାତିକ ଅନୁବାଦ ଦିବସ

ଉଇକିପିଡ଼ିଆ‌ରୁ
ଆନ୍ତର୍ଜାତିକ ଅନୁବାଦ ଦିବସ
ପାଳନକାରୀମିଳିତ ଜାତିସଂଘ ସାଧାରଣ ସଭା
ତାରିଖ୩୦ ସେପ୍ଟେମ୍ବର
ପୁନଃପୌନିକତାବାର୍ଷିକ

ଆନ୍ତର୍ଜାତିକ ଅନୁବାଦ ଦିବସ, ବିଶ୍ୱସ୍ତରରେ ଅନୁବାଦକମାନଙ୍କ କାମକୁ ସ୍ୱୀକୃତି ଜଣାଇବା ନିମନ୍ତେ ପାଳିତ ହେଉଥିବା ଏକ ଦିବସ । ଏହା ବାଇବେଲର ଅନୁବାଦକ ସେଣ୍ଟ ଜେରୋମଙ୍କର ଶ୍ରାଦ୍ଧାବାର୍ଷିକୀ, ୩୦ ସେପ୍ଟେମ୍ବର ଦିନ ପାଳନ କରାଯାଏ ।[୧][୨]

ଇତିହାସ[ସମ୍ପାଦନା]

୧୯୯୧ ମସିହାରୁ ଆନ୍ତର୍ଜାତିକ ଅନୁବାଦକ ସଂଘଦ୍ୱାରା ଏହି ଦିବସ ପାଳିତ ହେଉଛି । ଆନ୍ତର୍ଜାତିକ ଅନୁବାଦକ ସଂଘ, ୧୯୫୩ ମସିହାରେ ସ୍ଥାପିତ ହୋଇଥିଲା । ୨୦୧୭ ମସିହା ମେ ମାସ ୨୪ତାରିଖରେ ମିଳିତ ଜାତିସଂଘରେ ୩୦ ସେପ୍ଟେମ୍ବର ଦିନ ଆନ୍ତର୍ଜାତିକ ଅନୁବାଦ ଦିବସ ପାଳନ କରିବା ଏକ ପ୍ରସ୍ତାବ ପାସ କରାଯାଇଥିଲା । ୨୦୨୨ ମସିହାରେ ଆନ୍ତର୍ଜାତିକ ଅନୁବାଦ ଦିବସର ବାର୍ତ୍ତା ଥିଲା ବାଧା ରହିତ ଦୂନିଆ[୩]

ଆଧାର[ସମ୍ପାଦନା]

  1. "International Translation Day 30 September". www.un.org. United Nations. Archived from the original on 7 October 2022. Retrieved 7 October 2022.
  2. "International Translation Day 2022: How Do We Celebrate This Day?". www.ndtv.com. ndtv. Archived from the original on 7 October 2022. Retrieved 7 October 2022.
  3. "International Translation Day 2022 tomorrow, know when and w .. Read more at: timesofindia.indiatimes.com/articleshow/94525148.cms?utm_source=contentofinterest&utm_medium=text&utm_campaign=cppst". www.timesofindia.indiatimes.com/. The Times of India. Archived from the original on 30 September 2022. Retrieved 30 September 2022.